ଦର୍ଶକ ବନ୍ଧୁ ଆପଣ ମାନେ ତୋ ଜାଣିଥିବେ ଗ୍ରହ ମାନଙ୍କର ଗତି ପଥର ପରିବର୍ତ୍ତନ ଯୋଗୁଁ ରାଶି ମାନଙ୍କର ଗତି ପଥ ମଧ୍ୟରେ ପରିବର୍ତ୍ତନ ହେଇଥାଏ ଯାହାର ପ୍ରଭାବ ମଣିଷ ଉପରେ ସିଧାସଳଖ ପଡିଥାଏ ବୋଲି କୁହାଯାଏ | ତେବେ ଏହି ଗ୍ରହ ମାନଙ୍କର ଗତିପଥର ପରିବର୍ତ୍ତନ ଯୋଗୁଁ ଆଗକୁ ଆସୁଥିବା ନୂଆ ବର୍ଷ ମେଷ ରାଶି ପାଇଁ ଭଗବାନ ଶନିଦେବ ଙ୍କ କୃପା ଦୃଷ୍ଟିରୁ ବହୁତ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଇଛି ବୋଲି କୁହାଯାଉଛି | ଏହା ସହିତ 6 ଟି ମହତ୍ୱପୂର୍ଣ୍ଣ ଘଟଣା ଘଟିବାକୁ ଯାଉଛି ଏହି ରାଶିରେ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଗକୁ ଆସୁଥିବା 2023 କଣ ରହିଛି ମେଷ ରାଶି ବ୍ୟକ୍ତି ବିଶେଷ ଙ୍କୁ ପାଇଁ ସେ ବିଷୟରେ ଜାଣିବା |
ସୂଚନା ଅନୁଯାୟୀ 2023 ରେ ଏକ ବଡ଼ ଗ୍ରହ ରାଶିର ଗୋଚର ପରିବର୍ତ୍ତନ କରୁଛନ୍ତି |17 ଜୁନରେ ଭଗବାନ ଶନିଦେବ ମକର ରାଶି ରୁ ସିଧା ସଳଖ କୁମ୍ଭ ରାଶିରେ ପ୍ରବେଶ କରିବେ | 21 ଏପ୍ରିଲ କୁ ଦେବ ଗ୍ରହ ବୃହସ୍ପତି ମେଷ ରେ ଗୋଚର କରିବେ ଏବଂ 30 ଅକ୍ଟବର କୁ ରାହୁ ଆପଣଙ୍କ ରାଶି ରେ ବାହାରିଯିବେ ଏବଂ ଆପଣଙ୍କ 12 ତମ ଗ୍ରହ ରେ ପ୍ରବେଶ କରିବେ | ଏବଂ କେତୁ ଗ୍ରହ ଆପଣଙ୍କ ଷଷ୍ଠ ଘରେ ପ୍ରବେଶ କରିବ | ଏବେ ଆସନ୍ତୁ ଜାଣିବା 2023 ରେ ମେଷ ରାଶିରେ ଘଟିବାକୁ ଯାଉଥିବା 6 ଟି ଘଟଣା ବିଷୟରେ ଆଲୋଚନା କରିବା |
(1) ଶନିଦେବ ଏହି ରାଶି ରେ 10 ଗ୍ରହରୁ ବାହାରି 11 ତମ ଗ୍ରହରେ ପ୍ରବେଶ କରିବେ | ଯେତେବେଳେ ଶନିଦେବ ଏହି ଗ୍ରହ ରେ ପ୍ରବେଶ କରିବେ ସେତେବେଳେ ମେଷ ରାଶିର ବ୍ୟକ୍ତି ଙ୍କୁ ପାଇଁ ବହୁ ଲାଭ ଦାୟକ ହେବ | ଯେଉଁମାନେ ସନ୍ତାନ ପାଇଁ କିଛି ଯୋଜନା କରିଛନ୍ତି ତାହା ଏବେ ସଫଳତାର ସହିତ ହେବ | ଜାନୁଆରୀ ମାସ ଠାରୁ ଆରମ୍ଭ କରି ଏ ବର୍ଷ ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ହେବ |
(2) ଯେଉଁ ପ୍ରେମ କରୁଛନ୍ତି ସେମାନଙ୍କୁ କିଛି ସମୟ ଧ୍ୟାନ ର ସହିତ ସମୟ ବିତାଇବାକୁ ହେବ | ଜାନୁଆରୀ, ଫେବୃଆରୀ, ମାର୍ଚ୍ଚ ଏହି ତିନି ମାସ ଆପଣଙ୍କ ଲଭ ଲାଇଫ ରେ ବହୁତ ବଡ଼ ସମସ୍ୟା ସୃଷ୍ଟି କରିପାରେ |
(3) ଦେବ ଗ୍ରହ ବ୍ରହସ୍ପତି ଆପଣଙ୍କ ପ୍ରଥମ ଗ୍ରହରେ ପ୍ରବେଶ କରିବେ | 21 ଏପ୍ରିଲ 2023 ରେ ଯେତେବେଳେ ବ୍ରହସ୍ପତି ଆପଣଙ୍କ ରାଶି କୁ ଆସିଯିବେ | ତାହାଲେ ପୁରା ବର୍ଷ ମେଷ ରାଶି ହଁ ରହିବ | ଏହା ଫଳରେ ଆପଣଙ୍କୁ ବହୁତ ବଡ ବଡ ସଫଳତା ମିଳିପାରେ | ଏହା ସହିତ ଧାର୍ମିକ ଯାତ୍ରା କରିପାରନ୍ତି |
(4) ଦର୍ଶକ ବନ୍ଧୁ ଏଥିରେ ଦେବ ଗ୍ରହ ବ୍ରହସ୍ପତି ଆପଣଙ୍କ ରାଶିରେ ପଞ୍ଚମ ଗ୍ରହରୁ ସପ୍ତମ ଭାବ ଓ ନବମ ଭାବ ଉପରେ ପଡିବ | ଯାହା 21 ଏପ୍ରିଲ ଆରମ୍ଭ ହେବ ଏବଂ ବର୍ଷ ଯାକ ଏଥିରେ ରହିବ | ଏହା ଆପଣଙ୍କର ବିବାହ ଜନିତ ସମସ୍ୟା କୁ ହେବା ସହିତ ଏହି ବର୍ଷ ଆପଣଙ୍କ ବିବାହ ସମ୍ପୂର୍ଣ ହେବ ବୋଲି କୁହାଯାଏ |
(5) 30 ଅକ୍ଟୋବର ରେ ରାହୁ ମେଷ ରାଶି ରୁ ବାହାରି ଯିବେ ଏବଂ 12ତମ ଗ୍ରହ ରେ ଯାଇ ପ୍ରବେଶ କରିବେ | ଯାହା ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହେଇଯିବ ଏବଂ ପୂର୍ବରୁ ଯେଉଁ ସବୁ ଚିନ୍ତା ଆପଣଙ୍କ ଉପରେ ରହିଥିଲା ତାହା ମଧ୍ୟ ଦୂର ହେଇଯିବ | ଜମି ଜାଗା ର ଚିନ୍ତା ବା କୋର୍ଟ କଚେରୀ ର ଚିନ୍ତା ଥିଲେ ଏହା ଆପଣଙ୍କର 30 ଅକ୍ଟବର ପରେ ଦୂର ହେଇଯିବ |
(6) ମେ, ଜୁନ,ଜୁଲାଇ ଏହି ତିନି ମାସ ଆପଣଙ୍କ ରାଶି ରେ ମଙ୍ଗଳ ଗ୍ରହ ଚତୁର୍ଥ ଓ ପଞ୍ଚମ ଘରେ ଗୋଚର କରିବେ ଯାହା ଦ୍ୱାରା ଆପଣଙ୍କ ଚାକିରୀ କ୍ଷେତ୍ର ରେ ପଦଉନ୍ନତି ହେବାର ଆଶଙ୍କା ରହିଛି | ଜମି ଜିମା ର ସମସ୍ୟା ଥିଲେ ତାହା ଅତି ସହଜରେ ସମାଧାନ ହେବ | ଏହି ସମୟରେ ଆପଣ ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିୟନ୍ତୁ | ଛାତ୍ର ଛାତ୍ରୀ ମାନେ ସେମାନଙ୍କ କର୍ମ ଅନୁଯାଇ ଫଳ ପାଇବେ | ଯେଉଁ ମାନେ ପ୍ରେମ କରୁଛନ୍ତି ସେମାନଙ୍କ ବିବାହ କରିବା ର ଯୋଗ ରହୁଛି | ସରକାରୀ କ୍ଷେତ୍ର ରେ ଭଲ ସନ୍ନମାନ ସାଙ୍ଗକୁ ଉଚ୍ଚ ପଦବୀ ରେ ମଧ୍ୟ ଭୂଷିତ ହେବେ |
ତେବେ ଏହା ଥିଲା 2023 ରେ ମେଷ ରାଶିର ବ୍ୟକ୍ତି ଙ୍କର ଜୀବନରେ କଣ ସବୁ ପରିବର୍ତ୍ତନ ଆସିବାକୁ ଯାଉଛି ସେ ବିଷୟରେ ସମ୍ପୂର୍ଣ୍ଣ ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।