ହଁ ଦର୍ଶକ ବନ୍ଧୁ ବହୁ ଚର୍ଚ୍ଚିତ ଦୀପିକା ଓ ଦୀନେଶ ର ମାମଲା ରେ ଏପର୍ଯ୍ୟନ୍ତ କିଛି ସମାଧାନ ରାସ୍ତା ମିଳୁନଥିବା ବେଳେ | ଏବେ ବି ଦୀନେଶ ଙ୍କ ଘର ଆଗରେ ନିଜ ପିଲା ଅଧିକାର ପାଇଁ ବସି ରହିଛନ୍ତି ଦୀପିକା | ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ | ତେବେ ମିଳିଥିବା ସୂଚନା ଅନୁଯାୟୀ ଦୀନେଶ ଓ ଦୀପିକା ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ଓ ଧୀରେ ଧୀରେ ସେମାନଙ୍କ ପ୍ରେମ କାହାଣୀ ଆଗକୁ ଯିବା ସହିତ କିଛି ଦିନ ପରେ ସେମାନଙ୍କ ମଧ୍ୟରେ ଗଢି ଉଠିଥିଲା ଶାରୀରିକ ସମ୍ପର୍କ | ଆଉ ଯାହା ଫଳ ରେ ଗର୍ଭବତୀ ହୋଇଥିଲେ ଦୀପିକା | ଯାହା ଫଳ ରେ ଦୀପିକା ଙ୍କ କୋଳରେ ଜନ୍ମ ହେଇଥିଲେ ଏକ କୋମଳ ମତି ପୁଅ | ଆଉ ଏବେ ଦୀପିକା ନ୍ୟାୟ ପାଇଁ ଦୀନେଶ ଙ୍କ ଘର ଆଗରେ ବସି ରହିବାରୁ ମାଆ ଙ୍କୁ ଛାଡିକି ରହୁଛି ପୁଅ | ତାହେଲେ ଆସନ୍ତୁ ବନ୍ଧୁଗଣ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଆମେ ଜାଣିଛୁ କି ଦୀପିକା ଙ୍କର ସେହି କୋମଳ ମତି ପୁଅ କୁ ତାହାର ବାପା ର ଅଧିକାର ଦେବା ପାଇଁ ମା ତାର ପୁଅ କୁ ଛାଡି ଦୀନେଶ ଙ୍କ ଘର ଆଗରେ ଘର ଆଗରେ ଧାରଣା ରେ ବସିଛନ୍ତି | ତେବେ ଦୀର୍ଘ ଦିନ ଧରି ମା ତାର ପୁଅ କୁ ଛାଡି ଆସିବା ପରେ ଏବେ ପୁଅ ତାର ମା କୁ ଝୁରୁ ଝୁରି କାନ୍ଦୁଛି | ଯେମିତି ସେ କୋମଳ ମତି ଛୁଆ କାନ୍ଦି କାନ୍ଦି କହୁଛି ମୁଁ କି ଭୁଲ କରିଥିଲେ ମା ଯାହା ଫଳ ରେ ମୋତେ ମା ସ୍ନେହ ରୁ ଓ ବାପା ଙ୍କ ସ୍ନେହ ରୁ ବଞ୍ଚିତ କରୁଛ | ତେବେ ଦୀପିକା ଙ୍କ ପୁଅ ଏବେ ନିଜ ଆଇ ଙ୍କ ଘରେ ଥିବା ବେଳେ ଦୀପିକା ଏବେ ଦୀନେଶ ଙ୍କ ଘରେ ଆଗରେ ନିଜର କୋମଳ ମତି ପୁଅ ପାଇଁ ଧାରଣା ରେ ବସିଛନ୍ତି |
ତେବେ କେବେ ଦୀପିକା ଓ ତାର କୋମଳ ମତି ପିଲା ଙ୍କୁ ନ୍ୟାୟ ମିଳିବ ତାହା ଏବେ ଦେଖିବାକୁ ବାକି ରହିଥିବା ବେଳେ | ଦୀନେଶ ଙ୍କ ମନ ରେ କ’ଣ ରହିଛି ତାହା ଏବେ ପ୍ରଶ୍ନ ବାଚୀ ହୋଇ ରହିଛି | ସୂଚନା ଅନୁଯାୟୀ ମା ଠାରୁ ଦୁରେଇ ରହି ପୁଅ ର ଦେହ ଖରାପ କଥା ଶୁଣି ଦୀପିକା ଦୀନେଶ ଙ୍କ ଘର ଆଗରେ କାନ୍ଦୁ ଥିବା ବେଳେ ଦୀପିକା ତାଙ୍କ ମା ଙ୍କୁ ପିଲା କୁ ନେଇଆସିବା ପାଇଁ କହିଥିଲେ ଓ ଦୀପକା ଙ୍କ ମା ପିଲାକୁ ନେଇ ଆସିବା ପରେ ମା ମମତା ପାଇ ପିଲା ର ମୁହଁରେ ଖୁସି ଦେଖିବାକୁ ମିଳିଥିଲା |
ତେବେ ପୁଅ କୁ ନିଜ ପାଖରେ ପାଇ ଦୀପିକା ମଧ୍ୟ ଖୁସି ଥିବାର ଦେଖା ଯାଇଛି |ତାହେଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଭାଇରାଲ ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବା ପରେ ଲୋକମାନେ ଏହାକୁ ଦେଖି ତାଙ୍କର ମତ ରଖିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।