ମାରିବା ପାଇଁ ପ୍ରେମିକାକୁ ଦିଲ୍ଲୀରୁ ଡାକିଲା , ଆଉ ତା ପରେ କଲା ଏହି ଜଘନ୍ୟ କାଣ୍ଡ… ଦେଖନ୍ତୁ Video

ଦୁନିଆ ଧୀରେ ଧୀରେ କୋଉ ଦିଗକୁ ଗତି କରୁଛି ତାହାର ରୂପ ରେଖ ଆମକୁ ତ ଜଣା ନାହିଁ ।କିନ୍ତୁ ସମାଜରେ ଯେଉଁ ସବୁ ଅନୈତିକ ଘଟଣା ଓ ଅପରାଧ ଗୁଡିକ ଦେଖିବାକୁ ମିଳୁଛି ତାହା ତ କହୁଛି ଯେମିତି ଏହି ପୃଥିବୀ ଏବେ ଧ୍ୱଂସ ଗାମୀ ହେବସକୁ ବସିଲାଣି ।ଦିନକୁ ଦିନ ଲୋକେ ଜାଣିଶୁଣି ଖରାପ କାମ କରୁଛନ୍ତି ଆଉ ସେହିଥିରେ ଲିପ୍ତ ହେଇ ରହୁଛନ୍ତି ।ତେବେ ଦରଖି ନାହାନ୍ତି ଆଜିର ଏହି ଯୁବ ସମାଜକୁ ଯେଉଁମାନଙ୍କୁ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ବୋଲି କୁହା ଯାଉଛି ସେହି ମାନେ କଣ କରୁଛନ୍ତି ।ପ୍ରେମ ନାମକ ଏକ ଛଳନାର ସାଗର ଭିତରେ ବୁଡି ରହି କେତେ ଯେ ପାପ କରୁଛନ୍ତି ତାହାର କିଛି ହିସାପ ନାହିଁ ।

ତେବେ କେତେବେଳେ କିଏ ନିଜ ପ୍ରେମ ପାଇଁ ନିଜେ ମିଲାଣି ତ କିଏ ପ୍ରେମ ପାଇଁ କାହାର ଜୀବନ ନେବାକୁ ବି ପଛଉ ନାହିଁ ।ଆଉ ଏହିସବୁ ଘଟଣା ଗୁଡିକ ସମସ୍ତଙ୍କ ଆଖି ଆଗରେ ହେଉଛି କିନ୍ତୁ ସମସ୍ତେ ଏଠାରେ ମୁକ ଓ ବଧିର ହେଇ ଯାଇଛନ୍ତି ।କାରଣ ଏହି ମଣିଷ ଯେମିତି ଚାହିଁବ ଦୁନିଆ ସେମିତି ହେବ କିନ୍ତୁ ଆଜିର ମଣିଷ ସ୍ୱାର୍ଥ ପଛରେ ଅନ୍ଧ ।ବିନା ସ୍ୱାର୍ଥରେ କେହି କାହାର ନୁହେଁ, ତେବେ ଆଜିର ଯୁବପିଡ଼ି ଯେଉଁ ଭଲପାଇବା ପଛରେ ପାଗଳ ତାହାର ବାସ୍ତବ ରୁବି ବାରମ୍ବାର ଦେଖିବାକୁ ମିଳୁଛି କିନ୍ତୁ ସବୁ ଦେଖିବା ପରେ ବି ଜାଣିଶୁଣି ସେହି ପଙ୍କରେ ପାଦ ଭିତରେ ପାଦ ପୁରଉଛନ୍ତି ।

ଧୋକା, ପ୍ରତାରଣା ଓ ଛଳନା ଛଡା ଆଉ କିଛି ନାହିଁ ଆଜିର ଏହି ଭଲପାଇବାରେ, ଜଶାର ବାସ୍ତବତା ଆଜିର ଏହି ଘଟଣାରୁ ବି ଜାଣି ପାରିବେ ।ତେବେ ଘଟଣା ଅନୁସାରେ ଜଣେ ଯୁବତୀ ଯିଏ ବିଉଟି ପାର୍ଲର ରେ କାମ କରୁଥିଲେ କିନ୍ତୁ ଭଲପାଇ ବଶିଥିଲେ ଜଣେ ଏମିତି ଧୋକେବାଜ କୁ ଯିଏ ତାଙ୍କ ଜୀବନ ନେବାକୁ ଖୁବ ସୁନ୍ଦର ପ୍ଲାନ କରିଥିଲେ ।ତେବେ ପଟ୍ଟାମୁଣ୍ଡାଇ ବଳରାମ ପଞ୍ଚାୟତ ବଳରାମ ଗାଁର ଏହି ଯୁବକ ଯୁବତୀ ଉଭୟଙ୍କୁ ଭଲପାଉଥିଲେ ।ତେବେ ଝିଅ ଦିଲ୍ଲୀରେ ଥିଲାସ ବେଳେ ପୁଅ ଥିଲା ଗାଁରେ ।

ଆଉ ଦିନେ ସେହି ଯୁବକ କାନ୍ଦି କାନ୍ଦି ଝିଅକୁ ଭିଡିଓ କଲ କରି କହୁଛି ମୋର ଅନ୍ୟ କୋଉଠି ବିବାହ କରିଦେବେ ତୁ ମୋ ପାଖକୁ ଚାଲି ଆ, ଆମେ ଦୁଇ ଜଣ ମିଶି କୁଆଡେ ପଳେଇଯିବା ଆଉ ବିବାହ କରିନେବା ।ଆଉ ଏହି ଛଳନାରେ ଭାସି ଯାଇଥିଲା ଯୁବତୀ ଆସୁ ସୁଦୂର ଦିଲ୍ଲୀରୁ ଦୌଡ଼ି ଆସିଥିଲା ପ୍ରେମିକ ପାଖକୁ,କିନ୍ତୁ ବହୁତ ସମୟ ପରେ ଯେତେବେଳେ ସେ ପ୍ରେମିକ ପାଖରେ ପହଁଚିଲା ସେତେବେଳେ ତାଙ୍କର ଉଦେଶ୍ୟ ବିଷୟରେ ଜାଣି ପାରିଥିଲା ।ତେବେ ସେହି ଯୁବତୀ ନିଜେ କହିଛନ୍ତି କେମିତି ସେହି ଯୁବକ କେମିତି ତାଙ୍କ ପାଇଁ ମୃତ୍ୟୁ ଜାଲ ବିଛେଇ ଥିଲା ତେବେ ଖୁବ କଷ୍ଟରେ ସେହି ଜାଗାରୁ ଆସି ତନ୍ତିଆପାଳ ଥାନାରେ ମାମଲା ରୁଜୁ କରିଥିଲେ ।ଏବେ ପୋଲିସ ଏହି କେଶ ବିଷୟରେ କାର୍ଯ୍ୟକାରୀ କରୁଛି ।ଟ୍ରବେ ଭାବିଲେ କୋଉ ଭରଷାରେ ଭଲ ପାଉଛନ୍ତି ଆଜିର ଯୁବପିଢ଼ି ଯୋଉଠି କେହି କାହାର ନୁହେଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment