ମାତ୍ର ୨ ମିନିଟରେ ତିଆରି ହେଉଛି ନକଲି ମଦ, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ…

0

ଆଜିକାଲିର ଲୋକ ମାନେ ବହୁ ମାତ୍ରାରେ ଭିନ୍ନ ଭିନ୍ନ କୌଶଳ ଆପଣେଇ ଲୋକ ମାନଙ୍କୁ ଠକି ଚାଲୁଛନ୍ତି। ବିଶେଷକରି ଖାଦ୍ୟ ପଦାର୍ଥ ଓ ନିଶା ଦ୍ରବ୍ୟରେ ଭିନ୍ନ ଭିନ୍ନ କିଛି କେମିକାଲ ମିଶାଇ ସବୁ ବଜାରରେ ବିକ୍ରି କରି କରୁଛନ୍ତି। ଏଥି ସହିତ ଲୋକ ମାନେ ଆଗ୍ରହ ସହକାରେ କିଣି ନେଉଛନ୍ତି। ଯାହା ଫଳରେ କି ସେମାନେ ବହୁତ ବଡ଼ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଯାହା ଫଳରେ କି ଲୋକ ମାନେ ଏହି ବିଷାକ୍ତ ଜିନିଷକୁ ବଜାରରୁ କିଣି ନେଇ ସେବନ କରି ବହୁ ଅସୁବିଧାର ସମ୍ମୁଖିନ ହୋଇ ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇ ଯିବେ। ତାହା ହେଉଛି ଜଣେ ବ୍ୟକ୍ତି ଦୁଇ ମିନିଟ ଭିତରେ ନକଲି ମଦ ପ୍ରସ୍ତୁତ କରୁଛନ୍ତି ବୋଲି ସୂଚନା ମିଳିଛି। ତେବେ ଅସାନ୍ତୁ ସମ୍ପୂର୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ବାଲେଶ୍ଵର ଜିଲ୍ଲାରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଜଣେ ବ୍ୟକ୍ତି ୨ ମିନିଟ ଭିତରେ ନକଲି ମଦ ତିଆରି କରି ଦେଉଛନ୍ତି। ସେହି ମଦରେ ଅନେକ ଅଳକହଲ ଜିନିଷ ମିଶାଉଛି। ଏହା ତିଆରି କରି ବଜାରରେ ବିକ୍ରି କରୁଛନ୍ତି ଓ ଯାହା ଫଳରେ ଲୋକ ମାନେ ଲୋଭଗ୍ରସ୍ତ ହୋଇ ବଜାରରୁ କିଣି ନେଇ ଥାଆନ୍ତି। ସେହି ବ୍ୟକ୍ତି ଜଣଙ୍କ ସେହି ନକଲି ମଦକୁ ବଜାରରେ ବହୁ ମାତ୍ରାରେ ବିକ୍ରି କରି ଥାଆନ୍ତି। ଅନେକ ଲୋକ ମାନେ ସେହି ମଦକୁ କିଣି ନେଇ ପିଇବା ପରେ ମୃତ୍ୟୁ ମୁଖରେ ପଡି ଥାଆନ୍ତି।

ତେବେ ଏହି ଖବର ପାଇ ପୋଲିସ ସେହି ବ୍ୟକ୍ତି ତିଆରି କରୁଥିବା ସ୍ଥାନରେ ଆସି ପହଁଛି ଯାଇ ଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସବୁ ତଥ୍ୟ ଉପରେ ଯାଞ୍ଚ କରିଥିଲେ। ସେଠାରେ ପୋଲିସ ମାନେ ସେହି ବ୍ୟକ୍ତି ଜଣଙ୍କୁ ମଦ ତିଆରି କରିବା ପାଇଁ କହିଥିଲେ ଓ ମଦ ତିଆରିରେ ଯେଉଁ ସବୁ ଜିନିଷ ବ୍ୟବହାର କରି ତିଆରି କରା ଯାଉଛି, ସେହି ସବୁ ଜିନିଷ ମିଶାଇ ମଦ ତିଆରି କରନ୍ତୁ ବୋଲି ପୋଲିସ ସେହି ବ୍ୟକ୍ତି ଜଣଙ୍କୁ କହିଥିଲେ।

ତେବେ ବ୍ୟକ୍ତି ଜଣଙ୍କ ପୋଲିସ ମାନଙ୍କ କଥା ଶୁଣି ଭୟରେ ମଦ ତିଆରି କରିବା ପାଇଁ ପ୍ରସ୍ତୁତ କରୁଥିଲା। ସେଠାରେ ଥିବା ଅନେକ ଗୁଡିଏ ଖାଲି ବୋତଲ ରହିଛି ଓ ବ୍ୟକ୍ତି ଜଣଙ୍କ ସେହି ବୋତଲକୁ ଆଣି ସେଥିରେ ପ୍ରଥମେ ପାଣି ମିଶାଇ ଥିଲେ ଓ ଏହା ପରେ ସ୍ପିରିଟ ମିଶାଇ, କିଛି କଲର ରଙ୍ଗ ମିଶାଇ ମଦ ପ୍ରସ୍ତୁତ କରି ଦେଇଥିଲେ। ଏହା ଦେଖି ପୋଲିସ କର୍ମଚାରୀ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ। ଏଭଳି ନକଲି ମଦ ତିଆରି କରୁଥିବା ବ୍ୟକ୍ତିଙ୍କୁ ଯଥା ଶୀଘ୍ର ଗିରଫ କରା ଯିବା ସହିତ ଉଚିତ ଦଣ୍ଡ ମାଡ଼ ଦିଆ ଯାଉ ବୋଲି କୁହା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।