ମାତ୍ର ୫ ଖଣ୍ଡ ଇଟାରେ ( Eita ) ରେ ଯୁବତୀ ବନିଲେ ଚୁଲା ” chulha ” ତା’ ପରେ ହଠାତ୍ ଯାହା ହେଲା…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ଖୁସି ହୋଇଯିବେ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ କିଛି ନୂଆ ଟେକ୍ନିକ ଜାଣି ପାରିବେ ଯାହା ଆପଣ ମାନଙ୍କୁ ଆଗକୁ ଯିବାକୁ ସାହାଯ୍ୟ କରିବ ବୋଲି ମଧ୍ୟ କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଚୁଲ୍ଲା ପ୍ରସ୍ତୁତ କରିବା ର ଅତି ସହଜ ଓ ସରଳ ଟେକ୍ନିକ ବିଷୟରେ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆଉ ଯାହା କୁହାଯାଉଛି କି ଚୁଲ୍ଲା ପ୍ରସ୍ତୁତି କରିବା ପାଇଁ ଆପଣ ମାନଙ୍କୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି ଇଟା ର | ଆଉ ମାଟି ର ଆବଶ୍ୟକତା ମଧ୍ୟ ରହିଛି କାରଣ ଆମେ ଚୁଲ୍ଲା ପ୍ରସ୍ତୁତ ପାଇଁକି ସିମେଣ୍ଟ ବଦଳରେ ମାଟି ସାହାଯ୍ୟ ରେ ଇଟା ଗୁଡିକୁ ସୁନ୍ଦର ଭାବରେ ବସାଇବୁ ଓ ଚୁଲ୍ଲା ପ୍ରସ୍ତୁତ କରିବୁ | ଆଉ ସେଥିପାଇଁ ଆପଣ ଙ୍କୁ ପ୍ରଥମେ ଚଟାଣ ରେ ଇଟା ବିଛାଇ ଦେବାକୁ ପଡିବ | ତାହା ପରେ ଆପଣ ମାନେ ଇଟା କୁ ବର୍ଗକାର ଆକୃତି ରେ ବସାଇବେ ଆଉ ଜାଳେଣୀ କୁ ଭରିବା ଓ଼ଇଁ ଗୋଟିଏ ପାଖକୁ ଫାଙ୍କା ରଖିବା ପାଇଁ ମଧ୍ୟ କୁହାଯାଉଛି |

ତାହା ପରେ ଆପଣ ମାନେ ସେହି ଚୁଲ୍ଲା ପାଇଁ ସହଜରେ କମ ଖର୍ଚ୍ଚ ରେ ପ୍ରସ୍ତୁତ କରି ପାରିବେ | ଆଉ ସେଥିପାଇଁ ଆପଣ ଙ୍କୁ ବର୍ଗକାର ଭାବରେ ବସାଇବା ପାଇଁ ପଡିବ ଇଟା ଆଉ ଗୋଟିଏ ଇଟା ବସାଇ ତାହା ଉପରେ ସିମେଣ୍ଟ ଭଳି ଆବରଣ ଦେବେ ଆଉ ପୁଣି ଗୋଟିଏ ଇଟା ବସାଇବେ ବୋଲି ମଧ୍ୟ କୁହାଯାଉଛି |ଚାଉଳ ତାହା ପରେ ଆପଣ ମାନେ ଏକ ପ୍ଲେଟ ସାହାଯ୍ୟ ରେ ଇଟା ରେ ଫାଙ୍କା ଥିବା ସ୍ଥାନକୁ ଯୋଡିବା କଥା କୁହାଯାଉଛି | ଆଉ ତାହା ସହିତ ମାଟି ରେ କାଦ ପ୍ରସ୍ତୁତ କରିକି ଇଟା ରେ ପ୍ଳାଷ୍ଟର କରିବେ ବୋଲି କୁହାଯାଉଛି |

ତାହା ସହିତ କୁହାଯାଉଛି କି ଏହି ପ୍ରସ୍ତୁତ କରିଥିବା ଚୁଲ୍ଲା କୁ ଦୁଖିବା ପାଇଁ ଦୁଇଦିନ ଛାଡି ଦେବା ଆବଶ୍ୟକ ରହିଛି | ଆଉ ଚୁଲ୍ଲା ଟି ଶୁଖିଗଲା ପରେ ଆପଣ ମାନେ ସେଥିରେ ରୋଷେଇ ପାଇଁ ବ୍ୟବହାର କରି ପାରିବେ | ତେବେ ଏହି ଉପାୟ ରେ ଟଙ୍କା ଖର୍ଚ୍ଚ ନାହିଁ ତାହା ସହିତ ଏହି ଚୁଲ୍ଲା ମଧ୍ୟ ଅଳ୍ପ ସମୟରେ ପ୍ରସ୍ତୁତ କରାଯାଇ ପାରିବ | ତେବେ ଏହି ଟେକ୍ନିକ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment