ଆମେ ଜାଣିଛୁ କି ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ଗତି ଵିଧି ଆଉ ଚଳନ କୁ ନେଇକି ବ୍ୟକ୍ତି ର ଭାଗ୍ୟ ଫଳ ନିର୍ଧାରିତ ହୋଇଥାଏ | ତେବେ ଆମର ଜନ୍ମ ସହିତ ଆମର ରାଶି ର ମଧ୍ୟ ସଂଯୋଗ ରହିଥାଏ, ଆଉ ଯାହା ସାହାଯ୍ୟ ରେ ଆମ ର ଭୟ ଫଳ କୁ ଆମେ ନିର୍ଣ୍ଣୟ କରିଥାଉ ବୋଲି କୁହାଯାଇଥାଏ | ତେବେ ଆଜି ଆମେ ଆଲୋଚନା କରିବା ଦୁଇଟି ରାଶି ବିଷୟରେ ତାହା ହେଉଛି ମେଷ ରାଶି ର ବ୍ୟକ୍ତି ଓ ଅନ୍ୟ ଟି ହେଉଛି କୁମ୍ଭ ରାଶିର ବ୍ୟକ୍ତି ବିଶେଷ ଙ୍କ ବିଷୟରେ @| ତେବେ ଏହି ଦୁଇଟି ରାଶି ଭିତରେ କେଉଁ ରାଶିର ବ୍ୟକ୍ତି ଙ୍କର ଭାଗ୍ୟ ଅଧିକ ମୋଜଭୁତ ହୋଇଥାଏ ଆସନ୍ତୁ ଜାଣିବା |ତେବେ ପ୍ରଥମେ ଆମେ ନଜର ପଳାଇବା ମେଷ ରାଶି ବିଷୟରେ |
ମେଷ ରାଶି :-
ତେବେ ଯାହା କୁହାଯାଉଛି କି ମେଷ ରାଶିର ବ୍ୟକ୍ତି ଙ୍କ ଉପରେ ମଙ୍ଗଳ ଗ୍ରହର ଶୁଭ ଦୃଷ୍ଟି ସବୁବେଳେ ରହିଥାଏ | ଆଉ ଆମେ ଜାଣିଛି ମଙ୍ଗଳ ଗ୍ରହ ର ଶୁଭ ପ୍ରଭାବ ଯେଉଁ ରାଶି ମାନଙ୍କ ଉପରେ ପଡିଥାଏ ସେମାନେ ସେମାନଙ୍କର ଜୀବନରେ ବହୁତ ଆଗକୁ ଯିବାକୁ ଲାଗିଥାନ୍ତି | ଆଉ ସେମାନଙ୍କର ବହୁତ ଉନ୍ନତି ମଧ୍ୟ ହୋଇଥାଏ | ସମସ୍ତ କାର୍ଯ୍ୟ ରେ ଏହି ମେଷ ରାଶିର ବ୍ୟକ୍ତି ମାନେ ଉପରେ ରହିଥାନ୍ତି ଓ ସେମାନଙ୍କ ଉପରେ ସମସ୍ତଙ୍କର ଆଶୀର୍ବାଦ ମଧ୍ୟ ରହିଥାଏ | କୌଣସି କାର୍ଯ୍ୟ କରିବା ପୂର୍ବରୁ ଏହି ରାଶିର ବ୍ୟକ୍ତି ମାନେ ଶହେ ଥର ଭାବିକି କରିଥାନ୍ତି ଆଉ ଯାହା ଏମାନଙ୍କୁ ଶୁଭ ଫଳ ଦେଇଥାଏ ବୋଲି କୁହାଯାଉଛି |
2-କୁମ୍ଭ ରାଶି :-
ତେବେ କୁହାଯାଉଛି କି ରାଶି ଚକ୍ର ରେ 11 ତମ ରାଶି ହେଉଛି କୁମ୍ଭ ରାଶି | ତେବେ ଯାହା କୁହାଯାଉଛି କି ଏହି ରାଶିର ବ୍ୟକ୍ତି ଙ୍କ ଉପରେ ଶନି ଦେବ ଙ୍କର ବିଶେଷ କୃପା ରହିଥାଏ | ତେବେ ଆମେ ମାନେ ଜାଣିଛୁ କି ଶନିଦେବ ହେଉଛନ୍ତି ନ୍ୟାୟ ର ଦେବତା | ତେଣୁ ଶନି ଦେବ ଙ୍କର କୃପା ଏହି ରାଶିର ବ୍ୟକ୍ତି ଙ୍କ ଉପରେ ବିଶେଷ ଭାବରେ ରହିଥିବାରୁ ଏମାନଙ୍କର ମଙ୍ଗଳ ହୋଇଥାଏ ବୋଲି କୁହାଯାଉଛି |
ତାହା ବ୍ୟତୀତ କୁହାଯାଉଛି କୁ ଏହି କୁମ୍ଭ ରାଶିର ବ୍ୟକ୍ତି ମାନଙ୍କ ର ଆତ୍ମବିଶ୍ୱାସ ବହୁତ ଉଚ୍ଚ ଥାଏ ଯେଉଁଥିପାଇଁ ସେମାନେ ସବୁ ପ୍ରକାରର କାର୍ଯ୍ୟ କୁ କରି ପାରନ୍ତି ଓ ସଫଳତା ମଧ୍ୟ ପାଇଥାନ୍ତି | ଏହା ବ୍ୟତୀତ କୁମ୍ଭ ରାଶିର ବ୍ୟକ୍ତି ମାନେ ଜଣେ ସଚୋଟ ହୋଇ କାର୍ଯ୍ୟ କରିବେ ତାହେଲେ ସେମାନଙ୍କର ଭାଗ୍ୟରେ ସଫଳତା ରହିଛି ବୋଲି କୁହାଯାଉଛି |
ତେବେ ମେଷ ରାଶି ଓ କୁମ୍ଭ ରାଶି ଏହି ଦୁଇ ଟି ରାଶିର ଭାଗ୍ୟ ଭଲ ହୋଇଥାଏ ବୋଲି ଏଠାରେ କୁହାଯାଉଛି | ଯାହା ସେମାନଙ୍କର ଜୀବନରେ ଅନେକ ଉନ୍ନତି କରିଥାଏ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।