ମରିଗଲେ ବି ଏହି ମହିଳା ମାନେ ତୁଳସୀ ପୁଜା କେବେବି କରନ୍ତୁ ନାହିଁ…. ଲାଗିଥାଏ ମହାପାପ ହୋଇଥାଏ ସ୍ବାମୀଙ୍କ ମୃତ୍ୟୁ

ତୁଳସୀ ଗଛ ପ୍ରତ୍ୟେକ ହିନ୍ଦୁ ଘରେ ଥାଏ , ପ୍ରାଚୀନ ଗ୍ରନ୍ଥ ରେ ତୁଳସୀ ଗଛର ମହତ୍ତ୍ୱ ବିଷୟରେ କୁହାଯାଇଛି । ତୁଳସୀ ଗଛ ଅନେକ ପ୍ରକାର ରୋଗକୁ ନାଶ କରିଥାଏ ଏବଂ ସକରାତ୍ମକ ଉର୍ଜାକୁ ସଞ୍ଚାର କରିଥାଏ । ତୁଳସୀ ପୂଜାରେ ଏହି ଭୁଲ ଭୁଲରେ ବି କରନ୍ତୁ ନାହିଁ , ଧାର୍ମିକ ମାନ୍ୟତା ଅନୁସାରେ ତୁଳସୀ କୁ ନେଇ କିଛି ବିଶେଷ ନିୟମ କୁହାଯାଇଛି । ତେବେ ଆସନ୍ତୁ ଜାଣିବା ସେହି ନିୟମ ଗୁଡିକ ବିଷୟରେ ।

1. ତାସିଂକକ୍ରିୟା କରୁଥିବା ଲୋକଙ୍କ ଘରେ ତୁଳସୀ ଗଛ ଲଗେଇବା ଉଚିତ୍ ନୁହେଁ :-

ଯେଉଁ ଘରେ ମାଛ ମାଂସ ରଖାଯାଏ ବା ଥୁଆ ଯାଏ ସେହି ଘରେ ତୁଳସୀ ଗଛ ଲଗାନ୍ତୁ ନାହିଁ । ଭଗବାନ ବିଷ୍ଣୁଙ୍କ ଭକ୍ତ ପାଇଁ ମଦ୍ୟପାନ କରିବା ବର୍ଜିତ ଅଟେ , ଯେଉଁ ଘରେ ଲୋକମାନେ ବସିକରି ମଦ୍ୟପାନ କରନ୍ତି ସେ ଘରେ ତୁଳସୀ ଗଛ ଲଗାଇବା ଉଚିତ୍ ନୁହେଁ । ସେହି ଜାଗାରେ ତୁଳସୀ ଗଛ ଲଗାଇବା ଦ୍ୱାରା ଲାଭ ବଦଳରେ ହାନୀ ହୋଇଥାଏ ।

2. ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ :-

କେବେହେଲେ ତୁଳସୀ ଗଛକୁ ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ , କାରଣ ଏହି ଦିଗରେ ରଖାଯାଇଥିବା ତୁଳସୀ ଅଶୁଭ ଫଳ ଦେଇଥାଏ । ତୁଳସୀକୁ ସବୁବେଳେ ଉତ୍ତର ଦିଗରେ ରଖିବା ଉଚିତ୍ , ଯାହାକୁ ବୁଧଙ୍କ ଦିଗ ମାନାଯାଏ ।

3. ଜମିରେ ଲଗାନ୍ତୁ ନାହିଁ :-

ତୁଳସୀକୁ କେବେହେଲେ ଜମିରେ ଲଗାନ୍ତୁ ନାହିଁ , ସବୁବେଳେ ତଳସୀ କୁ ମାଣ୍ଡଣା ରେ ଲଗାନ୍ତୁ । ଜମି ରେ ଲଗେଇବା ଦ୍ୱାରା ତୁଳସୀ ଅଶୁଭ ଫଳ ଦେଇଥାନ୍ତି , ଯାହାର କାରଣରୁ ଘରର ସଦସ୍ୟଙ୍କ ଶରୀରରେ ଅଶୁଭ ଶକ୍ତି ପଡିଥାଏ ।

4. ମାସିକ ଧର୍ମ ସମୟରେ ତୁଳସୀ ପୂଜା କରନ୍ତୁ ନାହିଁ :-

କୌଣସି ସ୍ତ୍ରୀର ମାସିକ ଧର୍ମ ଚାଲିଥାଏ ତ ସେ ତୁଳସୀ ମାଙ୍କର ପୂଜା କରିବା ଅନୁଚିତ୍ । ଏହା ପାଳନ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

5. ଚରିତ୍ରହୀନ ନାରୀ :-

ତୁଳସୀ ଏକ ପବିତ୍ର ଗଛ ଅଟେ , ଏହାର ପୂଜା ଜଣେ ପତିବ୍ରତା ସ୍ତ୍ରୀ କରିବା ଉଚିତ୍ । ଯେଉଁ ସ୍ତ୍ରୀ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖେ ତାଙ୍କୁ ତୁଳସୀ ପୂଜା କରିବାର ଖରାପ ଫଳ ମିଳିଥାଏ ।

6. ଦୁଷ୍ଟସ୍ତ୍ରୀ :-

ଶାସ୍ତ୍ରରେ ଅନୁସାରେ ଯେଉଁ ସ୍ତ୍ରୀ ଦୁଷ୍ଟ କପଟୀ ଅଟେ ଏବଂ ଅନ୍ୟ ର ଭୋଜନରେ ବିଶ ଢାଳେ ଏପରି ସ୍ତ୍ରୀଙ୍କ ଦ୍ୱାରା ତୁଳସୀ ପୂଜା କରାଯାଏ । ତ ଏହାର ଅଶୁଭ ଫଳ ମିଳିଥାଏ । ଘରେ ସର୍ବଦା ଅଶାନ୍ତି ଓ ଝଗଡା ଲାଗି ରହିଥାଏ । ତେବେ ଏପରି ସ୍ତ୍ରୀ ଙ୍କ ଦ୍ୱାରା ତୁଳସୀ ପୂଜା କରାଯିବା ଉଚିତ୍ ନୁହେଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment