ମାନିନୀ ଧାରାବାହିକ ର କୁନି କଳାକାର “ମାନୀ” ଙ୍କ ଏହି ଫଟୋ ଦେଖିଲେ ଆପଣ ବି ନିଜକୁ ସମ୍ଭାଳି ପାରିବେନି

0

ବନ୍ଧୁଗଣ ଯଦି ଆପଣ ଧାରାବାହିକ ପ୍ରେମୀ ହୋଇଥିବେ ତେବେ ଧାରାବାହିକ ଦେଖିବା ପ୍ରତି ଆପଣଙ୍କର ଏକ ସ୍ଵତନ୍ତ୍ର ଆଗ୍ରହ ରହିଥିବ। ତେବେ ଜି ସାର୍ଥକ ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ହେଉଛି ମାନିନୀ। ତେବେ ଏହି ଧାରାବାହିକରେ କୁନି କଳାକାର ଭାବରେ ନଜର ଆସୁଥିବା ମାନୀ କେମିତି ଦେଖା ଯାଉଛନ୍ତି ତାହା ଜାଣିବା ପାଇଁ ସମସ୍ତଂକ ମନରେ ନିଶ୍ଚିତ ଭାବରେ ଉତ୍କଣ୍ଠା ରହିଥିବ।ନିଜର ଅଭିନୟ ଏବଂ ସୁନ୍ଦରତା ର ଯାଦୁରେ ଦର୍ଶକଙ୍କୁ ପ୍ରଭାବିତ ଏବଂ ଆକର୍ଷିତ କରିଥାନ୍ତି ସିରିଏଲ ଜଗତର ଏହି ଚୁଲବୁଲି ସୁନ୍ଦରୀ ନାୟିକା ମାନୀ।ସେ ଦେଖିବାକୁ ଯେମିତି ସୁନ୍ଦର, ତାଙ୍କର ଅଭିନୟ ମଧ୍ୟ ସେତିକି ହୃଦୟ ସ୍ପର୍ଶୀି ଅଟେ।

ସୁନ୍ଦରତା ପାଇଁ ସେ ହଜାର ହଜାର ପ୍ରଶଂସକ ଙ୍କ ପ୍ରଶଂସା ସାଉଁଟି ଛନ୍ତି। କୁନି ଅଭିନେତ୍ରୀ ଭାବରେ ସମସ୍ତଙ୍କ ହୃଦୟରେ ସେ ଏକ ସ୍ବତନ୍ତ୍ର ଛାପ ହୋଇ ରହି ଯାଇଛନ୍ତି। ଆପଣ ଜାଣିଛନ୍ତି ନିଜର ଟାଲେନ୍ଟ ଯୋଗୁଁ ସେ ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି। ତାଙ୍କର ଅଭିନୟ ର ଢାଞ୍ଚା ଏବଂ ବେଶଭୂଷା ବେଶ୍ ନିଆରା ଏବଂ ଆକର୍ଷଣୀୟ ଅଟେ। ସବୁ ପ୍ରକାର ଭୂମିକାରେ ସେ ଅଭିନୟ କରିବାରେ ମାହିର ଅଟନ୍ତି।ତାଙ୍କର ଅଭିନୟ ର ଢାଞ୍ଚା ମଧ୍ଯ ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ଅଟେ। ତାଙ୍କର ଭିନ୍ନ ସ୍ୱାଦର ଅଭିନୟ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। କୁନି କଳାକାର ଭାବରେ ସେ ବହୁତ୍ ଲୋକପ୍ରିୟ ହୋଇ ପାରିଛନ୍ତି। ତାଙ୍କୁ ସମସ୍ତେ ବହୁତ୍ ଭଲ ପାଆନ୍ତି।

ଅଭିନୟ ଜଗତର କଳାକାର ମାନେ ଅନେକ ସମୟରେ ଅଭିନୟ ପାଇଁ ହେଉ କି ସେମାନଙ୍କ ବୋଲ୍ଡ ଅନ୍ଦାଜ ପାଇଁ ହେଉ ଚର୍ଚ୍ଚାରେ ରହି ଆସିଥାନ୍ତି। କିନ୍ତୁ କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ସେମାନଙ୍କ ଅଭିନୟ ପାଇଁ ଏବଂ ଚୁଲବୁଲି ଗୁଣ ପାଇଁ ଆପଣ ତାଙ୍କୁ ଭଲ ଭାବରେ ଜାଣିଥିବେ। ସେହିପରି ଏହି କୁନି କଳାକାର ଜଣଙ୍କ ତାଙ୍କର ଅଭିନୟ ସାଙ୍ଗକୁ ତାଙ୍କର ଗେଟ୍ ଅପ ଏବଂ ଲୁକ୍ସ୍ ପାଇଁ ବେଶି ଲୋକପ୍ରିୟ ଅଟନ୍ତି। ମାନୀ ଏବେ ଲୋକ ମାନଙ୍କ ର ପ୍ରିୟ ହୋଇ ପାରିଥିବା ଏହି କଳାକାର ଜଣଙ୍କ ଘରେ ଘରେ ବେଶ୍ ପରିଚିତ ହୋଇ ପାରିଛନ୍ତି।

ତେବେ ଆପଣ ମାନେ ଏହି ଭିଡିଓ ରେ ଦେଖି ପାରୁଥିବେ ଏ ହେଉଛନ୍ତି ମାନିନୀ ଧାରାବାହିକ ର କୁନି କଳାକାର ମାନୀ। ଯିଏକି ସୁନ୍ଦର୍ ଭାବରେ ନିଜକୁ ସଜାଇ ସୁନ୍ଦର୍ ସୁନ୍ଦର୍ ଢ଼ଙ୍ଗରେ କିପରି ଫଟୋ ସବୁ ଉଠାଇଛନ୍ତି ଏଵଂ ଭିଡିଓ କରିଛନ୍ତି। ଯେଉଁଥିରେ ସେ ବହୁତ୍ ଆକର୍ଷଣୀୟ ଲାଗୁ ଛନ୍ତି। ଏବେ ମାନୀ ଟିକେ ବଡ ହୋଇ ଯାଇଛନ୍ତି ଏବଂ ସେ ବହୁତ୍ ଭଲ ଡାନ୍ସ ମଧ୍ୟ କରୁଛନ୍ତି। ପାଠ ପଢିବା ସଙ୍ଗେ ସଙ୍ଗେ ସେ ତାଙ୍କ ଡ଼ାନ୍ସିଂ କେରିଆର କୁ ଗଢ଼ିବା ପାଇଁ ଚାହୁଁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।