ଆଶ୍ଚର୍ଯ୍ୟ ! ମଣିଷ ମୁଣ୍ଡ ଖାଉଛି ଏହି ଭୟଙ୍କର ଘାଟୀ, ୭ ବର୍ଷରେ ଗଲାଣି ୫୨ ଜୀବନ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳୁଛି। ଯାହାକି ଶୁଣିବା ମାତ୍ରେ ବହୁତ କଷ୍ଟ ଲାଗି ଥାଏ| ଆପଣ ମାନେ ଜାଣି ଥିବେ। ଆମ ଭାରତ ବର୍ଷରେ ବର୍ତ୍ତମାନ ସୁଦ୍ଧା ରାସ୍ତା କାର୍ଯ୍ୟ ଠିକ ଭାବରେ ହୋଇ ପାରି ନାହିଁ। ସେଥିପାଇଁ ପ୍ରତ୍ୟକ ଦିନ ହଜାର ହଜାର ଲୋକ ମାନଙ୍କର ଦୁର୍ଘଟଣା ଘଟିବା ସହ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି। ଯାହାକି ଏହା ଏକ ଦୁଃଖ ଦାୟକ କଥା ଅଟେ। ଯାହାକୁ ନେଇ ସରକାର ଚିନ୍ତାରେ ପଡି ଯାଇଛନ୍ତି ସେଥିପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ମାନ ମଧ୍ୟ ନେଇଛନ୍ତି। ଏଭଳି ବ୍ୟବସ୍ଥା କରା ଯାଉଥିଲେ ମଧ୍ୟ ଭାରତରେ ଆଜି ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ସମ୍ପୂର୍ଣ ହୋଇ ପାରି ନାହିଁ। ଯାହାକୁ ନେଇ ଲୋକ ମାନେ ବହୁତ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ଏଭଳି ଘଟଣା ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି। ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ପ୍ରକାଶ ମଧ୍ୟ କରିବେ। ତେବେ ଘଟଣାଟି ହେଉଛି, ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଘାଟିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି, ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ମୟୁରଭଞ୍ଜ ଜିଲ୍ଲାର 49 ନମ୍ବର ଜାତୀୟ ରାଜପଥର ବାଙ୍ଗିରି ପଶି ଘାଟିରୁ ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି। ମୟୁରଭଞ୍ଜ ଜିଲ୍ଲାର 49 ନମ୍ବର ଜାତୀୟ ରାଜପଥ,ମୁମ୍ବାଇ ଓ କୋଲକାତାକୁ ଯୋଡି ରହିଅଛି ଏବଂ ଏଥି ସହ 8 କିଲୋମିଟର ଠାରୁ ଶିମିଳିପାଳ ଅଭ୍ୟାରଣ୍ୟର କିଛି ଅଂଶ ଭିତରକୁ ମଧ୍ୟ ରହିଅଛି। ଏହି ଜାତୀୟ ରାଜପଥର ଉପରି ଭାଗରେ ବାଙ୍ଗିର ପୋଷି ଘାଟ ଓ ତଳ ପଟରେ ରାସ୍ତା ପ୍ରଶସ୍ତି କରଣ ହୋଇ ଥିବା ସ୍ୱେତେ ମଧ୍ୟ ପ୍ରତିଦିନ ଏହି ଘାଟିରେ ଅନେକ ଦୁର୍ଘଟଣା ମଧ୍ୟ ଘଟି ଚାଲିଛି।

ତେବେ ଏହି ଘାଟିରେ ଗତ 7 ବର୍ଷ ମଧ୍ୟରେ ହଜାରରୁ ଅଧିକ ଲୋକଙ୍କର ଦୁର୍ଘଟଣା ହୋଇ ଥିବା ବେଳେ 52 ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି ଏବଂ ଏଥି ସହ 128 ଟି ଗାଡି ମଧ୍ୟ ନଷ୍ଟ ହୋଇ ଯାଇଛି। ଏହି ଘାଟିରେ ଅଙ୍କା ବଙ୍କା ପାହାଡି ରାସ୍ତା ପାଇଁ ଆନ୍ଦୋଳନ କରା ଯାଇଛି। ଏଭଳି ଘଟଣା ପ୍ରତିଦିନ ଦେଖିବା ପାଇଁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।