ମେୟରଙ୍କ_କଡା_ଚେତାବନୀ… ଟୋପାଏ ପାଣି ଯଦି ରାସ୍ତାକୁ ଆସିବ ,ତମ ଘର ଆଗରେ ଟ୍ରକ ଟ୍ରକ ମଇଳା ଗଦେଇବି… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଅନେକ ସମୟରେ ଏମିତି ସବୁ ଘଟଣା ନଜରକୁ ଆସିଥାଏ ଯାହାକୁ ଦେଖିବା ପରେ ସମସ୍ତେ ଚମକି ପଡି ଥାନ୍ତି।।ବିଭିନ୍ନ ସମୟରେ ଖାଦ୍ୟ,ପାନୀୟ ସମସ୍ୟା ସହିତ ବାସ ଗୃହ ସମସ୍ୟା ଓ ପରିବେଶ ର ବିଭିନ୍ନ ସମସ୍ୟା କୁ ଅଭିଯୋଗ ଆଣି ଥାନ୍ତି। ଏବେ ଏଠାରେ ରାସ୍ତା ଉପରେ ଖରାପ ପାଣି କୁ ମେୟର ଯାହା କହିଲେ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଏକ ଭିଡ଼ିଓ କୁ ଦେଖିବାକୁ ମିଳିଛି ଯେଉଁଠି ମେୟର ପୁଣି ଚର୍ଚ୍ଚା କୁ ଆସିଛନ୍ତି।

ଏହି ଘଟଣା ଟିରେ ଯାହା ନଜରକୁ ଆସିଛି ତାହା ଅନେକ ଲୋକ ମଧ୍ୟ ପ୍ରଶଂସା ମଧ୍ୟ କରିଛନ୍ତି। ଆଉ ଏବେ ଘଟଣା ଟି ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି ହୋଇ ଯାଇଛି। ବିଭିନ୍ନ ସମୟରେ ଅଧିକାଂଶ ସ୍ଥାନରେ ଦେଖା ଯାଇଥାଏ ଯେ ପାଣି, ଖାଦ୍ୟ ସମସ୍ୟା ହେଲେ ଏବେ ଏଠାରେ ନାଳ ନର୍ଦମା ବା ଡ୍ରେନେଜ କୁ ସମସ୍ୟା ବଡ଼ ଉପୁଜିଛି। ଏବେ ଏଠାରେ ଭୁବନେଶ୍ୱର ମେୟର ନଜରକୁ ଆସିଛି ଯାହା ଆପଣ ମାନେ ମଧ୍ୟ ଦେଖିଥିବେ। ଆଉ ଏବେ ଏହି ଘଟଣା ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଛି।

ଆଉ ଏବେ ରାଜଧାନୀ ନିକଟରେ ବଡ଼ ସମସ୍ୟା ଅନେକ ସମୟରେ ଲୋକ ଲୋଚନ କୁ ଆସିଥାଏ ଯାହା ଆପଣ ମାନେ ମଧ୍ୟ ଦେଖିଥିବେ। ଆଉ ଏବେ ପୁଣି ଥରେ ଭୁବନେଶ୍ୱର ମେୟର ଚର୍ଚ୍ଚା କୁ ଆସିଛନ୍ତି ଯାହା ଆପଣ ମାନେ ଏଠାରେ ଦେଖିଥିବେ। ଏଠାରେ କୌଣସି ଏକ ସ୍ଥାନରେ ଡ୍ରେନେଜ ବ୍ୟବସ୍ଥା କୁ ନେଇ ଭୁବନେଶ୍ୱର ର ମେୟର ଏମିତି କିଛି କହିଛନ୍ତି ଯାହାକୁ ଶୁଣିବା ପରେ ଆପଣ ମାନେ ମଧ୍ୟ ଚମକି ପଡିବେ। ଏବେ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି ଯାହା ଆପଣ ମାନେ ଦେଖିବାକୁ ପାଇଥିବେ।ଏହିଠାରେ ଜାଣିବାକୁ ମିଳିଛି କୌଣସି ଏକ ବ୍ୟକ୍ତି ନିଜ ଘରର ସବୁ ପାଣି ରାସ୍ତା ଉପରକୁ ଛାଡିବାକୁ ନେଇ ବିବାଦ ଉଠୁଛି। ଆଉ ଏବେ ତାଙ୍କର ସେହି ଖରାପ ପାଣି କୁ ନିଜ ଟାଙ୍କି ଭିତରକୁ ଛାଡିବା ବଦଳ ରେ ରାସ୍ତା ଉପରକୁ ଛାଡିଛନ୍ତି ଯାହାକୁ ନେଇ ମେୟର ଚେତାବନୀ କରି ଦେଇଛନ୍ତି।

ଆଉ ଏମିତି ସମସ୍ୟା ଅନେକ ସମୟରେ ନଜରକୁ ଆସିଥାଏ ଯାହା ଆପଣ ମାନେ ମଧ୍ୟ ଆଗରୁ ଦେଖିଥିବେ। ଏହି ଡ୍ରେନେଜ ପାଇଁ ଅନେକ ସମୟରେ ବିବାଦ ମଧ୍ୟ ଉପୁଜୁଥିଲା ଯାହା ସମାଧାନ ହୋଇ ଯାଇଥାଏ। ହେଲେ ଏଠାରେ ମେୟର ପହଂଚିବା ପରେ ଏମିତି କିଛି ବୟାନ ଦେଲେ ଯାହାକୁ ନେଇ ଏବେ ଚର୍ଚା କୁ ଆସିଛନ୍ତି। ସେ କହିଲେ ଯେ “ଟୋପେ ପାଣି ଯଦି ରାସ୍ତା କୁ ଆସିବ ତେବେ ତମ ଘର ଆଗରେ ଟ୍ରକ ଟ୍ରକ ମଇଳା ଗଦେଇବି”। ଆଉ ସେଠାରେ କିଛି ଲୋକ ମଧ୍ୟ କହିଛନ୍ତି ଯେ ଆଗରୁ କେତେ ସମସ୍ୟା ହୋଇଛି ହେଲେ ସମାଧାନ ହୋଇ ନାହିଁ ଏବେ ଅଭିଯୋଗ ଆଣିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment