ମାତ୍ର ଗୋଟିଏ ବୋତଲ ରେ ( Bottol ) ରେ ଯୁବକ ବନିଲେ ବ୍ରସ ଷ୍ଟାଣ୍ଡ ” Bras Stand ” ତା’ ପରେ ହଠାତ୍ ଯାହା ହେଲା…

ହଁ ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଜି କାଲି ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେବାରେ ଲାଗୁଛି | ଆଉ ସେହି ଭିଡ଼ିଓ ଗୁଡିକ ମଧ୍ୟରେ ଏମିତି କିଛି ଭିଡ଼ିଓ ମଧ୍ୟ ଭାଇରାଲ ହେବାରେ ଲାଗୁଛି ଆଜି କାଲି ଯାହାକୁ ଦେଖିଲେ ଆମେ ମାନେ ଅନେକ କିଛି କଥା ଶିଖିବାକୁ ପାଇଥାଉ ବୋଲି ମଧ୍ୟ କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେହି ଭଳି କିଛି ଶିଖିବା ଭଳି ଜିନିଷ ଥିବା ର ଦେଖିବାକୁ ମିଳିଛି | ଆଉ ଯେଉଁ ଭିଡିଓ ରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଅଦରକାରୀ ପ୍ଲାଷ୍ଟିକ ରୁ ଦରକାରୀ ବ୍ଲସ ଷ୍ଟାଣ୍ଡ କୁ ତିଆରି କରିଛନ୍ତି ତାହା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା

ଆପଣ ମାନେ ଜାଣିଥିବେ ପ୍ରତେକ ଙ୍କ ପାଖରେ କିଛି ନା କିଛି ଟେଲେଣ୍ଟ ରହିଛି ଯାହାକୁ ଆମେ ଠିକ ସ୍ଥାନରେ ବ୍ୟବହାର କରି ନ ଥାଉ | ଆଉ ତାହା ସହିତ କୁହାଯାଉଛି କି ଆମ ସମସ୍ତଙ୍କର କାମ ହେଉଛି ନିଜର ଆଇଡ଼ିଆ କୁ ଖଟାଇକି ଆମେ ମାନେ ବିଭିନ୍ନ ପ୍ରକାରର କାର୍ଯ୍ୟ କରି ପାରିବା ବୋଲି କୁହାଯାଉଛି | ଆଉ ଆଜି ଯେଉଁ ଜିନିଷ ବିଷୟରେ ଆମେ ମାନେ ଜାଣିବାକୁ ଯାଉଛି ତାହା ହେଉଛି ଅଦରକାରୀ ବୋତଲ ରୁ କେଉଁ ଭଳି ଭାବରେ ଦରକାରୀ ବୋତଲ ଷ୍ଟାଣ୍ଡ ତିଆରି କରି ପାରିବା ସେ ବିଷୟରେ |

ଆଉ ଯେଉଁଠି ପ୍ରଥମେ ବୋତଲ କୁ ନେବା ଆଉ ତାହାର ଉପର ଅଂଶ ଓ ତଳ ଅଂଶ କୁ ମାର୍କୋର ସାହାଯ୍ୟ ରେ ମାର୍କିଙ୍ଗ କରିକି କଇଁଚି ସାହାଯ୍ୟ ରେ ତାହାକୁ କାଟି ନେବା | ତାହା ପରେ ଆମେ ମାନେ ବୋତଲ ର ଠିପି ର ସାଇଜ କୁ ମାର୍କୋର ସାହାଯ୍ୟ ରେ ମାର୍କିଙ୍ଗ କରିବା ଆଉ ତାହାକୁ ମଧ୍ୟ ଆମେ ମାନେ କା ଟି ଦେବା ସେହି ଭଳି 3 ଟି ସ୍ଥାନରେ ମାର୍କିଙ୍ଗ କରି କାଟିବା | ଆଉ ତାହା ପରେ ଆପଣ ମାନେ ଅନ୍ୟ ବୋତଲ ର ମୁହଁ କୁ କାଟି ଆଣିବେ |

ଆଉ ସେହି କଣା କରିଥିବା ସ୍ଥାନରେ ଅଠା ସାହାଯ୍ୟ ରେ ଲଗାଇବେ | ତାହା ପରେ ଆପଣ ମାନଙ୍କୁ କାଟିକି ରଖିଥିବା ବୋତଲ ର ଉପର ଆଉ ତଳ ଅଂଶ କୁ ଅଠା ସାହାଯ୍ୟ ରେ ଯୋଡ଼ି ପାରିବେ ବୋଲି ମଧ୍ୟ କୁହାଯାଉଛି | ତେବେ ଏହା ଥିଲା ସେହି ସ ହଜ ଉପାୟ ଯାହା ସାହାଯ୍ୟ ରେ ଆପଣ ମାନେ ଅଦରକାରୀ ବୋତଲ ରୁ ଦରକାରୀ ଜିନିଷ ବନାଇ ପାରିବେ |

ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment