ହଁ ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ସବୁବେଳେ ଭାଇରାଲ ହେବାକୁ ଲାଗିଥାଏ | ଆଉ ସେହି ଭାଇରାଲ ଭିଡ଼ିଓ ଗୁଡିକ ମଧ୍ୟରେ କିଛି ଏମିତି ଭିଡ଼ିଓ ଥାଏ ଯାହା କୁ ଦେଖିଲେ ଆମକୁ କିଛି ଶିଖିବାର ଇଚ୍ଛା ଆଉ ଆଗ୍ରହ ମଧ୍ୟ ବଢିବାକୁ ଲାଗିଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ସେମିତି କିଛି ଶିଖିବାର ଜିନିଷ ଦେଖିବାକୁ ମିଳିଛି | ଆଉ ଦିଆସିଲି ଖୋଳ ରୁ କେଉଁ ଭଳି ଭାବରେ ସୁନ୍ଦର ହେଲିକପ୍ଟର ବନେଇ ହେଉଛି ତାହା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆବଶ୍ୟକୀୟ ଉପକରଣ :-ଦିଆସିଲି ଖୋଳ, ବ୍ୟାଟେରୀ, ଛୋଟ ପଙ୍ଖା, ତାର, ଛୋଟ ବୋ୍ଲବ, ରିମୋର୍ଟ, ଛୋଟ ମଟର
ପ୍ରସ୍ତୁତି ପ୍ରଣାଳୀ :-ଛୋଟ ଦିଆସିଲି ଖୋଳ ରୁ ଆମେ ମାନେ ଅତି ସହଜରେ କମ ସମୟ ଭିତରେ ସୁନ୍ଦର ଦିଆସିଲି ଟିକୁ ବନେଇ ପାରିବା | ଆଉ ଏଥିପାଇଁ ଆମକୁ ଆବଶ୍ୟକ ପଡ଼ିବ ତାହା ହେଉଛି ଗୋଟିଏ ଦିଆସିଲି ଖୋଳ କୁ ନେଇକି ତାହାର ଭିତରେ ଗୋଟିଏ ତାର ସାହାଯ୍ୟ ରେ ବ୍ୟାଟେରୀ ର ସଂଯୋଗ କରିବା |ଆଉ ତାହା ପରେ ସେହି ବ୍ୟାଟେରୀ ସହିତ ଛୋଟ ବୋଲବ କୁ ଯୋଡିବା ଆଉ ତାହାକୁ ଆମେ ମାନେ ଦିଆସିଲି ଖୋଳ ଭିତରେ କଣା କରି ରଖିବା |
ତାହା ପରେ ଦିଆସିଲି ଖୋଳ ଉପରେ କଣା କରି ତାର ସାହାଯ୍ୟ ରେ ଗୋଟିଏ ଛୋଟ ପଙ୍ଖା ଯୋଡିବା ଆଉ ସେହି ପଙ୍ଖା କୁ ଦିଆସିଲି ଖୋଳ ଭିତରେ ଥିବା ମଟର ସହିତ ଯୋଡିବା | ଆଉ ତାହା ପରେ ଦିଆସିଲି ଖୋଳ ର ତଳେ ଦୁଇଟି ଚକ ମଧ୍ୟ ଲଗାଇ ପାରିବା ଯେଉଁ ଭଳି ଭାବରେ ଦିଆସିଲି ଭିତରେ ଥିବା ବ୍ୟାଟେରୀ ସହିତ ରିମୋର୍ଟ ର କୋନେକ୍ସନ କରିଥିବ | ଆଉ ତାହା ପରେ ରିମୋର୍ଟ କୁ ଦେଖାଇଲେ ସୁନ୍ଦର ଭାବରେ ଦିଆସିଲି ଖୋଳ ଟି ଗଡ଼ିବା ପାଇଁ ଲାଗିବ ବୋଲି କୁହାଯାଉଛି |
ତେବେ ଏହି ପ୍ରୋସେସ ରେ ଆମେ ଅତି ସହଜ ରେ କମ ସମୟରେ ନିଜର ଅଳ୍ପ ବୁଦ୍ଧି କୁ ଖଟାଇ ଦିଆସିଲି ଖୋଳ ରେ ହେଲିକପ୍ଟର ବନେଇ ପାରିବା | ଯାହା ପିଲାମାନଙ୍କର ପ୍ରୋଜେକ୍ଟ ପାଇଁ ମଧ୍ୟ ସାହାଯ୍ୟ କରିଥାଏ | ଆଉ କମ ଖର୍ଚ୍ଚ ରେ ଆମେ ଏହି ଭଳି ଏକ ସୁନ୍ଦର ଉପାୟ କୁ ବ୍ୟବହାର କରି ପାରିବା ବୋଲି କୁହାଯାଉଛି | ଆଉ ଏହି ଭଳି ପ୍ରୋଜେକ୍ଟ କରିବା ଦ୍ୱାରା ପିଲାମାନଙ୍କର ମଧ୍ୟ ଆଇଡ଼ିଆ ବଢିଥାଏ ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।