ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି କଥା ଆଉ ଘଟଣା ମାନ ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ବିବାହ କରିବେ ବୋଲି ପ୍ରତିଶୃତି ଦେଇ ପ୍ରେମିକ କୁ ଦେଇଛନ୍ତି ଧୋକା ଆଉ ଯାହାକୁ ନେଇକି ବର୍ତ୍ତମାନ ଥାନା ର ଦ୍ୱାରସ୍ଥ ହେବା ପରେ ପୋଲିସ ର ସହାୟତା ରେ ବର୍ତ୍ତମାନ ପ୍ରେମିକ ଙ୍କୁ ଗିରଫ କରିଛି ପୋଲିସ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଜି କାଲି ପ୍ରେମ ସମ୍ପର୍କ ଆଉ ଧୋକା କୁ ନେଇକି ଅନେକ ପ୍ରକାରର କଥା ଦେଖିବାକୁ ମିଳିଛି | ତେବେ ବର୍ତ୍ତମାନ ସେହି ଭଳି ଏକ କଥା ଦେଖିବାକୁ ମିଳିଛି ମାଲକାନଗିରି ର ଏସପି ନୀତିଶ ୱାଧୱାନୀ ଙ୍କ ସହାୟତା ରେ ବର୍ତ୍ତମାନ ନ୍ୟାୟ ପାଇଛନ୍ତି ପ୍ରେମିକା ଜଣଙ୍କ | ଆଉ ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଉଛି କି ପ୍ରେମିକ ସଞ୍ଜୟ ଙ୍କ ନାଁ ରେ ଆଣିଥିଲେ ପ୍ରେମିକା ତୃପ୍ତି ସଂଗୀନ ଅଭିଯୋଗ |
ଆଉ ଯାହା କୁହାଯାଉଛି କି ବାପା ଗଲା ପରେ ଭାଇ ର କିଡ଼ନୀ ସମସ୍ୟା ଦେଖା ଦେବାରୁ ଭଉଣୀ ତୃପି ଭାଇ ଙ୍କୁ ଗୋଟିଏ କିଡ଼ନୀ ଦେଇ ଦେଇଥିଲେ | ଆଉ ସେତିକି ବେଳେ ତୃପ୍ତି ଙ୍କର ଜୀବନକୁ ଆସିଥିଲେ ସଞ୍ଜୟ ଆଉ ତାଙ୍କୁ ବାହା ହେବେ ବୋଲି ପ୍ରତିଶୃତି ଦେଇ ଭଲ ପାଇବାର ନାଟକ କରିବାକୁ ଲାଗିଥିଲେ | ଆଉ ଯାହା କୁହାଯାଉଛି କି ଗୋଟିଏ କିଡ଼ନୀ ରେ ତୃପ୍ତି ଙ୍କ ସହିତ ସାରା ଜୀବନ ରହିବେ ବୋଲି କହିଥିଲେ ସଞ୍ଜୟ |ଆଉ ଯେଉଁଥିପାଇଁ ଭଲ ପାଇବାର ମିଛ ନାଟକ କରି ଦୀର୍ଘ 3 ବର୍ଷ ଧରିକି ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ ବୋଲି କୁହାଯାଉଛି |
ଆଉ ଯେତେବେଳେ ତୃପ୍ତି ପ୍ରେଗନେଟ ହେଇଥିଲେ ଆଉ ତାଙ୍କୁ ବିବାହ କରିବା ପାଇଁ କହିଥିଲେ ସେତେବେଳେ ସଞ୍ଜୟ ତୃପ୍ତି ଙ୍କୁ ବିବାହ କରିବାକୁ ମନା କରିଥିଲେ | ଆଉ ଯାହା ଜଣା ପଡୁଛି କି ଏହି ଘଟଣା କୁ ନେଇକି ତୃପ୍ତି ଥାନା ର ମଧ୍ୟ ଦ୍ୱାରସ୍ଥ ହୋଇଥିଲେ ବୋଲି କୁହାଯାଉଛି | ଆଉ ମାଲକାନଗିରି ର ଏସପି ମଧ୍ୟ ତୃପ୍ତି ଙ୍କୁ ନ୍ୟାୟ ଦେବେ ବୋଲି କଥା ଦେଇଥିଲେ | ବର୍ତ୍ତମାନ ଥାନା ରେ ଅଟକ ରଖିଛନ୍ତି ଏସପି ପ୍ରେମିକ ଜଣଙ୍କୁ ଓ ତୃପ୍ତି ଙ୍କୁ ନ୍ୟାୟ ଦେବେ ବୋଲି କହିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।