Ramdev Health Tips – ମାତ୍ର ୪ ମିନିଟ ରେ ଦାନ୍ତ ହେବ କ୍ଷୀର ପରି ଧଳା , କରନ୍ତୁ ଏହି ଛୋଟିଆ ଘରୋଇ ଉପାୟ ୧୦୦% ଗ୍ୟାରେଣ୍ଟି

0

ଅଧିକାଂଶ ଲୋକମାନେ ଯେତେ ପ୍ରକାର ଟୁଥ ଫେଷ୍ଟ ଦେଇ ଦାନ୍ତ ଖସିଲେ ମଧ୍ୟ ସେମାନଙ୍କ ଦାନ୍ତ ହଳଦିଆ ଦେଖାଯାଏ ଏବଂ କଥା କହିଲେ ପାଟି ଗନ୍ଧ କରିଥାଏ । ଏହା ସହ ଦାନ୍ତର ମୂଳ ମଧ୍ୟ ଖାଇଯାଇଥାଏ , ଯାହା ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ । ଆପଣ ଅନ୍ୟ ମାନଙ୍କ ସହ କଥା ହେବା ସମୟରେ ଦୂରେଇ ଛିଡା ହୋଇ କଥା ହେବା ପାଇଁ ପଡିଥାଏ । ଦାନ୍ତ ମଣିଷ ର ସୌନ୍ଦର୍ଯ୍ୟର ଏକ ଅଂଶ ଅଟେ । ଯଦି ଆପଣଙ୍କ ଦାନ୍ତ ହଳଦିଆ ଦେଖାଯାଏ ତେବେ ଆପଣଙ୍କ ଚେହେରା ମଧ୍ୟ ସୁନ୍ଦର ଦେଖାଯାଏ ନାହିଁ ।

ଏହି ପରି ଦାନ୍ତ ର ସମସ୍ୟା ହେଲେ ଅନ୍ୟ ମାନେ ଭାବନ୍ତି କି ଆପଣ ଠିକ ରେ ଦାନ୍ତ ବ୍ରସ କରୁ ନାହାନ୍ତି ଏବଂ ଆପଣ ନିଜର ଦାନ୍ତ ପ୍ରତି ଧ୍ୟାନ ଦେଉ ନାହାନ୍ତି । ଆପଣଙ୍କ ସହ ବନ୍ଧୁମାନେ ବା ଅନ୍ୟମାନେ ଖତା ହେବା ପାଇଁ ପସନ୍ଦ କରନ୍ତି ନାହିଁ । ଆପଣଙ୍କ ହସ ମଧ୍ୟ ଅନ୍ୟ ମାନଙ୍କୁ ପସନ୍ଦ ହେବ ନାହିଁ କାରଣ ଆପଣଙ୍କ ଦାନ୍ତ ହଳଦିଆ ଅଟେ । ଅନେକ ସମୟରେ ଅନେକଙ୍କ ଦାନ୍ତରେ ଦାନ୍ତଆରିସା ହୋଇଥାଏ । ଏହା ଯୋଗୁଁ ଆପଣଙ୍କ ଦାନ୍ତ ଯନ୍ତ୍ରଣା ମଧ୍ୟ କରିଥାଏ , ଦାନ୍ତ ଅଳ୍ପ ବୟସରୁ ହଲିବା ଆରମ୍ଭ ହୋଇଥାଏ ।

ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ ଆପଣ ମାନଙ୍କୁ କେତେକ ଘୋରଇ ଜିନିଷ ସାହାର୍ଯ୍ୟରେ ଆପଣ ଆପଣଙ୍କ ଦାନ୍ତକୁ ସଫା କରନ୍ତୁ । ଦେଖିବେ ଆପଣଙ୍କ ଦାନ୍ତରେ ଯାହା କିଛି ବି ସମସ୍ୟା ରହିଛି ତାହା ଦୂର ହେବ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ପ୍ରଥମେ ଆପଣ ଗୋଟିଏ କଟୋରୀ ନିଅନ୍ତୁ , ସେଥିରେ ଅଧା ଚାମଚ ସୋରିଷ ତେଲ ନିଅନ୍ତୁ ଯାହା ଆମ ଦାନ୍ତ ପାଇଁ ବହୁତ ଲାଭଦାୟକ ଅଟେ । ଏହାପରେ ଆପଣ ସେଥିରେ ଏକ ଚୁଟକି ଲୁଣ ମିଶାନ୍ତୁ , ତାପରେ ସେଥିରେ ଏକ ଚୁଟକି ହଳଦୀ ଗୁଣ୍ଡ ମିଶାନ୍ତୁ । ସର୍ବଶେଷରେ ସେଥିରେ ଅଧା ଚାମଚ ଗାଜର ଗୁଣ୍ଡ ମିଶାଇ ଦିଅନ୍ତୁ । ଏହାକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ , ଏହା ଭଲ ଭବାରେ ମିକ୍ସ ହୋଇଯିବା ପରେ ଏହାକୁ ବ୍ୟବହାର କରନ୍ତୁ ।

ପେଷ୍ଟକୁ ଭଲ ଭାବରେ ମିକ୍ସ କରି ସାରିବା ପରେ ଏହି ପେଷ୍ଟକୁ ଭଲ ଭାବରେ ନେଇ ଦାନ୍ତ ଘସନ୍ତୁ । ଆପଣ ହାତ କିମ୍ୱା ବ୍ରସ ସାହାର୍ଯ୍ୟରେ ଘସି ପାରିବେ , ଦେଖିବେ ଏହି ପେଷ୍ଟକୁ ବ୍ୟବହାର କରିବା ପରେ ଆପଣଙ୍କ ଦାନ୍ତ ପୁରା ଧଳା ହୋଇଯିବ । ଦାନ୍ତ ଜନିତ ସମସ୍ତ ସମସ୍ୟା ଦୂର ହେବ , ଆପଣ ଏହାକୁ ନିୟମିତ ଭାବରେ ବ୍ୟବାହର କଲେ ଆପଣଙ୍କ ଦାନ୍ତ ଜନିତ ସମସ୍ୟା କେବେ ରହିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।