ମାତ୍ର 30 ଦିନରେ ପତଳା କେଶକୁ ମୋଟା କେଶରେ ପରିଣତ କରିବା ପାଇଁ ପ୍ରସ୍ତୁତ କରନ୍ତୁ ଘରୋଇ ରିମେଡି – Hair Tric

0

କଥାରେ ଅଛି “ନାରୀକୁ ସୁନ୍ଦର କେଶ ଏବଂ ପୁରୁଷକୁ ସୁନ୍ଦର ନିଶ “l ଏହା ସତ ଅଟେ କାରଣ ସୌନ୍ଦର୍ଯ୍ୟ କୁ ବୃଦ୍ଧି କରାଇଥାଏ ତାର ସୁନ୍ଦର, ଘନ ଓ ଲମ୍ବା କେଶ, ଯେପରି କି ଯେଉଁ ମହିଳା ମାନଙ୍କ ର ସୁନ୍ଦର,ଘନ ଓ ଲମ୍ବା କେଶ ରହିଥାଏ ସେମାନେ ବହୁତ ଭାଗ୍ୟ ଶାଳୀ ହାଇଥାନ୍ତି ଏବଂ ଏମାନେ ନିଜର କର୍ମ ଦ୍ୱାରା ପରିବାର ର ସୁଖ ଆଣିଦେଇଥାଏ, ସେହିପରି ଯେଉଁ ଝିଅ ର କୁଞ୍ଚି କୁଞ୍ଚିଆ ଵାଳ ରହିଥାଏ ସେମାନେ ମଧ୍ୟ୍ୟ ଭାଗ୍ୟବାନ ହାଇଥାନ୍ତି ଆଉ ମଧ୍ୟ୍ୟ ପରିବାର ର ଭାଗ୍ୟ ନିର୍ଧାଦିତ କରିଥାଏ l

ତେବେ କେଶ ଝଡ଼ିବା ସମସ୍ତ ଙ୍କ ପାଇଁ ସାଧାରଣ କଥା ହାଇଗଲାଣି ଏବଂ ଏଥିରୁ ବଞ୍ଚିବା ପାଇଁ ବହୁତ କେମିକାଲ ସାମଗ୍ରୀ ବ୍ୟବହାର କରିଥାଉ କିନ୍ତୁ କୌଣସି ବି ଫାଇଦା ମିଳି ନ ଥାଏ lକିନ୍ତୁ ଆଜି ଆମେ ଏକ ଘରରେଇ ଉପଚାର କହିବୁ ଯାହା ଆପଙ୍କ ଝଡିଯାଇଥିବା କେଶ ଫେରିପାଇବା ସହ ସୁନ୍ଦର ଓ ଘନ ଏବଂ ମଜବୁତ ହଇବ l ତେବେ ଆସନ୍ତୁ ଜାଣିବା l

ଆବଶ୍ୟକ ସାମଗ୍ରୀ ହେଉଛି…

1-ମେଥି
2-ନଡ଼ିଆ ତେଲ
3-ଇଲୋବେରା

ପ୍ରସ୍ତୁତ କରିବେ କିପରି:-

ଏହି ଉପଚାରଟିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ମେଥିଟିକୁ ପାଣିରେ ପକାନ୍ତୁଏବଂ ଦେଖବେକି ପାଣିର ରଙ୍ଗ ପରିବର୍ତନ ଆସୁଛି ସେତେବେଳେ ପାଣିଟିକୁ ଅଲଗା ପାତ୍ର କୁ ରଖନ୍ତୁ l ସେହିପରି ଇଲୋବେରା ପତ୍ର ରୁ ଜେଲି ବାହାର କରନ୍ତୁ l ବର୍ତମାନ ଗୋଟିଏ ପାତ୍ର ରେ ମେଥି ପାଣି ଦୁଇ ଚାମଚ ଆଉ ନିଡ଼ିଆ ତେଲ ଏବଂ ଇଲୋବେରା ଜେଲି ଦୁଇ ଚାମଚ ନିଅନ୍ତୁ l ଏହି ସବୁକୁ ଭଲ ଭାବରେ ମିଶେଇ ଦିଅନ୍ତୁ.

ଆମର ଜେଲି ଟି ପ୍ରସ୍ତୁତ ହେବା ପରେ ଆପଣ ଏହାକୁ ହାତରେ କିମ୍ବା ତୁଳା ସାହାଯ୍ୟ ରେ କେଶ ମୂଳ ରେ ଲଗାନ୍ତୁ ଏବଂ ଏହାକୁ ଭଲ ଭାବରେ ମଶାଜ କରିନିଅନ୍ତୁ ଆପଣ ଙ୍କ ସୁବିଧା ଅନୁସାରେ ଏବେ ଏହାକୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଛାଡିଦିଅନ୍ତୁ l ତେବେ ଦୁଇ ଘଣ୍ଟା ହେବ ପରେ ଆପଣ ବ୍ୟବହାର କରୁଥିବା ଶାମ୍ପୂ ସାହାଯ୍ୟ ରେ ଭଲ ଭାବି ରେ ଧୋଇ ନିଅନ୍ତୁ ଏବଂ ଶୁଖିଲା କପୋଡ଼ାରେ ଆପଙ୍କ କେଶକୁ ପୋଛି ଦିଅନ୍ତୁ ଏହିପରି ସପ୍ତାହରେ ଦୁଇ ଥର କରନ୍ତୁ l

ଏହିପରି ନିୟମିତ କରିବା ଦ୍ୱାରା ମାତ୍ର ତିନି ସପ୍ତାହରେ ଆପଙ୍କ କେଶରେ ଆସିଥିବା ପରିବର୍ତନ ଆପଣ ନିଜେ ଜାଣିପାରିବେ lଏହିପରି କରିବା ଦ୍ୱାରା ଆପଣ ନିଜେ ଅନୁଭବ କରିପାରିବେ କି ଆପଣଙ୍କ କେଶ ର କେତେ ପରିବର୍ତ୍ତନ ଆସିଛି ଆପଣ ନିଜେ ଏହାର ଉପଚାର କରନ୍ତୁ ଏବଂ ସମସ୍ତଙ୍କୁ ଜଣାନ୍ତୁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।