OMG ! ମାଙ୍କଡର ମଣିଷ ପଣିଆ… Please ପ୍ରତ୍ୟେକ ବ୍ୟକ୍ତି ଥରୁଟିଏ ନିଶ୍ଚୟ ଦେଖନ୍ତୁ ଏହି Video

ଏମିତି ଏକ ଭିଡ଼ିଓ ଏବେ ଭାଇରଲ ହୋଇଛି ଯାହା ସମସ୍ତେଙ୍କୁ ଚମକାଇ ଦେଇଛି। ଆଉ ଏହିଠାରେ ପଶୁର ଯେଉଁଭଳି ଆଚରଣ ଓ ବ୍ୟବହାର ତାହା ମଣିଷ ପାଖରେ ଦେଖା ଯାଇ ନଥାଏ। ଆଉ ଜଣେ ମଣିଷ ଯଦି କେଉଁଠି କିଛି ଗାଡି ଧକ୍କା ଦେଖେ ତେବେ ପ୍ରଥମେ ସେ ସେଠାରେ ଫଟୋ ଓ ଭିଡ଼ିଓ କରେ ଆଉ ସାହାର୍ଯ୍ୟ କରିବା ବିଳମ୍ବ କରିଥାଏ କିନ୍ତୁ ଏଠି ଗୋଟିଏ ପଶୁ ହେଲେ ମଧ୍ୟ ତାହାର କିଛି ମାନିବିକତା ରହିଛି। ତେବେ ଆସନ୍ତି ଜାଣିବା ସେ ସମ୍ପର୍କରେ। ଏହିଠାରେ ପୁଣି ଏକ ଭିଡ଼ିଓ ନଜର କୁ ଆସିଛି ଯେଉଁଠାରେ ଏମିତି କିଛି ଶିକ୍ଷଣ ମିଳିଛି ଯାହା ଏବେ ସୋସିଆଲ ମିଡ଼ିଆରେ ଜୋର ଭାଇରଲ ହୋଇଛି।

ଏହି ଘଟଣା କୁ ନେଇ ଏବେ ସମସ୍ତେ କିଛି ନା କିଛି ଜାଣିବାକୁ ପାଇଛନ୍ତି। ଆଉ ଏହି ଭିଡ଼ିଓ ଟିରେ ଏମିତି କିଛି ଅଭୂତ ଜିନିଷ ନଜରକୁ ଆସିଛି ଯାହାକୁ ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ କରିବାରେ ଲାଗିଛନ୍ତି। ଯାହା ଏହିଠାରେ ଦୃଶ୍ୟ ମାନ ହୋଇଛି ତାହାକୁ ଅନେକ ଲୋକ ମଧ୍ୟ ଦେଖିବା ପରେ ଶେୟାର କରୁଛନ୍ତି। ଏଠି ଏକ ମାଙ୍କଡ଼ ର କିଛି ରହସ୍ୟ ସାମ୍ନାକୁ ଆସୁଛି ଯାହାକୁ ଦେଖିବା ପରେ ସମାଜ କୁ କିଛି ପ୍ରେରଣା ଯୋଗାଇଛି। ଭିଡ଼ିଓ ଟିରେ ଗୋଟିଏ ପଶୁର ଏହିଭଳି ଆଚରଣ ଯାହା ମଣିଷ ସମାଜ ପାଇଁ ପ୍ରେରଣା ସାଜିଛି।

ଆଉ ଏହିଠାରେ ଏମିତି କାର୍ଯ୍ୟ ଗୋଟିଏ ପଶୁ ର ଯାହା ଜଣେ ମଣିଷ ପାଖରେ ଦେଖିବାକୁ ପାଇବା ନାହିଁ। ଏଠାରେ ସେହି ମାଙ୍କଡ଼ର ଏମିତି କିଛି କାର୍ଯ୍ୟକଳାପ ତାହା ସମସ୍ତଙ୍କୁ ଆଚଙ୍କିତ କରି ଦେଇଛି ଯାହା ଏବେ ସୋସିଆଲ ମିଡ଼ିଆରେ ଜୋରରେ ଭାଇରଲ ହୋଇଛି। ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆରେ ତାକୁ ଦେଖି ଚର୍ଚ୍ଚା ହେବାରେ ଲାଗିଛି। ଆଉ ଏଠାରେ ଜଣେ ହିଂସ୍ର ଜନ୍ତୁ ହୋଇ ଯେଉଁଭଳି ଭାବରେ ମାନିବିକତା ରହିଛି ତାହା ସାଧାରଣ ମଣିଷ ଙ୍କ ପାଖରେ ରହି ନାହିଁ। ଏଠାରେ ଦେଖିବାକୁ ମିଳିଛି ଯେ ଗୋଟିଏ ବିଲେଇ ଖାଲ ଭିତରେ ଗଳି ପଡିଛି ଯାହା ଦ୍ୱାରା ସେ ଉପରକୁ ଆସି ପାରୁନାହିଁ।

ଆଉ ଏହି ସମୟରେ ଏକ ମାଙ୍କଡ଼ ତାକୁ ଦେଖିବା ପରେ ତାକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଛି।ଆଉ ସେ ଅନେକ ଥର ପ୍ରୟାସ କରିଛି ତାକୁ ଉଠାଇବା ପାଇଁ ହେଲେ ଉଦ୍ଧାର କରି ପାରୁ ନାହିଁ। ଏହି ଠାରେ ମାଙ୍କଡ଼ ର ଏମିତି ବୁଦ୍ଧି ଯାହା ମଣିଷ କୁ ମଧ୍ୟ ଶିକ୍ଷା ଦେଇଥାଏ। ଏମିତି ତାର ମାନବିକତା ଯାହା ଦ୍ୱାରା ସେ ଫସି ଯାଇଥିବା ଛୋଟ ବିଲେଇ ଟିକୁ ବହୁତ ଥର ଚେଷ୍ଟା କରୁଛି ଉପରକୁ ଉଠେଇବା ପାଇଁ। ଆଉ ତାର ପ୍ରୟାସ ରେ ସେହି ଛୋଟ ବିଲେଇ ଟିକୁ ଆଣି ପାରିଲା ନାହିଁ। ଶେଷରେ ତାର ମାଲିକ କୁ ଡାକିଲା ଉଦ୍ଧାର କରିବା ପାଇଁ। ଏହି ମାଲିକ ପୁଣି ଜଣେ କୁନି ଝିଅ ଟି। ଆଉ ଏହି ମାଙ୍କଡ଼ ର ସାହାର୍ଯ୍ୟ ମନୋଭାବ ତାହା ସମାଜ ରେ ବହୁତ କିଛି ଶିକ୍ଷା ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment