ବନ୍ଧୁଗଣ ଆପଣ ଜାଣିଥିବେ ନଅ ଗ୍ରହ ମଧ୍ୟରୁ ଶନିଗ୍ରହ ମୁଖ୍ୟ ଅଟନ୍ତି, ଶନିଦେବ ଥରେ ଯାହା ଉପରେ ତାଙ୍କର କୃପା ଦୃଷ୍ଟି ପକାଇଛନ୍ତି ସେ ବ୍ୟକ୍ତି କମ ପରିଶ୍ରମରେ ଅନେକ ଖୁସି ପାଇଛି |ଶିନିଦେବଙ୍କ ଶୁଭ ଦୃଷ୍ଟି କାରଣରୁ ମନୁଷ୍ୟ ତା ଜୀବନରେ ଅନେକ ସଫଳତା ହାସଲ କରିଥାଏ ଯାହା ସେ କେବେ ସ୍ବପନ ମଧ୍ୟ ଭାବି ନଥାଏ |କିନ୍ତୁ ଶନିଦେବଙ୍କ କୋପ ଦୃଷ୍ଟି ଯେଉଁ ଜାତକ ଉପରେ ପଡେ ସେ ଜୀବନ ସାରା ଦୁଃଖ ଭୋଗ କରିଥାଏ ଏବଂ ସେହି ବ୍ୟକ୍ତି ଜୀବନରେ ସମସ୍ୟା ସର୍ବଦା ଲାଗି ରହିଥାଏ |ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କ ଚଳନ କାରଣରୁଏହି ନବବର୍ଷରେ ଶନିଦେବଙ୍କ କୃପା କେତେକ ରାଶିମାନଙ୍କ ଉପରେ ପଡ଼ିବାକୁ ଯାଉଛି |ଯାହା ଦ୍ଵାରା ସେହି ରାଶିର ବ୍ୟକ୍ତି ମାନଙ୍କ ଭାଗ୍ୟ ଖୋଲିବା ସହିତ ସେମାନେ ସୌଭାଗ୍ୟପ୍ରାପ୍ତି ମଧ୍ୟ କରିବେ |ତେବେ ଆସନ୍ତୁ ଜାଣିବା ଏହି ରାଶିଗୁଡିକ କଣ ଓ ଶନିଦେବଙ୍କ କୃପାରୁ ଏମାନଙ୍କ ଜୀବନରେ କଣ ପରିବର୍ତନ ଆସୁଛି |
ମେଷରାଶି :-ଏହି ମେଷରାଶିର ବ୍ୟକ୍ତିମାନଙ୍କ ଖରାପସମୟ ଏବେ ସରିଆସିଲାଣି, ଏମାନେ ବର୍ତମାନ ଠାରୁ ସେମାନଙ୍କ ଜୀବନରେ ଅନେକ ସଫଳତା ହାସଲ କରିବେ |ଏମାନଙ୍କର ସ୍ୱାସ୍ଥ୍ୟ ଜନିତ ସମସ୍ୟା କିଛି ଦେଖାଯିବ ନାହିଁ, ପରିବାର ଜୀବନରେ ଖୁସିର ବାତାବରଣ ଲାଗି ରହିବ |ଏମାନେ ଶତ୍ରୁ ମାନଙ୍କ ଉପରେ ବିଜୟଲାଭ କରିବେ |
କର୍କଟରାଶି :-ଆଜିଠାରୁ ଏହିରାଶିର ବ୍ୟକ୍ତିମାନଙ୍କ ଜୀବନରେ ସମସ୍ତ ସମସ୍ୟାର ଅନ୍ତଘଟିବ,ଶନିଦେବଙ୍କ କୃପା ଆପଣଙ୍କ ଉପରେ ସଦାସର୍ବଦା ରହିବ ତେଣୁ ଆପଣ ଜୀବନରେ ଅନେକ ସଫଳତା ହାସଲ କରିବା ସହିତ ଉନ୍ନତି ମଧ୍ୟ କରିବେ |ଏହି ସମୟ ଆପଣ ଗୁରୁଜନଙ୍କ ଆଶୀର୍ବାଦ ପାଇବେ, ଯଦି ଆପଣ ଚାକିରୀ କରିଛନ୍ତି ତେବେ ଏହି ସମୟରେ ଆପଣଙ୍କର ପଦନ୍ନତି ହେବାର ସଯୋଗ ରହିଛି |ଏହି ସମୟ ଆପଣଙ୍କ ଅତି ଶୁଖ ଶାନ୍ତିରେ କାଟିବ ଏବଂ ଆପଣ ବହୁତ ଖୁସି ମଧ୍ୟ ରହିବେ |
କନ୍ୟା ରାଶି :-ଆପଣଙ୍କ ପାଇଁ ଆଗକୁ ଆସୁଥିବା ସମୟ ଅତିଶୁଭ ହୋଇଥାଏ, ତେଣୁ ଆପଣ ଆଗାମୀଦିନ ମାନଙ୍କରେ ମନ ଚାହୁଁଥିବା ଚାକିରୀ ପାଇପାରନ୍ତି | ଏହା ସହିତ ଆପଣ ଆଗରୁ ଅଟକି ରହିଥିବା ସମସ୍ତ କାର୍ଯ୍ୟ ଏବେ ସମ୍ପୂର୍ଣ ହେବ ଏବଂ ଆପଣଙ୍କ ଜୀବନରେ ରହିଥିବା ଦୁଃଖକଷ୍ଟ ସବୁ ଶନିଦେବଙ୍କ କୃପାରୁ ଦୂର ହୋଇଯିବ |ଆପଣଙ୍କ ଜୀବନ ଏହି ସମୟ ଆପଣ ବହୁତ ଖୁସିରେ କାଟିବେ |
ମିଥୁନରାଶି :-ଶନିଦେବଙ୍କ କୃପାଦୃଷ୍ଟି ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ସର୍ବଦା ରହିବ ତେଣୁ ଏମାନେ ଜୀବନରେ ଅନେକ ସଫଳତା ପାଇବେ |ବିଶେଷ କରି ବ୍ୟବସାୟୀମାନେ ନିଜ ବ୍ୟବସାୟରେ ଉନ୍ନତି କରିବେ, ଏମାନେ ସମାଜରେ ମାନସନମାନ ପାଇବେ |ସମସ୍ତ କ୍ଷେତ୍ରରେ ଏମାନେ ଲାଭବାନ ହେବେ |
ମକରରାଶି :-ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ଶନିଦେବଙ୍କ ଶୁଭଦୃଷ୍ଟି ରହିବ,ପ୍ରେମ ସମ୍ପର୍କରେ ଥିବା ବ୍ୟକ୍ତି ପ୍ରେମ ବିବାହ କରିପାରନ୍ତି |ଏହି ସମୟରେ ଅନେକ ଉନ୍ନତି ମାର୍ଗ ଖୋଜି ପାଇବା ସହିତ ଆପଣ ଉନ୍ନତି ମଧ୍ୟ କରିବେ, ବନ୍ଧୁବର୍ଗଙ୍କ ସହଯୋଗ ପାଇପାରନ୍ତି |ଏହି ବର୍ଷଟି ଆପଣ ଅତ୍ୟନ୍ତ ଶୁଭମୟ ହେବ |
ତୁଳାରାଶି :-ଏହି ନୂଆ ବର୍ଷରେ ଏହି ରାଶିର ବ୍ୟକ୍ତିମାନେ ଧନ ଲାଭ କରିପାରନ୍ତି,ଏମାନଙ୍କ ପାରିବାରିକ ଜୀବନ ସୁଖ ଶାନ୍ତିରେ କାଟିବ |ଚାକିରୀ କ୍ଷେତ୍ରରେ ସଫଳତା ମିଳିପାରେ ଏହାସହିତ ସାମାଜିକ ସମାନ ବୃଦ୍ଧି ପାଇବ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।