ମାର୍କେଟକୁ ଆସିଲା ଯାତ୍ରା ଟାଇଗର ଦୈତାରୀ ପଣ୍ଡା ଗାଇଲେ ସେଇ ନୂଆ ଗୀତ ଯାହା ହେଉଛି “ତୋ ଅଜାଗାରେ ଟାଟୁ” ଟାଟୁ…ଟାଟୁ..ଟାଟୁ….

ଅତିଶୀଘ୍ର ଓଡ଼ିଆ ବଜାରକୁ ଆସୁଛି ମନୋରଞ୍ଜନ ସାଙ୍ଗକୁ ସଚେତନତା ଧର୍ମୀ ଓଡ଼ିଆ ମ୍ୟୁଜିକ୍ ଆଲବମ୍।ଏହି ଓଡ଼ିଆ ଆଲବମ୍ ର ନାମ ରହିଛି ତୋ ଅ- ଯାଗାରେ ଟାଟୁ। ଆଜିକାଲି ଯୁବପିଢି ମାନେ ସୋସିଆଲ ମିଡିଆରେ ପଥଭ୍ରଷ୍ଟ ହେଉଛନ୍ତି, ସେମାନଂକୁ ସଚେତନ କରାଇବା ପାଇଁ ତାଙ୍କୁ ଉଚିତ୍ ବାର୍ତ୍ତା ଦେବା ପାଇଁ ଏ ସଚେତନତା ଧର୍ମୀ ଓଡ଼ିଆ ଆଲବମ୍ ପ୍ରସ୍ତୁତ କରା ଯାଇଛି। ତେବେ ସେମାନଙ୍କ ଉଦ୍ଦେଶ୍ୟରେ ଏହି ଆଲବମ୍ ପ୍ରସ୍ତୁତ ହୋଇଥିବା ବେଳେ ଏହା ବେଶ୍ ମନୋରଂଜନ ପୂର୍ଣ୍ଣ ହୋଇଛି। ତେବେ ଏ ଗୀତଟି ବହୁତ ସୁନ୍ଦର ଭାବରେ ପ୍ରସ୍ତୁତ ହୋଇଛି।ଏହି ଗୀତକୁ ଦୈତାରି ପଣ୍ଡା ମଧ୍ଯ ଗାଇଛନ୍ତି।

ତେବେ ତାଙ୍କର ଉପସ୍ଥାପନା ମଧ୍ଯ ବହୁତ୍ ଆକର୍ଷଣୀୟ ରହିଛି। ବର୍ତ୍ତମାନ ସମାଜରେ କିପରି ଭାବରେ ଅନ୍ୟାୟ ଅନୀତି ଏବଂ ପାପ ବଢ଼ି ଚାଲିଛି ତାହା ତ ଆପଣ ଜାଣି ପାରୁଥିବେ। ଆଉ ସେଥିପାଇଁ ଆଜିର ଯୁବପିଢି ଅନେକ ମାତ୍ରାରେ ପ୍ରଭାବିତ ହେଉଛନ୍ତି। ଏହା ଦ୍ଵାରା ସେମାନେ ଅନେକାଂଶରେ ଭୁଲ୍ ମାର୍ଗରେ ପରିଚାଳିତ ହେଉଛନ୍ତି। ନିଜର ନୈତିକତା ଏବଂ ସଂଯମତା କୁ ହରାଇ କିଛି ଲୋକ କିପରି ଅସଭ୍ୟ କାର୍ଯ୍ଯ କଲାପ କରୁଛନ୍ତି ତାହା ତ ଆପଣ ଦେଖି ପାରୁଥିବେ। ଯାହାର ପ୍ରତିବାଦ କରିବା ପାଇଁ କେହି ନାହାନ୍ତି। ଆପଣ ତ ଜାଣିଛନ୍ତି ଆଜିର ସମାଜରେ ଅନେକ ଏମିତି ଲୋକ ରହିଛନ୍ତି ଯେଉଁମାନେ ନୈତିକତା ଓ ନିଜର ମାନବିକତା ଭୁଲି କେମିତି ସବୁ ନିନ୍ଦନୀୟ କାର୍ଯ୍ଯ କରି ବସୁଛନ୍ତି।

ସେମାନେ ଏମିତି କିଛି କାଣ୍ଡ ଘଟାଉ ଅଛନ୍ତି ତାହା ସମାଜକୁ ଅନ୍ୟ ଏକ ଦିଶାକୁ ନେଇ ଯାଉଛି। ତେବେ ଏମିତି କିଛି ନିନ୍ଦନୀୟ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ ମଣିଷ ଆଦୌ ପଛାଉ ନାହିଁ। ଯାହା ସବୁଠାରୁ ଦୁଃଖ ଓ ପରିତାପ ର ବିଷୟ।ତେବେ ଆଶ୍ଚର୍ଯ୍ୟ ର କଥା ଏହି ଯେ ଦିନକୁ ଦିନ ଯେଉଁଭଳି ଭାବରେ ସମାଜରେ ଏପରି ଘଟଣା ବଢ଼ିବାରେ ଲାଗିଛି ତାହା ବାସ୍ତବରେ ସମସ୍ତଙ୍କୁ ଲଜ୍ଜିତ କରୁଛି। ତେବେ ଏଭଳି କାଣ୍ଡ ଘଟାଉଥିବା ଅପରାଧୀ ବା ନର ରୂପୀ ରାକ୍ଷସ ମାନଙ୍କ ପାଇଁ ଦୃଢ଼ ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଥିଲେ ମଧ୍ୟ ଅନେକ ସମୟରେ ସେ ଖସି ଯିବାକୁ ସଫଳ ହେଉଛି।

ଆଜିର ସଭ୍ୟ ସମାଜରେ ଏପରି ଅସଭ୍ୟ କାର୍ଯ୍ଯ କଲାପକୁ ଦୃଢ଼ ବିରୋଧ ସ୍ୱରୂପ ତାଗିଦ୍ କରିବାର ଆବଶ୍ୟକତା ରହିଛି।ତେବେ ସେହିଭଳି ଅନେକ ଘଟଣା ସଂସ୍ପର୍ଶରେ ଆପଣ ଆସୁଥିବେ। ଆଉ ଏହି ସବୁ ଘଟଣାବଳୀ ଉପରେ ଏକ ଧାରଣା ଦେଇ ଲୋକଙ୍କୁ ସଚେତନ କରାଇ ନିର୍ମାଣ ହୋଇଛି ଏହି ଓଡ଼ିଆ ମ୍ୟୁଜୀକ୍ ଆଲବମ ସଙ୍ଗୀତ।ଏହି ଗୀତଟି ଶୁଣିଲେ ନିଶ୍ଚୟ ଆପଣଙ୍କୁ ଭଲ ଲାଗିବ ଏବଂ ଗୀତର ତାତ୍ପର୍ଯ୍ୟ ମଧ୍ଯ ଆପଣ ବୁଝି ପାରିବେ ଏହି ଗୀତ ଶୁଣିଲା ପରେ।ଏହି ଗୀତଟି ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।