ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ବହୁତ ସମୟରେ ଆପଣ ବିଭିନ୍ନ ପ୍ରକାର ର ଭିଡ଼ିଓ ଭାଇରାଲ ହେଉଥିବା ର ଦେଖିଥିବେ | ହେଲେ ସୋସିଆଲ ମିଡିଆରେ ଏବେ ଏପରି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ବା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ | ହଁ ଦର୍ଶକ ବନ୍ଧୁ ଏମିତି ଘଟଣା ଯାହା ପୂର୍ବରୁ ଘଟି ନଥିବା ସହିତ ଏହାକୁ ଡାକ୍ତର ମାନେ ମଧ୍ୟ ଅନ୍ଧ ବିଶ୍ୱାସ ବୋଲି କହୁଥିବା ବେଳେ | କିଛି ଲୋକ ଏହାକୁ ସତ ମାନି ଘର ଆଗରେ ଭିଡ ଜମାଉଛନ୍ତି | ହଁ ଦର୍ଶକ ବନ୍ଧୁ ଘଟଣା କିଛି ଏମିତି ରହିଛି ଯାହାକୁ ଆପଣ ମଧ୍ୟ ଶୁଣିଲେ ବିଶ୍ୱାସ କରିବେନି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବା ପରେ ଚର୍ଚ୍ଚା ର ବିଷୟ ପାଲଟିଛି |
ତେବେ ଆପଣ ଜାଣିଥିବେ ବା ଦେଖିଥିବେ ଯେ ଜଣେ ମହିଳା ଙ୍କ ଗର୍ଭରୁ ମଣିଷ ଛୁଆ ହଁ ଜନ୍ମ ନେଇଥାନ୍ତି | ତାପରେ ସେ ଛୁଆଙ୍କୁ ଆମେ ଭଗବାନ ର ଅବାତାର ରୂପେ ମାନି ତାର ଯତ୍ନ ନେଇଥାଉ | ହେଲେ ଏବେ ଏମିତି ଏକ ଘଟଣା ସାମ୍ନା କୁ ଆସିଛି ଯାହା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି | ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଏବେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁ ଭିଡ଼ିଓ ରେ ଦେଖା ଯାଇଛି ଯେ ଜଣେ ମହିଳା ତାଙ୍କ ଗର୍ଭରୁ ଏକ କୁକୁର ଛୁଆ କୁ ଜନ୍ମ ଦେଇଛନ୍ତି ବୋଲି ଦାବି କରିଛନ୍ତି | ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ମହିଳା ଙ୍କ ଘର ଆଗରେ ଭିଡ ଜମା ହେଇଥିବା କୁହାଯାଇଛି |
ତେବେ ଏହି ଘଟଣାକୁ ଡାକ୍ତର ମାନେ ଅନ୍ଧବିଶ୍ୱାସ କହିଥିଲା ବେଳେ ମହିଳା ଜଣଙ୍କ ଓ ତାଙ୍କ ସ୍ୱାମୀ ଏ ବିଷୟରେ କିଛି ଅଲଗା କଥା କହିବା ପାଇଁ ଲାଗିଛନ୍ତି | ଆଉ ମିଳିଥିବା ସୂଚନା ଅନୁସାରେ ଯାହା ଜଣା ପଡିଛି କି ଏପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ର ବଦୁଆ ଜିଲ୍ଲାର ସହସନ ତହସିଲ ଅନ୍ତର୍ଗତ ଜାମୁନି ଗ୍ରାମରେ ଦେଖୁବାକୁ ମିଳିଛି | ତେବେ ଏହି ଘଟଣାର ପ୍ରତିକ୍ରିୟା ରେ ମହିଳା ଜଣଙ୍କ କହିଛନ୍ତି ଯେ ସେ ଶୋଇଥିବା ତାଙ୍କ ସ୍ବପ୍ନରେ ବାପା ଭୈରବ ଆସିଥିଲେ ଓ କହିଥିଲେ ସେ ତାଙ୍କ ଗର୍ଭରୁ କୁକୁର ଛୁଆ ହେଇ ଜନ୍ମ ନେବେ |
ଡାକ୍ତର ଙ୍କ ସାମ୍ନା ରେ ମହିଳା ଜଣଙ୍କ ଏହି ଭଳି କଥା କହିଥିଲେ | ଆଉ ମହିଳା ଜଣଙ୍କର କଥା ଶୁଣିସାରିବା ପରେ ଡାକ୍ତର ମାନେ ଏହାକୁ ଅନ୍ଧବିଶ୍ୱାସ ବୋଲି କହିଥିଲେ ହେଁ | ମହିଳା ଓ ତାଙ୍କ ସ୍ୱାମୀ ଏହି କୁକୁର ଛୁଆ କୁ ନିଜର ଛୁଆ ବୋଲି ଦାବି କରିଛନ୍ତି | ତେବେ ମହିଳା ଜଣଙ୍କର ବୟସ 65 ହେଇଥିବା ବେଳେ ତାଙ୍କର 3 ଝିଅ ଥିବା କୁହାଯାଇଛି | ତେବେ ସମସ୍ତ ଘାଟଣ ପରେ ପ୍ରଶାସନ ଏହାର ତଦନ୍ତ ଆରମ୍ଭ କରିଛି ବୋଲି କୁହାଯାଇଛି |ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଘଟଣା ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ଭାଇରାଲ ହେବା ପରେ ଦର୍ଶକ ମାନେ ତାଙ୍କର ବିଭିନ୍ନ ପ୍ରକାର ମୋତ ରଖିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।