ମାସିକ ଧର୍ମ ସମାପ୍ତ ହବାର ତୁରନ୍ତ ପରେ Pregnant ହେବାର ୩ ଟି ଉପାୟ, 100% Conceive କରିବାର ଦାବା – Pregnancy Tips

କୁହାଯାଏକି ବିବାହ ପରେ ସମସ୍ତ ମହିଳା ମାନେ ମା ହେବା ପାଇଁ ବହୁତ ଇଚ୍ଛା ପ୍ରକାଶ କରିଥାନ୍ତି , କିନ୍ତୁ କେତେକ ମହିଳା ମାନଙ୍କର ବିବହାର କିଛି ଦିନ ପରେ ମା ହେବାର ସୌଭାଗ୍ୟ ଅର୍ଜନ କରିଥାନ୍ତି । ତ ଆଉ କେତେକ ମହିଳାମାନେ ବିବାହର କିଛି ଦିନ ପରେ ମା ହେବା ପାଇଁ ପସନ୍ଦ କରିଥାନ୍ତି , କିନ୍ତୁ କେତେକ କାରଣ ପାଇଁ ସେମାନେ ମା ହେବାରୁ ବଞ୍ଚିତ ହୋଇଥାନ୍ତି । ଆଉ କେତେକ ମହିଳା ମାନଙ୍କ ଠାରେ ଏମିତି ହୋଇଥାଏ କି ତାଙ୍କର ପରିୟଡ୍ସ ହେବା ବନ୍ଦ ହୋଇଥାଏ ଏବଂ ତା ସହ ଗର୍ଭବତୀ ହେବାର ସମସ୍ତ ଲକ୍ଷଣ ମଧ୍ୟ ଦେଖାଯାଇଥାଏ ।

କିନ୍ତୁ ଯେତେବେଳେ ଗର୍ଭବତୀ ପରିକ୍ଷା କରିଥାନ୍ତି , ସେତେବେଳେ ରିପୋର୍ଟ ନେଗେଟିଭ ଆସିଥାଏ । ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ ମଧ୍ୟ କେତେ ଜଣଙ୍କ କେସରେ ଏପରି ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କେତେକ ଉପାୟ ବିଷୟରେ ଜଣେଇବୁ , ଯାହା କରିବା ଦ୍ୱାରା ଆପଣ ମଧ୍ୟ ମା ହେବାର ସୌଭାଗ୍ୟ ଅର୍ଜନ କରିବେ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ । ଜଣେ ମହିଳା ଗର୍ଭବତୀ ହେବା ନହେବା ତାଙ୍କର ସହବାସ ଉପରେ ନିର୍ଭର କରିଥାଏ ।

ଏମିତି 3 ଟି ଉପାୟ ରହିଛି ଯାହା ଆପଣ ପରିୟଡ୍ସ ର ଗୋଟିଏ ସପ୍ତାହ ପରେ କରିବା ଦ୍ୱାରା ଆପଣଙ୍କୁ ଗର୍ଭବତୀ ହେବାରୁ କେହି ରୋକି ପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା ସେହି 3 ଟି ଉପାୟ ବିଷୟରେ ।

1 . ପରିୟଡ୍ସ ହେବାର ଗୋଟିଏ ସପ୍ତାହ ତଥା 7 ଦିନ ପରେ ଆପଣ ସତାବରୀ ଓ ଅସ୍ୱଗନ୍ଧା ପାଉଡର ସେବନ କରନ୍ତୁ । ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କର ଓଭଲ୍ୟୁସନ୍କୁ ଭଲ କରିଥାଏ , ଏହାଦ୍ୱାରା ମହିଳାଙ୍କ ଶରୀରରେ ଡିମ୍ୱାଣୁ ମଧ୍ୟରେ ଡିମ୍ୱ ସୃଷ୍ଟି କରିବାରେ ସାହାର୍ଯ୍ୟ କରେ । ତେବେ ଆପଣ ରାତିରେ ଶୋଇବା ପୂର୍ବରୁ ଅଳ୍ପ ଉଷମ କ୍ଷୀରରେ ଏକ ଚାମଚ ସତାବରୀ କିମ୍ୱା ଅସ୍ୱଗନ୍ଧା ପାଉଡର ମିଶାଇ ସେବନ କରନ୍ତୁ । ତେବେ ଆପଣଙ୍କୁ ଏହି ପାଉଡର ଯେକୌଣସି ମେଡିସିନ ଦୋକାନରୁ ଅତି ସହଜରେ ମିଳିଯିବ ।

2. ଯଦି ଆପଣ ମାନେ ମାନସିକ ଚିନ୍ତାରେ ରହୁଥାନ୍ତି ତେବେ ଗର୍ଭବତୀ ହେବାରେ ବାଧା ଦେଖାଯାଏ । ତେଣୁ ଆପଣ ମାନେ ସର୍ବଦା ଖୁସୀରେ ରହିବା ଅଭ୍ୟାସ କରନ୍ତୁ ଏବଂ ମନକୁ ଶାନ୍ତ ରଖନ୍ତୁ । ଏହା ସହିତ ଆପଣଙ୍କୁ ପ୍ରତିଦିନ ଯୋଗ କରିବା ଦ୍ୱାରା ସମ୍ଭବ ହୋଇଥାଏ , ତେବେ ପ୍ରତିଦିନ ଆପଣ ସକାଳେ ଯୋଗାଭ୍ୟାସ କରନ୍ତୁ , ଏହା କରିବା ଆପଣଙ୍କ ପାଇଁ ବହୁତ ଲାଭଦାୟକ ଅଟେ ।

3. ତୃତୀୟରେ ହେଉଛି ଆମର ଖାଦ୍ୟପେୟ , ଯଦି ଆପଣଙ୍କ ଶରୀର ରେ ଭିଟାମିନ କମ ରହିଥାଏ କିମ୍ୱା ଆପଣ ଶାରୀରିକ ଦୁର୍ବଳ ରୁହନ୍ତି ତେବେ ମଧ୍ୟ ଆପଣ ଗର୍ଭବତୀ ହେବାରେ ବାଧାପ୍ରାପ୍ତ ହୋଇଥାଏ । ତେଣୁ ଆପଣ ପୁଷ୍ଟିକର ଖାଦ୍ୟ ସେବନ କରନ୍ତୁ , ଏହା ଆପଣଙ୍କ ପାଇଁ ଆତ୍ୟନ୍ତ ଲାଭଦାୟକ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment