ହେ ଭଗବାନ ! ମସ୍ତିଷ୍କ ରୋଗରେ ପୀଡିତ ଏହି ମୋଧାବୀ ଛାତ୍ରୀଙ୍କୁ ସହାୟତା ନିବେଦନ, ଆପଣମାନଙ୍କ ଛୋଟିଆ ସାହାଯ୍ୟ କୁନି ଭଉଣୀଟିର ଜୀବନ ବଞ୍ଚାଇବାରେ ସହାୟକ ହେବ

0

ସମୟ ଚକ୍ରରେ କେତେବେଳେ କଣ କହାସହ ଘଟି ଯାଇଥାଏ ତାହା କହିବା ସମ୍ଭବ ନୁହଁ।ବାସ୍ତବରେ ଏ ବିଧିର ବିଧାନ କୁ ବୁଝିବା ବହୁତ୍ କଷ୍ଟ।ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ ଆଉ ସମସ୍ତଙ୍କୁ ଦୁଃଖିତ କରାଇଥାଏ। ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ।

ତେବେ ବାସ୍ତବିକ ଭାବରେ ଏହା ସତଯେ ମଣିଷ ଜୀବନରେ ଅନେକ ଦୁଃଖ ସମସ୍ୟା ବେଳେବେଳେ ଏମିତି ରୂପ ନେଇଥାଏ ଯେଉଁଥିରୁ ବାହାରିବା ବହୁତ୍ କଷ୍ଟ ହୋଇପଡେ। କେତେବେଳେ କେମିତି ବିପଦ ମଣିଷ ଉପରକୁ ମାଡ଼ି ଆସିବ ତାହା କଳ୍ପନା କରିବା ମଧ୍ୟ ଅସମ୍ଭବ ଅଟେ।

ଆଜିର ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯେଉଁ ମାନେ ଦୁଃଖ ଯନ୍ତ୍ରଣା ରେ ରହି ନିଜକୁ ବଞ୍ଚାଇ ରଖିବାକୁ ଚେଷ୍ଟା ମଧ୍ୟ କରୁଛନ୍ତି।ତେବେ ଦୁନିଆର ଏହି ଅଜିବ ବିଧାନ କୁ ତ ଆମ ସମସ୍ତଙ୍କୁ ମାନିବାକୁ ପଡ଼ିବ ଯାହାକୁ ସ୍ଵୟଂ ସୃଷ୍ଟି କର୍ତ୍ତା ତିଆରି କରିଛନ୍ତି।ତେବେ ଦୁନିଆରେ ଧନୀ ହେଉ କି ଗରିବ ସମସ୍ତଙ୍କ ପାଖରେ ଦୁଃଖ ଓ ସମସ୍ୟା ଭରି ରହିଛି। ତେବେ ନିଜକୁ ଠିକ୍ ଭାବରେ ପରିଚାଳନା କରି ଦୁନିଆରେ ତିଷ୍ଠି ରହିବା ପାଇଁ ସମସ୍ତେ ପ୍ରୟାସ କରିବାରେ ଲାଗିଛନ୍ତି। କିନ୍ତୁ ବେଳେବେଳେ ଆମ ଚାରିପଟେ ଏମିତି ପ୍ରକାରର ଅଭାବ ଅନଟନ ଦେଖିବାକୁ ମିଳିଥାଏ ତାହା ସମସ୍ତଙ୍କୁ ଦୁଃଖୀ କରି ଦେଇଥାଏ ଓ ବହୁତ୍ ଗମ୍ଭୀର ଦୁଃଖ ପହଞ୍ଚାଇ ଥାଏ।

କେତେବେଳେ ଆମେ ଆମର ଆତ୍ମୀୟ ସ୍ୱଜନ ଙ୍କୁ ହରାଇ ଥାଉ ତ କେତେବେଳେ ଆକସ୍ମିକ ଦୁର୍ଘଟଣା ଆମର ସବୁ ଆଶା ବିଶ୍ୱାସ କୁ ଦୁର୍ବଳ କରି ଦେଇଥାଏ ତାର ପ୍ରଭାବରେ। ସେଥିରୁ ମୁକୁଳିବା ଅନେକଙ୍କ କ୍ଷେତ୍ରରେ ସମ୍ଭବପର ହୁଏନାହିଁ। କାରଣ ଆର୍ଥିକ ଅନଟନ ସେମାନଙ୍କୁ ବିଚଳିତ କରି ଦେଇଥାଏ ଏହିଭଳି ଦୁଃଖଦ ସମୟରେ ଉପଯୁକ୍ତ ନିଷ୍ପତି ନେବାପାଇଁ।

ତେବେ ସେହିଭଳି ଏକ ଦୁଃଖ, ଭାବପୂର୍ଣ୍ଣ ଓ ଅଭାବନୀୟ ଘଟଣା ଘଟିଛି ଏବେ ଜଗତସିଂହପୁର ଜିଲ୍ଲା ବାଲିକୁଦା ମହାବିଦ୍ୟାଳୟର ଜଣେ ମେଧାବୀ ଯୁବତୀ ପ୍ରିୟଙ୍କାଙ୍କ ସହ।ଆଇ.ଏ.ଏସ୍ ପାଇଁ ନିଜକୁ ପ୍ରସ୍ତୁତି କରୁଥିବା ଏହି ଝିଅଟି ଆଜି ଶଯ୍ୟାଶାୟୀ ଏବଂ ଜୀବନ ବଞ୍ଚାଇବା ପାଇଁ ସେ ଏବେ ସଂଗ୍ରାମ କରୁଛନ୍ତି।

ତେବେ ଏହି ଯୁବତୀ ଙ୍କ ନାମ ପ୍ରିୟଙ୍କା ପଟ୍ଟନାୟକ ଏବଂ ବାପାଙ୍କ ନାମ ମନୋଜ ପଟ୍ଟନାୟକ।ତାଙ୍କର ଗ୍ରାମ ଇଶ୍ବରପୁର, ବ୍ଲକ ବାଲିକୁଦା ଏବଂ ଜିଲ୍ଲା ଜଗତସିଂହପୁର ଅଟେ।ସେ ମସ୍ତିଷ୍କ ସଂକ୍ରମଣ ରୋଗରେ ଆକ୍ରାନ୍ତ ଏବଂ ୭ଟି ଅସ୍ତ୍ରୋପଚାର ହୋଇ ସାରିଲାଣି ତାଙ୍କର।ଏବେ ଚିକିତ୍ସା ପାଇଁ ତାଙ୍କର ଅର୍ଥ ବାଧକ ସାଜୁଛି। ଦୟାକରି ଆପଣ ଯେତିକି ବି ପାରିବେ ସେତିକି ସହାୟତା କରନ୍ତୁ ନିମ୍ନୋକ୍ତ ନମ୍ୱର୍ ରେ।

ACCOUNT NO-022501543801
IFSC- ICIC 0000225
GOOGLE PAY/PHONE PE/PAYTM-9599512795 ( ମନୋଜ ପଟ୍ଟନାୟକ)

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।