ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାରର ଖବର ମାନ ପ୍ରତେକ ଦିନ ଭାଇରାଲ ହେଇଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ଯାହାକୁ ଆପଣ ମାନେ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ କିନ୍ତୁ ଘଟଣା ଟି ସମ୍ପୂର୍ଣ୍ଣ ସତ୍ୟ ଅଟେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସ୍ୱାମୀ ଙ୍କୁ ସବୁବେଳେ ରକ୍ଷକ ବୋଲି କୁହାଯାଏ କିନ୍ତୁ ସେହି ରକ୍ଷକ ସାଜୁଛି ଭକ୍ଷକ | ଆଉ ଶାନ୍ତନୁ ଙ୍କୁ ଘରକୁ ଆଣି ନିଜ ସ୍ତ୍ରୀ ଙ୍କୁ ଦେଉଛନ୍ତି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ | ଆଉ ଯେଉଁଥିପାଇଁ ସ୍ତ୍ରୀ ଜଣଙ୍କ ଥାନା ରେ ଅଭିଯୋଗ କରିଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ | ଆଉ ଯାହା କୁହାଯାଉଛି କି ସେହି ଜିଲ୍ଲାର ମାର୍ଶାଘାଇ ବ୍ଲକ ରାଗଖାଇ ପୁର ଗ୍ରାମ ର ପଣ୍ଡା ସାହି ରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା | ଯାହା କୁହାଯାଉଛି କି ସେହି ଗ୍ରାମର ସରୋଜ ସୁନ୍ଦରଗଡ଼ ଜିଲ୍ଲାର ଶାନ୍ତନ କୁ , ଆଉ ପୁଅ ବୋଲି ମଧ୍ୟ କହୁଥିଲା | ଆଉ ଘରକୁ ନେଇ ଆସିବା ପରେ ସରୋଜ ତାହାର ସ୍ତ୍ରୀ ଙ୍କୁ କହୁଥିଲା ଶାନ୍ତନୁ ଙ୍କୁ ଖୁସି କରେଇବା ପାଇଁ |
ଆଉ ତାହା ପରେ ଗୋଟିଏ ବେଡ଼ ଉପରେ ସୋରଜ ଓ ତାଙ୍କର ସ୍ତ୍ରୀ ଶୋଉଥିଲେ ଆର ପଟରେ ଶୋଉଥିଲେ ଶାନ୍ତନୁ | ଆଉ ରାତିସାରା ଜଣେ ପରେ ଜଣେ କରିବାକୁ ଲାଗୁଥିଲେ ତାଙ୍କ ସହିତ ଖରାପ କାମ ଆଉ ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲେ | ତେବେ ତାଙ୍କର 5 ବର୍ଷ ର ଛୁଆଁ କଥା ନ ଭାବି ତାକୁ ଖଟ କୋଡ଼ କୁ ଠେଲି ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି ସୋରଜ ଙ୍କ ସ୍ତ୍ରୀ | ତାହା ସହିତ ସେ ଆହୁରି ମଧ୍ୟ କହିଛନ୍ତି କି ଏଭଳି ସମ୍ପର୍କ ବେଳେ ଦିନେ ଦିନେ ଶାନ୍ତନୁ ଙ୍କୁ ତାଙ୍କ ପାଖରେ ଶାରୀରିକ ସମ୍ପର୍କ ରଖିବା ପାଇଁ କହିକି ସେ ଚାଲି ଯାଆନ୍ତି ଶାନ୍ତନୁ ର ମା ଙ୍କ ପାଖକୁ |
ଛାତ ଉପରେ ଘଣ୍ଟା ଘଣ୍ଟା ଧରି କଥା ହୁଅନ୍ତି ଓ ଶାନ୍ତନୁ ଙ୍କ ମା ଙ୍କ ସହିତ ସମ୍ପର୍କ ରଖୁଥିବା ବେଳେ ଶାନ୍ତନୁ ଙ୍କୁ ତାଙ୍କୁ ଶୋଷଣ କରିବା ପାଇଁକି ଛାଡି ଦିଅନ୍ତି ବୋଲି କହିଛନ୍ତି ସୋରଜ ଙ୍କର ସ୍ତ୍ରୀ | ଆଉ ଦୀର୍ଘ 3 ମାସ ଧରିକି ଏହିଭଳି କଷ୍ଟ ପାଇବା ପରେ ଆଉ ସହି ନ ପାରି ଶେଷରେ ଥାନା ର ଦ୍ୱାରସ୍ଥ ହୋଇଛନ୍ତି ସରୋଜ ଙ୍କ ସ୍ତ୍ରୀ ବୋଲି କୁହାଯାଇଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।