ମାଂସ ପାଇଁ ଜୀବନ ହାରିଲେ ଭଉଣୀ, ଏହାର ପକୃତ କାରଣ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ

0

ଆଜିର ଦୁନିଆ ହେଉଛି କମ୍ପୁଟର ଓ ମୋବାଇଲ ର ଦୁନିଆ।ଆଜି ପ୍ରତ୍ୟେକ ଲୋକ ଇଣ୍ଟରନେଟ ର ବ୍ୟବହାର କରୁଛନ୍ତି।ତେଣୁ ବର୍ତ୍ତମାନ ସମସ୍ତେ ସୋସିଆଲ ମିଡ଼ିଆ ସହ ଜଡ଼ିତ, ତେଣୁ ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆ ରେ ବିଭିନ୍ନ ପ୍ରକାର ଘଟଣା ଆମେ ଦେଖି ଥାଉ।କେତେବେଳେ ଜୀବ ଜନ୍ତୁ ମାନଙ୍କ ବିଷୟରେ ତ ପୁଣି କେତେବେଳେ ପଶୁ ପକ୍ଷୀ ଙ୍କ ବିଷୟରେ।ସେହିପରି ଏକ ଆଶ୍ଚର୍ଯ୍ୟକର ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ।

କିନ୍ତୁ ଏହି ଘଟଣା ହୁଏତ ଆପଣ ଙ୍କୁ ମିଥ୍ୟା ବୋଲି ଲାଗୁ ଥାଇ ପାରେ କିନ୍ତୁ ଏହା ଏକ ସମ୍ପୂର୍ଣ୍ଣ ସତ୍ୟ ଘଟଣା ଅଟେ ।ଆମେ ସବୁ ବେଳେ ଆମ ଆଖ ପାଖରେ ଘଟୁ ଥିବା ଅନେକ ଘଟଣା ରୁ ଅନେକ ପ୍ରକାର ର ଶିକ୍ଷା ଗ୍ରହଣ କରି ଥାଉ ।ଏମିତିକି ଛୋଟ ପିଲାଙ୍କ ପାଖରୁ ମଧ୍ୟ ଆମକୁ ଅନେକ କଥା ଶିଖିବା ପାଇଁ ମିଳି ଥାଏ।

ବେଳେ ବେଳେ ଛୋଟ ପିଲାମାନେ ତାଙ୍କ ନିରୀହ ଓ ନିଷ୍ପାପ ମନରେ ଏମିତି କିଛି କାର୍ଯ୍ୟ କରିଥାନ୍ତି ଯାହାକୁ ଦେଖି ବଡ଼ ଲୋକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। ବେଳେ ବେଳେ ଏମିତି କିଛି ଘଟଣା ଘଟି ଥାଏ କିମ୍ବା କିଛି ପିଲା ଏମିତି କିଛି କାର୍ଯ୍ୟ କରି ଥାନ୍ତି ଯାହା ଆମ କୁ ଏକ ଚିରଦିନ ପାଇଁ ଶିକ୍ଷା ଦେଇ ଯାଇ ଥାଏ। ସେମିତି କିଛି ଘଟଣା ବର୍ତ୍ତମାନ ସାମ୍ନା କୁ ଆସିଛି ଯେଉଁ ଘଟଣା ବିଷୟ ରେ ଆମେ ବର୍ତ୍ତମାନ ଆଲୋଚନା କରିବା ପାଇଁ ଯାଉଛୁ ।

ତେବେ ଛୋଟ ପିଲା ମାନେ ଅତ୍ୟନ୍ତ ନିରୀହ ଓ ନିଷ୍ପାପ ଅଟନ୍ତି । ସେମାନେ ତାଙ୍କ ପିଲାଳିଆମୀ ପାଇଁ କୌଣସି କଥା କୁ ବୁଝିବା ଆଗରୁ କିଛି ନା କିଛି କରି ବସନ୍ତି।ତେବେ ସେମାନେ କରିବା ଆଗରୁ ଭାବନ୍ତି ନାହିଁ କି ଏହି କାମ କେତେ ଠିକ କିମ୍ବା କେତେ ଭୁଲ।

ତେବେ ଆଜି ସେମିତି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।କାରଣ ସାମାନ୍ୟ ଦୁଇ ପିସ ମାଂସ ପାଇଁ ଜଣେ କୁନି ଝିଅ ବେକରେ ଚୁନି ଲଗାଇ ଆତ୍ମହତ୍ୟା କରିଛି।ପାଟଣା ଥାନା ଅନ୍ତର୍ଗତ ବଡ଼ ପାଟଣା ଗାଁ ରେ ଏଭଳି ଅଭାବନୀୟ ଘଟଣା ଘଟିଛି।ଏଠାରେ ଏକ ଘରେ ଜଣେ ମାଆ ମାଂସ ରୋଷେଇ କରି ଥିଲେ।ପରେ ରୋଷେଇ କରି ସାରି ସେ ସମସ୍ତଙ୍କୁ ଖାଇବାକୁ ଡାକି ଥିଲେ।ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ମଧ୍ୟ ଖାଇବାକୁ ବସି ଥିଲେ।

ତେବେ ମାଆ ଜଣଙ୍କ ସେହି କୁନି ଝିଅର ଭାଈ କୁ ଦୁଇ ଖଣ୍ଡ ଅଧିକ ମାଂସ ଦେଇ ଥିଲେ।ତେଣୁ ଏଥିରେ କୁନି ଭଉଣୀ ଅଭିମାନ କରି ଥିଲା।ତେଣୁ ସେ ଖାଇ ସାରିବା ପରେ ଘର ଭିତରକୁ ପଶି ଯାଇ ଥିଲା ଓ ସେଠାରେ ଏକ ଚୁନି ସାହାଯ୍ୟ ରେ ଆତ୍ମହତ୍ୟା କରିଛି।ତେବେ ବାପା ମାଆ ଝିଅକୁ ଡାକିବା ପାଇଁ ଘର ଭିତରକୁ ଯିବା ବେଳକୁ ଝିଅ ଟିର ମୃତ୍ୟୁ ହୋଇ ସାରିଥିଲା।ଏବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।