omg ! ରାସ୍ତା ଉପରେ ଦୁଇଟି ମାଙ୍କଡ଼ ( monkey ) କଲେ ଏମିତି ଡ୍ୟାନ୍ସ… . ମାତ୍ର 4 ଘଣ୍ଟାରେ 611k ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି ଏକ ଘଟଣା ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ବେଶ ଖୁସି ହୋଇଯିବେ ବୋଲି କୁହାଯାଉଛି |ଆଉ ଯେଉଁଠି ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ ନାଚିବାକୁ ଲାଗିଛି ମାଙ୍କଡ଼ ଦୁଇଟି ମାଲିକ ଙ୍କର କଥା କୁ ଶୁଣିକି ଆଉ ଗୀତ କୁ ମଧ୍ୟ ଶୁଣି ମାଙ୍କଡ଼ ମାନେ ମଧ୍ୟ ଡାନ୍ସ କରିବାକୁ ଲାଗିଛି | ଆଉ ଯାହାକୁ ଦେଖିବା ପାଇଁ ଲୋକ ମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଅନେକ ସମୟରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ଗୁଡିକ ଦେଖିବାକୁ ପାଉଥିବେ |ଆଉ ଯେଉଁଠି ଦେଖିବାକୁ ମିଳିଛି ମାଙ୍କଡ଼ କୁ ଖେଳାଇବାକୁ ଆସିଛନ୍ତି ଜଣେ ବୃଦ୍ଧ ଜଣଙ୍କ | ଆଉ ତାହା ସହିତ ବୃଦ୍ଧ ଜଣଙ୍କର ଗୀତ ରେ ନାଚିବାକୁ ଲାଗିଛି ମାଙ୍କଡ଼ ଦୁଇଟି | ସେମାନ ଙ୍କ ଭିତରେ ଜଣେ ପୁଅ ମାଙ୍କଡ଼ ତ ଆଉ ଜଣେ ଝିଅ ମାଙ୍କଡ଼ ଅଟେ | ଆଉ ଝିଅ ମାଙ୍କଡ଼ ଟି ମଧ୍ୟ ଡାନ୍ସ କରିବାକୁ ଲାଗିଛି ଝିଅ ଜାମା କୁ ପିନ୍ଧିକି | ଆଉ ତାହା ସହିତ ଝିଅ ମାଙ୍କଡ଼ ଟି କୁ ଶ୍ରୀଦେବୀ ପରି ଡାନ୍ସ କରିବା ପାଇଁ କହିଛି ମାଲିକ ଜଣଙ୍କ |

ତେବେ ଜାହା କୁହାଯାଉଛି କି ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ମାଙ୍କଡ଼ ଦୁଇଜଣ ଵର ଆଉ କନିଆଁ ସାଜିଛନ୍ତି ଆଉ ସେମାନଙ୍କର ବାହାଘର ମଧ୍ୟ କରାଉଛନ୍ତି ମାଲିକ ଜନଙ୍କ | ତାହା ସହିତ ଦେଖିବାକୁ ମିଳିଥିଲା କି ମାଲିକ ଙ୍କର ସମସ୍ତ କଥା କୁ ବୁଝି ପାରୁଛି ମାଙ୍କଡ଼ ଦୁଇଜଣ | ଆଉ ତାଙ୍କର କଥା ଅନୁସାରେ ମାଙ୍କଡ଼ ଟି ଡାନ୍ସ ମଧ୍ୟ କରିବାକୁ ଲାଗିଛନ୍ତି ବୋଲି କୁହାଯାଉଛି | ଏହି ଭଳି ଭାବରେ ବୋଲ କରା ମାଙ୍କଡ଼ ମାନେ କେଉଁ ଭଳି ଭାବରେ ମାଲିକ ର କଥା କୁ ମାନୁଛନ୍ତି ତାହା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି |

ଆଉ ମାଙ୍କଡ଼ ମାନଙ୍କର ଏହି ଭଳି ଭାବରେ ରାସ୍ତା ଉପରେ ଡାନ୍ସ କୁ ଦେଖି ଓ ଏକ୍ଟିଂ କୁ ଦେଖି ଲୋକ ମାନଙ୍କର ଆଗ୍ରହ ବଢିବାକୁ ଲାଗିଥିଲା | ଆଉ ରାସ୍ତା ଉପରେ ମାଙ୍କଡ଼ ମାନଙ୍କୁ ଦେଖିବା ପାଇଁ ଲୋକ ମାନଙ୍କର ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା | ଆଉ ଏହି ଭଳି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବା ସହିତ ଏହି ଭିଡ଼ିଓ କୁ ଦେଖି ଲୋକ ମାନେ ମାଲିକ ଙ୍କର ଚର୍ଚ୍ଚା କରିବାକୁ ଲାଗିଛନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment