ମାତ୍ର 6 ଖଣ୍ଡ ଇଟାରେ ( EITA ) ରେ ଯୁବତୀ ବନିଲେ ଚୁଲା ” CHULHA ” ତା’ ପରେ ହଠାତ୍ ଯାହା ହେଲା…

ଆଜିର ଦିନରେ ସୋସିଆଲ ମିଡ଼ିଆର ଚାହିଦା ଖୁବ୍ ଅଧିକ।ସୋସିଆଲ ମିଡିଆ ଯୁଗରେ ଏବେ କୌଣସି ଖବର ଲୋକଙ୍କ ଦୃଷ୍ଟିରୁ ଅଛପା ହୋଇ ରହୁ ନାହିଁ। ଗୋଟିଏ ଛୋଟ ଖବର ହେଲେ ବି ନିମିଷକ ରେ ତାହା ଚାରିଆଡ଼େ ପ୍ରଘଟ ହୋଇ ଯାଉଛି। ତେବେ ଆପଣ ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଖବର ସଂସ୍ପର୍ଶ ରେ ଆସୁଥିବେ। ଏ ସବୁ ଭିଡ଼ିଓ ଆମକୁ ମନୋରଞ୍ଜନ ଯୋଗାଇବା ସହ ଏଥିରୁ କିଛି ଶିଖିବା ପାଇଁ ମଧ୍ୟ ମିଳିଥାଏ।

ତେବେ ଆପଣ ମାନେ ଜାଣିଥିବେ କି ଆଜିର ଆଧୁନିକ ଯୁଗରେ ସବୁ କିଛି ଧିରେ ଧିରେ ବଦଳିବା ରେ ଲାଗିଛି। ଲୋକଙ୍କ ରହିବା ଠାରୁ ଆରମ୍ଭ କରି ଖାଦ୍ୟ ପେୟ ସବୁ କିଛିରେ ପରିବର୍ତ୍ତନ ଆସିଛି। ଆଗ କାଳରେ ଘରେ ରନ୍ଧା କାର୍ଯ୍ୟ ପାଇଁ ମାଟିରେ ତିଆରି ଚୁଲି ତଥା ମାଟି ତିଆରି ପାତ୍ର ବ୍ୟବହାର କରା ଯାଉଥିଲା। କିନ୍ତୁ ବର୍ତ୍ତମାନ ଏହା ବଦଳରେ ଗ୍ୟାସ୍ ଚୁଲା ସହ ଷ୍ଟିଲ୍ ତଥା ନନ୍-ଷ୍ଟିକ୍ ବାସନ କୁସନର ବ୍ୟବହାର କରା ଯାଉଛି।ଏବେ ଆଧୁନିକତାର ସ୍ପର୍ଶ ରେ ଏ ସବୁ ଧିରେ ଧିରେ ଲୋପ ପାଇବାକୁ ବସିଲାଣି। ଲୋକେ ମାଟି ନିର୍ମିତ ପାତ୍ର ବ୍ୟବହାର କରିବା ବଦଳରେ ଅତ୍ୟାନୁଧିକ ସାମଗ୍ରୀ ର ବ୍ଯବହାର କରୁଛନ୍ତି।

ତେବେ ଆପଣ ମାନେ ଜାଣି ଥିବେ କି ରନ୍ଧା କାର୍ଯ୍ୟ ପାଇଁ ପ୍ରାଚୀନ କାଳ ରୁ ମାଟି ରେ ନିର୍ମିତ ଚୁଲି ରେ ଲୋକେ ରୋଷେଇ କରି ଖାଉଥିଲେ।ତେବେ ଆଜି ର ଦିନରେ ଆଉ ମାଟି ରେ ନିର୍ମିତ ଚୁଲି ର ବ୍ଯବହାର ଧିରେ ଧିରେ କମ ହେବାକୁ ଲାଗିଲାଣି। ମାଟି ରେ ନିର୍ମିତ ଚୁଲି ରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଗ୍ୟାସ ଚୁଲା ରେ ରନ୍ଧା ଯାଉଥିବା ଖାଦ୍ୟ ଠାରୁ ଅଧିକ ସ୍ୱାସ୍ଥ୍ୟକର ଏବଂ ସ୍ଵାଦିଷ୍ଟ ମଧ୍ୟ। ଏହି ଚୁଲି ବନାଇବା ମଧ୍ୟ ଖୁବ୍ ସହଜ। ତେବେ ଆପଣ ମାନେ ଖୁବ୍ ସହଜରେ ଏହି ଚୁଲି ବନାଇ ପାରିବେ।

ନିକଟରେ ଏକ ଭିଡିଓ ସୋସିଆଲ ମିଡ଼ିଆ ବେଶ୍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ଯୁବକ ଅତି ସୁନ୍ଦର ଭାବେ ନିଜ ହାତରେ ପ୍ରାଚୀନ କାଳର ସେହି ମାଟି ନିର୍ମିତ ଚୁଲି ତିଆରି କରିଛନ୍ତି ଯାହା ଖୁବ୍ ସୁନ୍ଦର୍ ହୋଇଛି। ଏଥିରେ କେବଳ ଇଟା ଏବଂ ମାଟି କାଦୁଅ ବ୍ଯବହାର କରା ଯାଇଛି।ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶଭା ଇରାଲ ହେବାରେ ଲାଗିଛି ଯାହାକି ଦର୍ଶକ ମାନଙ୍କୁ ବହୁ ମାତ୍ରାରେ ପସନ୍ଦ ଆସିଛି। ତେବେ ଆପଣ ମଧ୍ୟ ଏହି ଭିଡିଓ ଦେଖି ଘରେ ନିଜେ ଏହାକୁ ତିଆରି କରି ପାରିବେ। ତେବେ ଦେଖନ୍ତୁ ଏହି ଭିଡିଓ ଏହା ଆପଣଙ୍କୁ ବେଶ୍ ପସନ୍ଦ ଆସିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment