ହତାଶିଆ ପ୍ରେମିକ ପ୍ରେମିକା ଆଉ ବେକାରିଙ୍କ ପାଇଁ ନଗ୍ନ ଭିଡିଓ ଦେଖିବା ବଢୁଛି”- diptirekha ଏ ନେଇ କଣ କହିଲେ, ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ହେଉଛି ଆଜି କାଲି ଅଧିକ ପରିମାଣରେ ଭାଇରାଲ ହେଉଥିବା ପର୍ଣ୍ଣ ଭିଡ଼ିଓ କୁ ନେଇକି ଦେଖା ଯାଉଥିବା କିଛି କଥା ବିଷୟରେ | ଆଉ ଯେଉଁଠି ସବୁ ଦେଶରେ ଏହି ଭଳି ପର୍ଣ୍ଣ ଭିଡ଼ିଓ କୁ ନେଇକି ଅନେକ ସର୍ଭେ ଚାଲିଥିବା ବେଳେ, ଆମ ଭାରତରେ ମଧ୍ୟ ପର୍ଣ୍ଣ ଭିଡ଼ିଓ ଦେଖୁଥିବା ପିଲା ମାନଙ୍କର ସଂଖ୍ୟା ବଢିବାକୁ ଲାଗିଛି | ଆଉ ଯାହାକୁ ନେଇକି ମୁହଁ ଖୋଲିଛନ୍ତି ସମାଜସେବୀ ଦିପ୍ତୀରେଖା ପଟ୍ଟନାୟକ, ଆଉ କଣ କହିଛନ୍ତି ଏହି କଥା କୁ ନେଇକି ଆସନ୍ତୁ ଜାଣିବା |

ତେବେ ଦୀପ୍ତି ରେଖା ଙ୍କର କହିବା କଥା କି ଆଜି କାଲି ବେକାରୀ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି | ଆଉ ଯାହା ଫଳରେ ସେମାନେ ପାଠ ପଢି ଚାକିରୀ ଉପରେ ଧ୍ୟାନ ଦେଉ ନାହାନ୍ତି କି ବିଜନେସ ଉପରେ ମଧ୍ୟ ଧ୍ୟାନ ଦେଉ ନାହାନ୍ତି ବୋଲି କହିଛନ୍ତି | ତାହା ବ୍ୟତୀତ ଦେଖିବାକୁ ମିଳିଛି କି ବେକାର ଥିବା ଯୋଗୁ ସବୁବେଳେ ମୋବାଇଲ ଚଳେଇବା ପାଇଁ ଲାଗୁଛନ୍ତି ଆଜି କାଲି ର ପିଲା ମାନେ ଆଉ ଫୋନ ସହିତ ବେଶୀ ଏଡିକଟେଡ଼ ହେଉଛନ୍ତି ବୋଲି ମଧ୍ୟ କୁହାଯାଉଛି | ଏହା ବ୍ୟତୀତ ଦେଖିବାକୁ ମିଳିଛି କି ଆଜି କାଲି ଝିଅ ଓ ଏୟାରଟେଲ ତ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ କରିଦେଇଛି |

ଯାହା ଫଳରେ ଆଜିକାଲି ପିଲାମାନେ କାମ ଧନ୍ଦା ନ ଥିବାରୁ ମୋବାଇଲ ଧରିକି ବସୁଛନ୍ତି ଓ ପର୍ଣ୍ଣ ଭିଡ଼ିଓ ମଧ୍ୟ ଦେଖିବାକୁ ଲାଗୁଛନ୍ତି | ଆଉ ଡ୍ରକ୍ସ ଭଳି ପର୍ଣ୍ଣ ଭିଡ଼ିଓ ସହିତ ସେମାନେ ଏତେ ମାତ୍ରାରେ ଏଡିକଟେଡ଼ ହେଇଯାଉଛନ୍ତି ଯେ ସେମାନେ ସବୁ ବେଳେ ସେହି ଭଳି ଭିଡ଼ିଓ କୁ ଦେଖିବାକୁ ଲାଗୁଛନ୍ତି ଆଉ ଅନ୍ୟ ଆଡେ ମଧ୍ୟ ମନ ଦେଉ ନାହାନ୍ତି ବୋଲି ମଧ୍ୟ କହିଛନ୍ତି ଦୀପ୍ତି ରେଖା | ତାହା ବ୍ୟତୀତ ପର୍ଣ୍ଣ ଭିଡ଼ିଓ କୁ ନେଇକି କିଛି ରେଷ୍ଟ୍ରିକ୍ସନ ମଧ୍ୟ ନାହିଁ ଯାହା ଅସୁବିଧା ର କାରଣ ହେଉଛି ବୋଲି କୁହାଯାଇଛି |

ତାହା ବ୍ୟତୀତ ପର୍ଣ୍ଣ ଭିଡ଼ିଓ ସୋର୍ଭେ କୁ ନେଇକି ଯାହା ଶୁଣିବାକୁ ମିଳିଛି କି ପାକିସ୍ତାନ ସବୁଠୁ ଉପରେ ରହିଛି ଆଉ ତାହା ତଳକୁ ଚାଇନା ରହିଛି ବୋଲି ମଧ୍ୟ ଦେଖିବାକୁ ମିଳିଛି | ତେବେ ଭାରତରେ ମଧ୍ୟ ଏହି ଭଳି ଭିଡ଼ିଓ ମାନ ଚାଲିବାରେ ଲାଗିଛି ଆଉ ଯାହା ଯୋଗୁ ଅନେକ ସମୟରେ ଦେଖିବାକୁ ମିଳୁଛି କି ଆମ ଭାରତରେ କ୍ରାଇମ ର ପରିମାଣ ଦିନକୁ ଦିନ ମଧ୍ୟ ବଢିବାକୁ ଲାଗୁଛି | ଆଉ ଏହି କଥା କୁ କହିଛନ୍ତି ଦିପ୍ତୀରେଖା ପଟ୍ଟନାୟକ | ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment