Special Tips – ମାତ୍ର ୨ ଥର ଲଗାନ୍ତୁ ହାତ, ଗୋଡ, ଅଣ୍ଟା ଏବଂ ଗଣ୍ଠି କଷ୍ଟ ହୋଇଯିବ ଛୁ, ୯୦ ବର୍ଷ ପର୍ଯ୍ୟନ୍ତ ଦୌଡ଼ିବେ

0

ବନ୍ଧୁଗଣ ବେଳେବେଳେ ଆମ ଶରୀର ର ବିଭିନ୍ନ ଅଂଶ ରେ ବ୍ୟଥା ହୋଇଥାଏ l ଯେମିତି କି ଗୋଡ, ବେକ, ଅଣ୍ଟା, ଗୋଇଠି ଆଦି ର ଗଣ୍ଠି ମାନଙ୍କ ରେ ବ୍ୟଥା ହୋଇଥାଏ l ଯାହାକି ବହୁତ ବଡ ସମସ୍ୟା ହୋଇଥାଏ ଏବଂ ଏହା ବହୁତ କଷ୍ଟ ଦେଇଥାଏ l ଏହି ପ୍ରକାରର ର ସମସ୍ୟା ପ୍ରାୟତଃ ବୟସ୍କ ମାନଙ୍କ ପାଖ ରେ ଦେଖା ଯାଇଥାଏ l ଆମ ଶରୀର ରେ ଥିବା ହାଡ ଗୁଡିକ ଯେତେବେଳେ ଶୁଷ୍କ ହୋଇଯାଏ ସେତେବେଳେ ତାର କାର୍ଯ୍ୟ କରିବାରେ ଅକ୍ଷମ ହୋଇଥାଏ ଏବଂ ଏହି ପ୍ରକାର ର ସମସ୍ୟା ଦେଖାଯାଇଥାଏ l

ଏହି ପ୍ରକାରର ସମସ୍ୟା କୁ ଦୂର କରିବା କୁ ହେଲେ ଗୋଟିଏ ଘରୋଇ ଉପଚାର ଅଛି ଏବଂ ଏହା ପ୍ରାକୃତିକ ଜିନିଷ କୁ ବ୍ୟବହାର କରି ତିଆରି କରାଯାଇଥାଏ l ଶରୀର ର ଯେଉ ସ୍ଥାନ ରେ କଷ୍ଟ ହେଉଥିବ ଶୀ ଜାଗା ରେ ଲେପନ କରିବା ଦ୍ଵାରା ଏହା ଶୀଘ୍ର ଠିକ ହୋଇଯାଇଥାଏ l ଯେମିତି କି ଗୋଡ, ହାତ, ଅଣ୍ଟା, ଗୋଇଠି ଆଦିରେ ହେଉଥିବା କଷ୍ଟ କୁ ଦୂର କରିପାରିବ l ଏହାକୁ ଘରୋଇ ଉପଚାର ଦ୍ଵାରା ତିଆରି କରିବା ବହୁତ ସହଜ ହୋଇଥାଏ l

ତେବେ ଚାଲନ୍ତୁ ଜାଣିବା ଏହା କୁ ଆମେ ଘରୋଇ ଉପଚାର ଦ୍ଵାରା କେମିତି ତିଆରି କରିପାରିବା

ଏହି ଘରୋଇ ଉପଚାର ତିଆରି କରିବା କୁ ହେଲେ 7ଟି ଜିନିଷ ର ଆବଶ୍ୟକତା ହୋଇଥାଏ l ସେଗୁଡିକ ହେଲା 5-6 ଟି ରସୁଣ,5-6 ଟି ଲବଙ୍ଗ,1 ଟି ଡାଲଚିନି, ମେଥି, ଜୁଆଣି,1 ଇଞ୍ଚ ର 1 ଟି ଅଦା ଓ ଚାହା ପିଆ cup ରେ ଅଧା ରୁ କମ ସୋରିଷ ତେଲ l

ତା ପରେ ଗ୍ୟାସ ରେ କଢେଇ ବସାଇ ସୋରିଷ ତେଲ ଢ଼ାଳିବା ଏବଂ ତାକୁ ଗରମ ହେଵା ପାଇଁ ଛାଡ଼ିଦେବା l ଗାଁ ହେଲା ପରେ ସେଥିରେ ଗୁଣ୍ଡ ହୋଇଥିବା ମେଥି, ଜୁଆଣି, ଡାଲଚିନି, କଟା ହୋଇଥିବା ଅଦା ଓ ରସୁଣ ଦେଇକି ଭାଜିବା ଏବଂ 2-3 min ତାର ରଙ୍ଗ brown ହେବା ପର୍ଯ୍ୟନ୍ତ ଛାଡ଼ିଦେବା l brown ରଙ୍ଗ ହୋଇସରିଲା ପରେ ଏଥିରେ ପୂର୍ବରୁ ରଖିଥିବା ଲବଙ୍ଗ ଗୁଣ୍ଡା କୁ ମିଶାଇ ଦେବା ଏବଂ ଏହାକୁ 3 min ପର୍ଯ୍ୟନ୍ତ ଫୁଟେଇବା l ଏହା ସରିଲା ପରେ ଏହାକୁ ଗୋଟେ ଦିନ ପର୍ଯ୍ୟନ୍ତ ଥଣ୍ଡା ହେବ ପାଇଁ ଛାଡ଼ିଦେବା l ତା ପରେ ଏହାକୁ ଅନ୍ୟ ଏକା ପାତ୍ର ରେ ଛାଙ୍କି କରି ରଖିଦେବା l

ତେବେ ବନ୍ଧୁଗଣ ଏହି ତେଲ କୁ ଶରୀର ର ଯେଉ ଜାଗା ରେ ବ୍ୟଥା ହେଉଥିବା ସେଇ ଜାଗା ରେ ମାଲିସ କରିବା ଦ୍ଵାରା ତାହା ଆମକୁ ଆରମଦୟାକ ହୋଇଥାଏ ଏବଂ ତାହା ଅତିଶୀଘ୍ର ଠିକ ହୋଇଯାଇଥାଏ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।