Jyotisa Shatra – ମାତା ଲକ୍ଷ୍ମୀ ଙ୍କର କୃପାରୁ ଏହି ୨ଟି ରାଶି ହେବେ କୋଟିପତି, ଆସିବ ପୁଳା ପୁଳା ଟଙ୍କା ! ମନରେ ଭକ୍ତିଥିଲେ ଆଜି ହିଁ ଜପ କରନ୍ତୁ ଜୟ ମା ଲକ୍ଷ୍ମୀ…

ପ୍ରତ୍ୟେକ ମଣିଷ ଜୀବନରେ ତାଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଘଟଣା ତାଙ୍କ ତାଙ୍କ ରାଶି,ଗ୍ରହ, ନକ୍ଷତ୍ର ଗଣନା ରୁ ଜାଣି ହେଇଥାଏ ।ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ର ର ସ୍ଥାନ ପରିବର୍ତ୍ତନ ହେଲେ ତାହାର ପ୍ରଭାବରେ ଆମ ଜୀବନରେ ମଧ୍ୟ ବହୁତ କିଛି ପରିବର୍ତ୍ତନ ହେଇଥାଏ ।କାରଣ ସେସବୁର ପ୍ରଭାବ ଆମ ରାଶି ଉପରେ ବି ପଡିଥାଏ ଯାହା ପାଇଁ ଆମ ଜୀଵନ ହଠାତ ବଦଳି ଯାଏ ।ତେବେ ଏହି ନୂଆ ବର୍ଷ ପାଖରୁ ଦୁଇଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି, ଆଉ ଏହା ମାତା ଲକ୍ଷ୍ମୀଙ୍କ କୃପାରୁ ହେଉଛି ।

ଆମ ଦୁନିଆରେ ମାତା ଲକ୍ଷ୍ମୀଙ୍କୁ ଧନ ଧାନ୍ୟ ର ଦେବୀ ବୋଲି ବିବେଚନା କରାଯାଏ ଆଉ ଯାହା ଉପରେ ମାତାଙ୍କର କରୁଣା ରହିଥାଏ ସେ କେବେ ଅଭାବରେ ରହି ନଥାଏ ।ଆଉ ମାତାଙ୍କୁ ଅନାଦର କଲେ ସେ କେବେ ଆମକୁ ଖୁସିରେ ରହିବାକୁ ଦିଅନ୍ତି ନାହିଁ ତେବେ ଆମେ ଆଜି ଯୋଉ ଦୁଇଟି ରାଶି କଥା କହିବୁ ସେହି ଦୁଇଟି ରାଶି ମତ ଲକ୍ଷ୍ମୀଙ୍କର ଖୁବ ପ୍ରିୟ ଅଟେ ।ଆଉ ଏବେ ତ ମାତାଙ୍କର ବିଶେଷ କୃପା ଦୃଷ୍ଟି ସେହି ଦୁଇଟି ରାଶି ଉପରେ ପଡ଼ିବାକୁ ଯାଇଛି ସେଥିପାଇଁ ସେହି ରାଶିର ବ୍ୟକ୍ତି ମାନଙ୍କ ଜୀଵନ ପୁରା ଧନ ସମ୍ପତିରେ ମହକି ଉଠିବ ।

ତେବେ ଏବେ ଆସନ୍ତୁ ଜାଣିବା ସେହି ରାଶି ଦୁଇଟି କଣ କଣ, ତେବେ ସେହି ଦୁଇଟି ଭାଗ୍ୟବାନ ରାଶି ହେଉଛି ସିଂହ ରାଶି ଓ କୁମ୍ଭ ରାଶି ।ଆଉ ଏହି ଦୁଇଟି ରାଶି ଉପରେ ମତ ସବୁବେଳେ ପ୍ରସନ୍ନ ରହିବେ ଏହି ବର୍ଷ ଠାରୁ ।ତେବେ ଜାଣି ରଖନ୍ତୁ କଣ କଣ ଔଲୌକିକ ପରିବର୍ତ୍ତନ ହେବ ସେହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ।

1.ସିଂହ ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ସବୁବେଳେ ରହିବ ।ଏମାନଙ୍କ ଜୀବନରେ କେବେ ଧନର ଅଭାର ରହିବ ନାହିଁ ଓ ଆପଣଙ୍କ ଜୀବନରେ ବନ୍ଧୁର ମିଲନ ଯୋଗ ରହିଛି ।ଇଚ୍ଛା ମୁତାବକ ଚାକିରୀ ମିଳିବ ଓ ପାରିବାରିକ ଜୀବନ ଖୁସିରେ ବିତିବ ଓ ଆପଣ ସଫଳତାର ଶିଖର ଛୁଇଁବେ ।

2.କୁମ୍ଭ ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ଉପରେ ବି ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଲାଗି ରହିବ ।ଏମାନଙ୍କ ଅଭାବ ଦୁର ହେବ ଜୀଵନ ଖୁବ ଖୁସିରେ ବିତିବ ।ବନ୍ଧୁ ମାନଙ୍କ ସହିତ ସାକ୍ଷାତ ହେବ ଓ କର୍ମ କ୍ଷେତ୍ରରେ ଉନ୍ନତି କରିବେ ।ସମାଜରେ ପ୍ରତିଷ୍ଠିତ ଓ ସମ୍ମାନିତ ହେବେ ଆଉ ଆପଣ ଚାକିରୀ ଖୋଜୁ ଥିଲେ ଇଚ୍ଛା ମୁତାବକ ଚାକିରୀ ମିଳିବ, ପ୍ରେମ ସମ୍ପର୍କରେ ସଫଳତା ହାସଲ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment