ଆଜି 19.” NOVEMBRE ” ମେଷ ରାଶିର ମାସିକ ରାଶିଫଳ – Maa laxmi କୃପାରୁ ଆଜିଠୁ ବଦଳିବାକୁ ଜାଉଛି ଏହି ସବୁ ରାଶିଙ୍କ ଭାଗ୍ୟ

ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆମ ହିନ୍ଦୁ ଶାସ୍ତ୍ର ରେ ଗ୍ରହ ଆଉ ନକ୍ଷତ୍ର ମାନଙ୍କର ଗତିବିଧି କୁ ଆଧାର କରିକି ମଣିଷ ଜନ୍ମ ହେଲେ ପ୍ରତେକ ଙ୍କୁ ଗୋଟିଏ ରାଶି ଦିଆଯାଇଥାଏ | ଆଉ ସେହି ରାଶି ଅନୁସାରେ ସେମାନଙ୍କର ଭାଗ୍ୟ ନିର୍ଦ୍ଧାରିତ ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ର ରେ ମତ ଦିଆଯାଇଛି | ତେବେ ଅନେକ ରାଶି ମାନଙ୍କ ମଧ୍ୟରୁ ଆଜି ଆମେ ଯାହା ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ମେଷ ରାଶି ବିଷୟରେ | ତେବେ ଏହି ମେଷ ରାଶିର ବ୍ୟକ୍ତି ମାନେ କେଉଁ ସ୍ଵଭାଵଭର ହୋଇଥାନ୍ତି, ଆଉ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କଣ କଣ ସବୁ ପରିବର୍ତ୍ତନ ହୋଇଥାଏ ସେମାନଙ୍କର ସ୍ଵଭାଵ ରେ ଆସନ୍ତୁ ସେ ବିଷୟରେ ଜାଣିବା |

ମେଷ ରାଶିର ବ୍ୟକ୍ତି ମାନଙ୍କର ସ୍ଵଭାଵ କେମିତି ହୋଇଥାଏ :-
ତେବେ ଯାହା କୁହାଯାଉଛି କି ମେଷ ରାଶିର ବ୍ୟକ୍ତି ମାନେ ବହୁତ ଭଲ ଆଉ ଶାନ୍ତ ସରଳ ସ୍ଵଭାଵ ର ହୋଇଥାନ୍ତି | ସେମାନେ ଭଗବାନ ଙ୍କ ଉପରେ ଅଧିକ ପ୍ରେମ ଆଉ ଭକ୍ତି କରିଥାନ୍ତି | ଆଉ ତାହା ସହିତ ଯାହା କୁହାଯାଉଛି କି ମେଷ ରାଶିର ବ୍ୟକ୍ତି ମାନେ ସେମାନଙ୍କର କଥା ରେ କେବେ ହଟି ନ ଥାନ୍ତି ଯାହା କହିଥାନ୍ତି ସେହି କଥା କୁ ପୂରଣ କରିବା ପାଇଁ ସବୁବେଳେ ଲାଗିଥାନ୍ତି ବୋଲି କୁହାଯାଉଛି | ତାହା ସହିତ ମେଷ ରାଶିର ବ୍ୟକ୍ତି ମାନେ ପରିବେଶ ସହିତ ଖାପ ଖୁଆଇ ଚଳୁ ନ ଥିବାରୁ ବିଭିନ୍ନ ପ୍ରକାରର ଅସୁବିଧା ର ସମ୍ମୁଖୀନ ହେବାକୁ ପଡିଥାଏ |
ତେବେ ମେଷ ରାଶିର ବ୍ୟକ୍ତି ମାନେ ବିଶେଷ କରିକି ଜ୍ଵର, ଥଣ୍ଡା, କାଶ ଆଉ କଫ ଜନିତ ସମସ୍ୟା ରେ ପଡିବା ସହିତ ଅନେକ ସମୟରେ ଚର୍ମ ଜନିତ ସମସ୍ୟା ମାନ ମଧ୍ୟ ଦେଖା ଦେଇଥାଏ ବୋଲି କୁହାଯାଉଛି |ଲୁହା, କୋଇଲା, କାଗଜ, ଛପା ଖାନା, ଜୋତା କଳ ଡାକ୍ତର, ପୋଲିସ, କଳକାରଖାନା ଓ ବିଭିନ୍ନ ପ୍ରକାରର ବ୍ୟବସାୟ ରେ ମଧ୍ୟ କାମ କରିଥାନ୍ତି ବୋଲି କୁହାଯାଉଛି | ଏହା ସହିତ ମେଷ ରାଶିର ବ୍ୟକ୍ତି ମାନେ ଧାର୍ମିକ ସମ୍ପ୍ରଦାୟ ର ହୋଇଥାନ୍ତି | ସେମାନେ ବିଶେଷ କରିକି ମଙ୍ଗଳ ଙ୍କର ଆରାଧନା କରିବା ର ଆବଶ୍ୟକତା ରହିଥାଏ ବୋଲି କୁହାଯାଉଛି |
ଏହା ବ୍ୟତିତ ପ୍ରତେକ ମାସ 11 ଓ 21 ତାରିଖ ଆପଣଙ୍କ ପାଇଁ ଅଶୁଭ ଅଟେ ବୋଲି କୁହାଯାଉଥିବା ବେଳେ, ଶୁକ୍ରବାର ଓ ରବିବାର କୁ ଅଶୁଭ ବାର ବୋଲି ମଧ୍ୟ କୁହାଯାଇଥାଏ | ଏହା ସହିତ କର୍କଟ, ବିଛା ଆଉ ମିନ ଏହି 3 ଟି ରାଶି ଆପଣଙ୍କ ପାଇଁ ଅଶୁଭ ଅଟେ ବୋଲି ମଧ୍ୟ କୁହାଯାଉଛି |କଳା ରଙ୍ଗ ଟି ଆପଣଙ୍କ ପାଇଁ ଅଶୁଭ ଅଟେ ବୋଲି କୁହାଯାଇଥାଏ |ଏହା ବ୍ୟତୀତ ଆପଣଙ୍କ ପାଇଁ ପୂର୍ବ ଓ ଦକ୍ଷିଣ ଦିଗ ଶୁଭ ହୋଇଥାଏ ଓ 14,21,23,24 ବର୍ଷ ରେ ଆପଣଙ୍କର ବିବାହ ର ଯୋଗ ରହିଛି ବୋଲି କୁହାଯାଉଛି |

ତେବେ ଏହା ଥିଲା ମେଷ ରାଶିର ବ୍ୟକ୍ତି ଙ୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment