ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ASI ଗୁଳି ଚଳାଇଥିବା ଗୋପାଳ ଦାସ ଙ୍କୁ ନେଇକି କିଛି କଥା | ଯେଉଁଠି କୁହାଯାଉଛି କି ଘଟଣା ତ ତଦନ୍ତ ଚଳାଇଛିକ୍ରାଇମବ୍ରାଞ୍ଚ ପୋଲିସ ଆଉ ଯାହା କୁହାଯାଉଛି କି ଗୋପାଳ କୃଷ୍ଣ ଦାସ ଙ୍କର ଭାଇର ସତ୍ୟ ନାରାୟଣ ଦାସ ଙ୍କୁ ମଧ୍ୟ ପୋଲିସ ଉଠାଇ ନେଇଛି ଓ ପଚରା ଉଚରା କରିବା ସହିତ ତଦନ୍ତ କରୁଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଝାଡ଼ସୁଗୁଡା ନିକଟରେ ଏକ ସରକାରୀ କାର୍ଯ୍ୟାନୁଷ୍ଠାନ ର ଉଦ୍ଘାଟନୀ ସଭା ରେ ଯୋଗ ଦେବା ପାଇ ଯାଇଥିଲେ ନବ ଦାସ | ଆଉ ସେଠାରେ ASI ଗୋପାଳ ଦାସ ନବ ଦାସ ଙ୍କ ଉପରକୁ ଗୁଳି ଚଳାଇଥିଲେ | ଆଉ ଯେଉଁ ଘଟଣା ର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ର ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି | ତାହା ସହିତ ଯାହା କୁହାଯାଉଛି କି ଘଟଣା ର ତଦନ୍ତ କରିବା ସହିତ ପଚରା ଉଚରା ମଧ୍ୟ ଚଳାଇଛି ପୋଲିସ | ଆଉ ଗୋପାଳ ଦାସ ନବ ଙ୍କ ଉପରକୁ ଗୁଳି କରିଛନ୍ତି ବୋଲି ମାନିଗଲା ପରେ କଣ ପାଇଁ ସେ ଏଭଳି କରିଛନ୍ତି ତାହା କୁ ନେଇକି ଚର୍ଚ୍ଚା ଜୋର ଧରିଛି |
ଆଉ ଯାହା କୁହାଯାଉଛି କି କ୍ରାଇମବ୍ରାଞ୍ଚ ର ଟିମ ଗୋପାଳ ଦାସ ଙ୍କ ଘରେ ପହଞ୍ଚି ଥିଲେ ଆଉ ସେଠାରେ ମଧ୍ୟ ତଦନ୍ତ ଆରମ୍ଭ କରିଥିଲେ | ଗୋପାଳ ଙ୍କର ପରିବାର ଲୋକ ଙ୍କ ପାଖରୁ ବୟାନ ନେବା ପରେ ଗୋପାଳ ଙ୍କର ଭାଇ ସତ୍ୟ ନାରାୟଣ ଙ୍କୁ ମଧ୍ୟ ପଚାରି ଥିଲେ ଆଉ ତାଙ୍କୁ ପୋଲିସ ଉଠାଇ ନେଇଛନ୍ତି | ତାହା ସହିତ ଯାହା କୁହାଯାଉଛି କି ଅଜ୍ଞାତ ସ୍ଥାନକୁ ନେଇ ସତ୍ୟ ନାରାୟଣ ଙ୍କୁ ପଚରା ଉଚରା କରୁଛି ପୋଲିସ | ଆଉ ଘଟଣା ରୁ ଯାହା ଜଣା ପଡୁଛି କି ସତ୍ୟ ନାରାୟଣ କୁଆଡ଼େ ଝାଡ଼ସୁଗୁଡା କୁ ଯାଇଥିଲେ |
ତାହା ବ୍ୟତୀତ କୁହାଯାଉଛି କି ଯେଉଁ ଦିନ ନବ ଙ୍କ ଉପରକୁ ଗୁଳି ହେଲା ସେହି ଦିନ ସତ୍ୟ ନାରାୟଣ ଝାଡ଼ସୁଗୁଡା ରୁ ବ୍ରହ୍ମପୁର କୁ ପଳେଇ ଯାଇଥିଲେ | ତେବେ ସେ ସେଠାରେ ଯେଉଁ ହୋଟେଲ କରିବା କଥା କହିଥିଲେ ଓ ସେହି ହୋଟେଲ ରେ ଥିବା ଅନ୍ୟ ତିନି ଜଣ ଙ୍କୁ ମଧ୍ୟ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ପୋଲିସ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।