ଦେଖନ୍ତୁ ଭିଡ଼ିଓ : ମାତ୍ର ୪ ବର୍ଷର ପିଲା ମୃଦଙ୍ଗ ବଜଉଛି ଦେଖିଲେ ମୁଣ୍ଡରେ ହାତ ଦେଇଦେବେ….ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ଆଜିକାଲିର ଲୋକମାନେ ନିଜର ପିଲାଙ୍କ ଭବିଷ୍ୟତ କୁ ନେଇ ସଚେତନ ହୋଇଥାନ୍ତି। ସେଥିପାଇଁ ପାଇଁ ପିଲାମାନ ନିଜର ଭବିଷ୍ୟତ କିପରି ଗଠନ ହୋଇ ପାରିବ ଶିକ୍ଷା ଦେବାରେ ଲାଗି ପଡିଛନ୍ତି। ସବୁ ପିତା ମାତା ଚାହାଁନ୍ତି ତାଙ୍କ ପିଲା କିପରି ଆଗକୁ ଯିବ ସେଥିପାଇଁ ସେମାନେ ଅନେକ ପରିଶ୍ରମ କରିଥାନ୍ତି। କିନ୍ତୁ ଆଜିକାଲିର ଛୋଟ ପିଲାମାନେ ଏତେ ସ୍ମାର୍ଟ ହେଲେଣି, ଯେଉଁ କାମ ବଡ ଲୋକ କରି ପାରୁନାହାନ୍ତି ତାହା ଛୋଟ ପିଲା କରି ଦେଖାଉଛନ୍ତି। ସେମାନଙ୍କର ଟେଲେଣ୍ଟ୍ ଦେଖି ବଡ଼ ବଡ଼ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ତୁଳସୀ ଦୁଇ ପତ୍ରରୁ ବାସିଲା ପରି, ଯେଉଁ ପିଲାଙ୍କ ମଧ୍ୟରେ ଟେଲେଣ୍ଟ୍ ଥାଏ ତାହା ଜଣା ପଡିଯାଇଥାଏ।

ବେଳେବେଳେ ଦେଖିବା ପାଇଁ ମିଳେ ଯେ ଯେଉଁ କାମ ବଡ ଲୋକମାନେ କରିପାରୁନାହାନ୍ତି କିନ୍ତୁ ତାହା ଛୋଟ ପିଲା କରିପାରନ୍ତି। ଦେଖା ଯାଏ ଯେ ଅନ୍ୟ ପିଲାମାନଙ୍କ ଠାରୁ ସେମାନେ ଭିନ୍ନ ହୋଇଥାନ୍ତି। ନିଜ ବୟସର ପିଲା ମାନଙ୍କ ଠାରୁ ବୁଦ୍ଧିରେ ପ୍ରଖର ହୋଇଥାନ୍ତି, ଏହା ମଧ୍ୟ କୁହାଯାଇପାରେ ଯେ, ନିଜ ନିଜ ଦକ୍ଷତାରେ ସେମାନଙ୍କ ନିକଟରେ ବ୍ୟକ୍ତିଗତ ପାର୍ଥକ୍ୟ ଦେଖା ଯାଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଛୋଟ ପିଲାର ଟାଲେଣ୍ଟ ବିଷୟରେ କହିବୁ, ଯାହାକି ଜଣେ ୪ ବର୍ଷର ବାଳକ ଏଭଳି ଭାବରେ ମୃଦଙ୍ଗ ବଜାଉଛି ଯାହା କୌଣସି ବଡ଼ ଲୋକ ମଧ୍ୟ କରିପାରିବେ ନାହିଁ। ତେବେ ବର୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ତେବେ ଆସନ୍ତୁ ଏହି ଛୋଟ ବାଳକଟି ବିଷୟରେ ଜାଣିବା।

ତେବେ ବନ୍ଧୁଗଣ ଏହି ଭାଇରାଲ ହେଉଥିବା ଭିଡିଓ ଟିରେ ଛୋଟ ପିଲାଟି ଜେଜେଙ୍କ ଦଶକାଠିଆ ତାଳେ ତାଳେ ମୃଦଙ୍ଗ ବଜାଉଛି। ଆପଣମାନେ ଛୋଟ ପିଲାଟିର ବୟସ ଜାଣିଲେ ମୁଣ୍ଡରେ ହାତ ଦେବେ, ଏହି ଛୋଟ ପିଲାଟିର ବୟସ ହଉଛି ମାତ୍ର 4ବର୍ଷ। ପଣନ୍ତୁ ବଡଲୋକଙ୍କ ଠାରୁ ଵୀ କମ ନୁହେଁ। ସାଧାରଣତଃ ମୃଦଙ୍ଗ ବଜାଇବା ପାଇଁ ଲୋକଙ୍କୁ ବର୍ଷ ବର୍ଷ ଲାଗିଯାଇଥାଏ କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି କି ଯେ ଏତେ କମ ବୟସରୁ ନିଜର କୁନି କୁନି ହାତରେ ମୃଦଙ୍ଗ ବଜାଇବା ସତେ ଯେମିତି କୌଣସି ଦୈବୀକ ଗୁଣ ରହିଛି।କେହି କେହି କହୁଛି ଭଗବାନଙ୍କ ଦାନ ବା ଗଡ଼ ଗିଫ୍ଟଏଡ଼।

କାରଣ ଏତେ କମ ବୟସରୁ ମୃଦଙ୍ଗର ତାଳେ ତାଳେ ପିଲାଟି ଯେଉଁ ଭଳି ଭାବରେ ପାଦ ପକାଉଛି ଯେପରି ପ୍ରଫ୍ରେସାନଲ ମୃଦଙ୍ଗ ବାଦକ ପାଦ ପକେଇଛନ୍ତି, ପିଲାଟି ଠିକ ସେହି ପରି ପାଦ ପକାଉଛି। ଶୁଣାଯାଉଛି ଯେ ଏହି ଭଳି ମୃଦଙ୍ଗ ବଜେଇବା ପଛରେ ତାଙ୍କ ଅଜାଙ୍କର ହାତ ରହିଛି। ତେବେ ବନ୍ଧୁଗଣ ଏହି ଭଳି ଭିଡିଓ ଟି ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଖୁବ ଜୋରରେ ଭାଇରଲ ହବାରେ ଲାଗିଛି। ଲକ୍ଷା ଧିକ ଲୋକ ଏହାକୁ ଲାଇକ କରୁଛନ୍ତି ଏବଂ ସେୟାର ମଧ୍ୟ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।