viral video – ହଟାତ ନଟିଆ ଏବଂ ଗେଣ୍ଡୁ ପହଁଞ୍ଚିଲେ ମି ପୁଚ୍ ପୁଚ୍ ଙ୍କ ବାହାଘରରେ..ଆଉ ତାପରେ ଯାହା ହେଲା ,ଦେଖିଲେ ହସି ହସି ଗଡିବେ..

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ବେଶ ଭାଇରାଲ ହେବାରେ ଲାଗିଛି ଓ ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ମି ପୁଚ ପୁଚ ଙ୍କର ବାହାଘର କୁ ନେଇକି କିଛି କଥା |ଆଉ ଯେଉଁଠି ଦେଖିବାକୁ ମିକିଥିଲା କି ମି ପୁଚ ପୁଚ ତାଙ୍କର ବାହାଘର କୁ ନେଇକି ବେଶ ଖୁସି ଓ ଏକ୍ସାଇଟେଡ ମଧ୍ୟ ଅଛନ୍ତି | ତାହା ସହିତ ନଟିଆ ଓ ଗେଣ୍ଡୁ ଙ୍କର ଭୋଏସ ଦେଉଥିବା ଲୋକ ଜଣଙ୍କ ମଧ୍ୟ ସେଠାକୁ ଯାଇଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ ନିଜର ଜବରଦସ୍ତ କମେଡି ର ଅଭିନୟ ମାଧ୍ୟମରେ ଓଡ଼ିଶାର ଘରେ ଘରେ ଦର୍ଶକ ମାନଙ୍କର ଓଠ ରେ ହସ ଫୁଟାଇ ପାରିଥିବା ଆମ ସମସ୍ତଙ୍କର ପ୍ରିୟ ଝିଅ ମି ପୁଚ ପୁଚ ଙ୍କ ବିଷୟରେ | ତେବେ ଯାହା ଶୁଣିବାକୁ ମିଳିଛି କି ମି ପୁଚ ପୁଚ ବର୍ତ୍ତମାନ ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି | ଆଉ ସତ କଳସ ଆଠ ଦୀପ କୁ ସାକ୍ଷୀ ରଖି ହାତକୁ ହାତ ଛନ୍ଦି ମଥାରେ ସିନ୍ଦୁର ଲଗାଇ ଆର ପାରିକୁ ଚାଲି ଯାଉଛନ୍ତି ସେ ବୋଲି କୁହାଯାଉଛି |ଆଉ ସେଥିପାଇଁ ମଧ୍ୟ ମି ପୁଚ ପୁଚ ମଧ୍ୟ ବେଶ ଖୁସି ଅଛନ୍ତି ବୋଲି କୁହାଯାଉଛି |

 

ତେବେ ଯାହା ଜଣା ପଡିଛି କି ଲୋକ ପ୍ରିୟ କମେଡି ଷ୍ଟାର ମି ପୁଚ ପୁଚ ବର୍ତ୍ତମାନ ବିବାହ କରିବାକୁ ଯାଉଛନ୍ତି ଷଢଙ୍ଗୀ ଙ୍କୁ | ଆଉ ମି ପୁଚ ପୁଚ ଙ୍କର ବାହାଘର ରେ ଅନେକ ଲୋକ ମାନେ ମଧ୍ୟ ସାମିଲ ହେଉଛନ୍ତି ଆଉ ଖୁସି ମନାଉଥିବାର ଦେଖିବାକୁ ମିଳିଥିଲା | ତେବେ ବର୍ତ୍ତମାନ ଯାହା ସୂଚନା ମିଳିଛି କି ମି ପୁଚ ପୁଚ ଙ୍କର ବାହାଘର କୁ ଯାଇଛନ୍ତି ନଟିଆ ଆଉ ଗେଣ୍ଡୁ ଅର୍ଥାତ ନଟିଆ ଆଉ ଗେଣ୍ଡୁ ଙ୍କର ଭୋଏସ ଦେଉଥିବା ଲୋକ ମାନଙ୍କ |

ଆଉ ମି ପୁଚ ପୁଚ ଙ୍କ ବିବାହ ପାର୍ଟି କୁ ଯାଇ ସେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି | ତାହା ସହିତ ତାଙ୍କୁ ଆଶୀର୍ବାଦ କରିବା ସହିତ ସେମାନେ ସାରା ଜୀବନ ସେହି ଭଳି ସାଥି ହୋଇ ସମୟ ବିତାଇବା କଥା ମଧ୍ୟ କହିଛନ୍ତି | ତେବେ ତାଙ୍କର ହିରୋ କୁଆଡ଼େ ଗଲେ ବୋଲି ପଚାରିବାରୁ ମି ପୁଚ ପୁଚ କହୁଛନ୍ତି କି ସେ ନାଚି ନାଚି ଆସୁଛନ୍ତି ବୋଲି | ଆଉ ମି ପୁଚ ପୁଚ ଙ୍କର ବିବାହ କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment