ଦେଖନ୍ତୁ Video Call : ମେଡିକାଲ ଯାଉଛି କହି ସ୍ତ୍ରୀ ତପସ୍ବିନୀଙ୍କୁ ଛାଡି ଫେରାର ହେଲେ ସୁମିତ, ଦେଖନ୍ତୁ Viral ଭିଡ଼ିଓ…

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ନୂଆ ନୂଆ ତଥ୍ୟ ଶୁଣିବା ପାଇଁ ମିଳିଥାଏ। ମଣିଷ ଜୀବନ ଅନେକ ପରିସ୍ଥିତି ଦେଇ ଗତି କରିଥାଏ। ଏମିତି କୌଣସି ମଣିଷ ନାହିଁ ଜୀବନରେ କେବେ କୌଣସି ସମସ୍ୟା ଆସିନଥାଏ। ବର୍ତ୍ତମାନର ଆଧୁନିକ ସମାଜରେ ଅନେକ ଘଟଣା ଦେଖିବା ପାଇଁ ମିଳିଥାଏ। ଏସବୁ ବ୍ୟତୀତ ପାରିବାରିକ କଳହ ଏକ ବିରାଟ ସମସ୍ୟା ଭାବରେ ମୁଣ୍ଡ ଟେକିଛି। ବିଶେଷ କରି ଆଜି କାଲି ଯୁବକ ଯୁବତୀ ମାନେ ଭଲ ପାଇ ବିବାହ କରୁଛନ୍ତି। ଯଦି ନିଜ ପସନ୍ଦର ବିବାହ ଯେତେବେଳେ ହୋଇଥାଏ ଶାଶୂ ଶ୍ୱଶୁର ପସନ୍ଦ କରନ୍ତି ନାହିଁ। ଏହା ପରେ ଆରମ୍ଭ ହୋଇଯାଏ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିଭିନ୍ନ ପ୍ରକାର ସମସ୍ୟା। ଏଭଳି ଅନେକ ଘଟଣା ସମାଜରେ ଦେଖିବା ପାଇଁ ମିଳୁଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଆମ ଓଡ଼ିଶାରେ କିଛି ଦିନ ଧରି ତପସ୍ୱିନୀ ଦାସ ଏବଂ ଡାକ୍ତର ସୁମିତ ସାହୁଙ୍କ ଘଟଣା ଏକ ବଡ଼ ଖବର ଆସି ପହଁଚିଛି। ତେବେ ଘଟଣାଟି ହେଉଛି ସୁମିତ ବର୍ତ୍ତମାନ ହୋଇଛି ଫେରାର;

ସୂଚନା ଅନୁସାରେ, ଓଡ଼ିଶାରେ ବର୍ତ୍ତମାନ ଗୋଟିଏ ଖବରକୁ ନେଇ ଚର୍ଚ୍ଚା ଜୋର ସୋର ଭାବରେ ଲାଗି ରହିଛି। ତପସ୍ୱିନୀ ଦାସ ଓ ଡାକ୍ତର ସୁମିତ ସାହୁଙ୍କ ଘଟଣାକୁ ନେଇ ଚାରି ଆଡ଼େ ଶୁଣିବା ପାଇଁ ମିଳୁଛି। ଆପଣ ମାନେ ଜାଣିଥିବେ କୋର୍ଟ ସେହି ଦୁଇ ଜଣଙ୍କୁ ଚିନିଶିଳ୍ପ ନୂଆଁ ଗାଁ ର ଗେଷ୍ଟ ହାଉସରେ ଏକାଠି ହୋଇ ରହିବେ ବୋଲି କୋର୍ଟ ନିଷ୍ପତ୍ତି ଦେଇଥିଲେ। ସେ ଦୁଇ ଜଣଙ୍କୁ ପରିବାର ଲୋକ ମାନେ, ବନ୍ଧୁ ବାନ୍ଧବ ଓ ଓକିଲ ଏଭଳି କେହି ହେଲେ ବି ଦେଖା କରି ପାରିବେ ନାହିଁ।

ତେବେ କିନ୍ତୁ ସେମାନେ ରହିବାର କୋର୍ଟ ନିର୍ଦେଶରେ ଅବଧି ସରି ଯାଇଛି। କିନ୍ତୁ ପୁଣି କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ସମସ୍ତ ପରିବାର ଲୋକ ମାନେ ଓ ପରିଜନ ଲୋକ ମାନେ ସେ ଦୁଇ ଜଣଙ୍କୁ ଦେଖା କରି ପାରିବେ ବୋଲି କହିଛନ୍ତି। କିନ୍ତୁ ବର୍ତ୍ତମାନ ଏକ ବଡ଼ ଖବର ଶୁଣିବା ପାଇଁ ମିଳୁଛି। ତେବେ ଡକ୍ଟର ସୁମିତ ମେଡ଼ିସିନ ବାହାନା କରି ମେଡିକାଲକୁ ମେଡ଼ିସିନ ପାଇଁ ଯାଇ ଥିଲେ। ସେ ଯିବା ପରେ ତାଙ୍କ ପତ୍ନୀ ତପସ୍ୱିନୀ ଦାସ ତାଙ୍କୁ ଫୋନ କରିଥିଲେ କିନ୍ତୁ ତାଙ୍କର ଫୋନ ଲାଗି ନଥିଲା।

ତେବେ ସେଥିପାଇଁ ଯୁବତୀ ଜଣଙ୍କ ବ୍ୟସ୍ତ ବିବ୍ରତ ହୋଇ ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟକୁ ଫୋନ କରି ତାଙ୍କ ସ୍ୱାମୀଙ୍କ ବାବଦରେ ଜାଣିବା ପାଇଁ ଚେଷ୍ଟା କରିଥିଲେ। ମେଡ଼ିକାଲ କର୍ତ୍ତୃପକ୍ଷ କହିଥିଲେ ଯେ, ତାଙ୍କ ସ୍ୱାମୀ ସେଠାରେ ନାହାଁନ୍ତି ଏହା ଶୁଣି ଯୁବତୀ ଜଣଙ୍କ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇ ଥିଲେ। କିନ୍ତୁ ଡାକ୍ତର ସୁମିତ ସାହୁ ବର୍ତ୍ତମାନ ଫେରାର ଅଛନ୍ତି ବୋଲି ଶୁଣିବା ପାଇଁ ମିଳୁଛି। ତେବେ ସେ ଏଭଳି କାହିଁକି କରିଛନ୍ତି ତାହା ବର୍ତ୍ତମାନ ସ୍ପଷ୍ଟ ହୋଇ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।