ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି ଗତ 13 ବର୍ଷ ତାଳରେ ଘଟିଥିବା ଗଣ ଦୁଷ୍କର୍ମ ବିଷୟର ଘଟଣା | ଆଉ ଯେଉଁଠି କୁହାଯାଉଛି କି ଦୋଷୀ ଯେଉଁଠି ଥାଉ ନାଁ କାହିଁକି ଯଦି ସେ ଦୋଷ କରିଛି ତାହେଲେ ନିହାତି ସେ ଦଣ୍ଡ ପାଇବ | ଆଉ ବର୍ତ୍ତମାନ ମହିଳା ଜଣଙ୍କ ନ୍ୟାୟ ପାଇବା ପରେ ତାଙ୍କର ଖୁସି ର ସୀମା ନାହିଁ ବୋଲି କହିଛନ୍ତି | ଆଉ ସେ ବର୍ତ୍ତମାନ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି କି ଦୁଷ୍କର୍ମ ପରେ ତାଙ୍କୁ ଯେତିକି କଷ୍ଟ ହୋଇଥିଲା ଶାରୀରିକ ଆଉ ମାନସିକ ଭାବରେ ତାହାର କିଛି ତା ଉପଚାର ସେ ବର୍ତ୍ତମାନ ପାଇଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଥିଲା ଭୁବନେଶ୍ୱର ରେ | ଆଉ ତାହା ଆଜିର ଘଟଣା ନୁହଁ ଦୀର୍ଘ 13 ବର୍ଷ ପୂର୍ବର ଘଟଣା ଅଟେ | ଆଉ ଯାହା 2009 ମସିହାରେ ଘଟିଥିଲା ବୋଲି କୁହାଯାଉଛି | ଆଉ ଯେଉଁଠି କୁହାଯାଉଛି କି ଭୁବନେଶ୍ୱର ର ମଞ୍ଚେଶ୍ୱର ନାମକ ସ୍ଥାନରେ ସ୍ୱାମୀ ରଘୁଆ ଓ ତାଙ୍କର ସ୍ତ୍ରୀ ଅଞ୍ଚନା ଦୁଇଜଣ ରହୁଥିଲେ | ଆଉ ସ୍ୱାମୀ କାମ କରି ଆସୁଥିଲେ ଆଉ ଦୁଇଜଣ ବେଶ ଖୁସିରେ ରହୁଥିଲେ | କିନ୍ତୁ ସେହି ଖୁସି ର ସଂସାର ଉପରେ ନଜର ପକାଇଥିଲେ ଗଣ ଦୁଷ୍କର୍ମ କାରୀ ମାନେ |
ଆଉ ଯାହା କୁହାଯାଉଛି କି ସ୍ୱାମୀ ରଘୁଆ ଘରେ ନ ଥିବାର ସୁଯୋଗ ନେଇ ବାଜିଆ ଯାହାକୁ ଆମେ ବ୍ରଜ ନାଁ ରେ ଜାଣିଛୁ, ବାପୁନି ଓ ରବି ଏହି 3 ଜଣ ମିଶିକି ଅର୍ଚନା ଙ୍କୁ ରାତି 12 ରେ କରିବାକୁ ଲାଗିଥିଲେ ଦୁଷ୍କର୍ମ | ଆଉ ଜଣେ ପରେ ଜଣେ ତାଙ୍କୁ କରି ଚାଲିଥିଲେ ଧର୍ଷଣ | ଆଉ ଯାହା କୁ ସହି ପାରି ନ ଥିଲା ଅଞ୍ଚନା ଆଉ ରକ୍ତ ବାନ୍ତି ମଧ୍ୟ କରିବାକୁ ଲାଗିଥିଲେ କିନ୍ତୁ କେହି ଶୁଣି ନ ଥିଲେ ତାଙ୍କର ଅନୁରୋଧ କୁ | ଆଉ ତାଙ୍କୁ ସେହିଭଳି ଅବସ୍ଥା ରେ ଛାଡ଼ି ପଳେଇ ଯାଇଥିଲେ ଆଉ କୋଉଠି ଫେରାଲ ହୋଇଯାଇଥିଲେ |
ଆଜି ଦୀର୍ଘ 13 ବର୍ଷ ପରେ ସେମାନଙ୍କୁ ଦଣ୍ଡ ମିଳିଛି ଆଉ ଯାହା କୁହାଯାଉଛି କି ସେହି 3 ଜଣଙ୍କ ମଧ୍ୟରୁ ବାପୁନି ଏକ୍ସିଡେଣ୍ଟ ରେ ମୃତ୍ୟୁ ବରଣ କରିଛନ୍ତି, ରବି ଜେଲ ରୁ ସଜା ସହି ସତୀଲେଣି ଆଉ ସମସ୍ତଙ୍କ ସେମାନଙ୍କର ଭୁଲ ର ଦଣ୍ଡ ମିଳିଛି ବୋଲି କୁହାଯାଉଛି | ଆଉ ଦୀର୍ଘ 13 ବର୍ଷ ଧରି ଲୋକ ଲଜ୍ୟା ସହିତ କଷ୍ଟ ରେ ଜୀବନ ବିତାଇବା କଥା କହି କାନ୍ଦି ପକାଇଛନ୍ତି ଓ ଭଗବାନ ସେମାନଙ୍କୁ ଉଚିତ ଶାସ୍ତି ଦେଇଛନ୍ତି ବୋଲି କହିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।