ହେ ପ୍ରଭୁ ! ମାତ୍ର ୧୬ ମାସର ଶିଶୁକନ୍ୟା ଆଖିରେ କ୍ୟାନ୍ସର, ଆପଣମାନଙ୍କ ଗୋଟିଏ ସେୟାର କଅଁଳ ଶିଶୁଟିର ନିଶ୍ଚିତ ଭାବେ ଆଖିଭଲ ହୋଇ ପାରିବ…

0

ଆଜି କାଲି ସୋସିଆଲ ମିଡ଼ିଆ ସହିତ ସମସ୍ତେ ଜଡିତ ଅଟନ୍ତି। ସୋସିଆଲ ମିଡ଼ିଆ ଜରିଆ ରେ ଆମେ ଅନେକ ପ୍ରକାର ଭିଡିଓ ଫଟୋ ପ୍ରତିଦିନ ଭାଇରାଲ ହେବାର ଦେଖି ଥାଉ । ଅନେକ ଘଟଣାବଳୀ ର ଭିଡିଓ ହେଉ ଫଟୋ ପ୍ରତିଦିନ ଆମେ ଦେଖିବାକୁ ପାଇ ଥାଉ ।ତେବେ ବର୍ତ୍ତମାନ ଏମିତି ଏକ ଘଟଣା ବିଷୟ ରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ଜାଣିଲେ ଆପଣଙ୍କ ଆଖିରେ ଲୁହ ରହିବ ନାହିଁ ।

ସାଧାରଣ ପିଲାଟିଏ ପାଇବା ପାଇଁ ବାପା ମାଆ ଅନେକ ଦେବା ଦେବୀ ଙ୍କୁ ପୁଜା କରନ୍ତି।ଭଗବାନ ଙ୍କୁ ପ୍ରତ୍ୟେକ ଦିନ ପ୍ରାର୍ଥନା କରନ୍ତି।ସାଧାରଣତଃ ପୁଅ ଟିଏ ପାଇଁ ବାପା ମାଆ ଅନେକ ପୂଜାର୍ଚ୍ଚନା ସହ ଅନେକ ମାନସିକ ମଧ୍ୟ କରନ୍ତି।ନିଜେ ଭୋକିଲା ରହି ନିଜର ସନ୍ତାନ କୁ ଖୁଆନ୍ତି।ନିଜେ ଅଶିକ୍ଷିତ ଥିଲେ ମଧ୍ୟ ନିଜ ସାନ୍ତାନ କୁ ଶିକ୍ଷିତ କରିବାକୁ ଚେଷ୍ଟା କରନ୍ତି।

କାହିଁ କେତେ କଷ୍ଟ କରି ପିଲା ମାନଙ୍କୁ ବଡ଼ କରି ଥାଆନ୍ତି ଆଉ ଆଶା ଥାଏ ଯେ ପିଲା ବଡ଼ ହୋଇ ବୁଢ଼ା ବୟସ ରେ ତାଙ୍କର ସାହାରା ହେବ। ଥରେ ଭାବନ୍ତୁ ଯଦି ହସିବା ଖେଳିବା ବୟସରେ ପିଲା ଟି ବିଛଣା ରେ ରୋଗଗ୍ରସ୍ତ ହୋଇ ପଡି ରୁହେ କଣ ହେବ ସେହି ଛୁଆ ର ବାପା ମା ଙ୍କ ଅବସ୍ଥା କଣ ହେବ। ଏମିତି ଏକ ଘଟଣା ଆଜି ଆମ ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆଖିରେ ଲୁହ ରହୁ ନାହିଁ।

ଜନ୍ମ ରୁ ଅନ୍ଧ ଦୁଇ ଦମ୍ପଦି ଅନେକ ଦୁଃଖ କଷ୍ଟ ରେ ନିଜ ଜୀବନ ଅତି ବାହିତ କରୁଥିଲେ। ତାଙ୍କ ର ଏହି ଦୁଃଖ ଭିତରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା ଯିଏ ତାଙ୍କ ପାଇଁ ଏକ ନୂଆ ଆଶାର କିରଣ ନେଇ ଆସିଥିଲା । ଛୁଆ ଟି ଜନ୍ମରୁ ନର୍ମାଲ ଥିଲା ଓ ଦୁନିଆ ଦେଖିବାରେ ସକ୍ଷମ ଥିଲା। ସେହି ଛୁଆ ର ମୁଁହ କୁ ଚାହିଁ ସେମାନେ ଖୁସି ରେ ରହୁଥିଲେ କିନ୍ତୁ ବିଧି ର ବିଧାନ କିଛି ଅଲଗା ଚାହୁଁଥିଲା। ଛୁଆ ଟି ୧୨ ମାସ ହେବା ପରେ ଖେଳୁ ଖେଳୁ ତଳେ ପଡ଼ିଯାଇ ଥିଲା ଓ ଛୁଆ ଟିର ମୁଣ୍ଡ ରେ ଶକ୍ତ ଆଘାତ ଲାଗିଥିଲା।

ଆଉ ଏହାର କିଛି ଦିନ ପରେ ଛୁଆ ଟିର ଆଖିକୁ ଆଉ କିଛି ଦେଖା ଗଲା ନାହିଁ । ବାପା ମା ଛୁଆ ଟିକୁ ଅନେକ ଡାକ୍ତର ଦେଖାଇଲେ ଓ ଜଣା ପଡ଼ିଲା ଯେ ଛୁଆ ଟି ଆଖିରେ କ୍ୟାନସର ହୋଇଛି ଝିଅ ର ଚିକିତ୍ସା ପାଇଁ ଦାରିଦ୍ର୍ୟ ସାଜିଛି ବ୍ୟାଧି। ଦାରିଦ୍ର୍ୟ ଯୋଗୁଁ ଛୁଆ ଟିକୁ ଠିକ୍ ସେ ଚିକିତ୍ସା ମଧ୍ୟ କରି ପାରୁ ନାହାଁନ୍ତି ଦମ୍ପଦି । ବର୍ତ୍ତମାନ ଝିଅ କୁ ଚିକିତ୍ସା କରିବା ପାଇଁ ବିନମ୍ର ଭାବେ ସାହାର୍ଯ୍ୟ ମାଗୁ ଅଛନ୍ତି ତେବେ ଯଦି ଆପଣ ଏହି ଦମ୍ପଦି କୁ କିଛି ସାହାର୍ଯ୍ୟ କରିବେ ତେବେ ହୁଏତ ଛୁଆ ଟି ପୁଣି ଥରେ ଦୁନିଆ ଦେଖି ପାରିବ।

ସ୍ୱାମୀ – ଅଶୋକ କୁମାର ନାୟକ
ସ୍ତ୍ରୀ – ସୁମିତ୍ରା ନାୟକ
ଶିଶୁକନ୍ୟା – ପୂଜାର୍ଚ୍ଚନା ନାୟକ

ଏମାନଙ୍କ ର ଆକାଉଣ୍ଟ୍ ନମ୍ୱର ନାହିଁ , ଯାହା ଦେବେ ଆପଣମାନେ ଅଶୋକ ନାୟକଙ୍କ ମୋବାଇଲ ନମ୍ବର – 8456079606 ଯୋଗାଯୋଗ କରନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।