ମିଡ଼ିଆ ଆଗରେ ପିଣ୍ଟୁ ନନ୍ଦ ଙ୍କୁ କଡା ଜବାବ ଦେଲେ ଯୁବକ ! ସାହାଯ୍ୟ କାହିଁକି ମାଗୁଛନ୍ତି, ଇନ୍ସ୍ୟୁରାନ୍ସ କଲନି.. ମୁଁ କଳାକାର, ମରିଗଲେ ବି କାହାକୁ ସାହାଯ୍ୟ ମାଗିବିନି…ଦେଖନ୍ତୁ video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ହେଉ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ହେଉଛି ଆଜି କାଲି ଫ୍ଲିମ ଇଣ୍ଡୋଷ୍ଟ୍ରି କୁ ନେଇକି କିଛି କହିଛନ୍ତି ରୁଦ୍ର | ତାହା ସହିତ ରୁଦ୍ର ଙ୍କର କହିବା କଥା କି ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ କୁ ନେଇକି କି ସେ କାହିଁକି ସାହାଯ୍ୟ ମାଗିବେ ଅନ୍ୟ ପାଖରୁ ଇମ୍ସୁରାନ୍ସ କରିଲେଣି ବୋଲି କିଛି ପ୍ରଶ୍ନ ଉଠାଇଛନ୍ତି ପିଣ୍ଟୁ ନନ୍ଦ ଙ୍କୁ ନେଇକି ରୁଦ୍ର | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିଵା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ରୁଦ୍ର କହିଛନ୍ତି କି ସେ ମରିଗଲେ ମଧ୍ୟ କାହା ପାଖରୁ ପଇସା ମାଗିବେ ନାହିଁ କି ତାଙ୍କର ପିଲା ମାନଙ୍କୁ ଟଙ୍କା ମାଗିବା ପାଇଁ କହିବେ ନାହିଁ| କାରଣ ସେ କହିଛନ୍ତି କି ପିଣ୍ଟୁ ନନ୍ଦ ଆଜି ଯେଉଁ ପଇସା ମାଗୁଛନ୍ତି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା କୁ ନେଇକି କଣ ପାଇଁ ମାଗିବେ ତାଙ୍କର କଣ ପ୍ରଫେସନ ଲାଇଫ ରେ ଟଙ୍କା ରୋଜଗାର କରି ନାହାନ୍ତି | ଆଉ ଜଣେ ଫ୍ରେଡ୍ସ ମାନେ ତାଙ୍କ ପାଖରୁ କଣ ଶିଖିବେ ସେହି ମଦ ପିଇବା ନାଁ ନିଜର ସ୍ତ୍ରୀ ଙ୍କୁ ଛାଡ଼ିବା କଥା | ଆଉ ତାହା ଛଡା କିଛି ଭଲ ଆଟିଷ୍ଟ ମାନଙ୍କର ଲାଇଫ ବିଷୟରେ ଜାଣିବା କଥା |

ଆଉ ଯେଉଁଠି କୁହାଯାଉଛି କି ଆପଣ ମାନେ ତେଲଗୁ ହିରୋ ମାନଙ୍କର ଫ୍ଲିମ କୁ କପି କରୁଛନ୍ତି କିନ୍ତୁ ସେମାନଙ୍କର ଲାଇଫ ଷ୍ଟାଇଲ କେମିତି ସେମାନେ ସେମାନଙ୍କର ପରିବାର ସହିତ ଭଲ ରେ ଅଛନ୍ତି ସେ ହିଁ କଥା କୁ ଦେଖୁ ନାହାନ୍ତି | ତାହା ସହିତ ରୁଦ୍ର ଙ୍କର କହିବା କଥା କି ବସନ୍ତ ନାୟକ ଆଜି କାଲି ଫ୍ଲିମ ଇଣ୍ଡୋଷ୍ଟ୍ରି ର ଏତେ ବଡ଼ ନିର୍ଦେଶକ କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କର ଗୋଟିଏ ଷ୍ଟାଚୁ ତିଆରି ହୋଇ ପାରିନି | ତାହା ବ୍ୟତୀତ ଅକ୍ଷୟ ମହାନ୍ତି ବିଷୟରେ ମଧ୍ୟ କହିଛନ୍ତି କି ଏତେ ବଡ଼ ବଡ଼ ଲୋକ ହୋଉ ମଧ୍ୟ କଟକ ରୁ ଭୁବନେଶ୍ୱର ମଧ୍ୟରେ ଗୋଟିଏ ଷ୍ଟାଚୁ ସେମାନଙ୍କର ନାହିଁ |

ତାହା ବ୍ୟତୀତ ରୁଦ୍ର କହିଛନ୍ତି କି ଫ୍ଲିମ ର କଳାକାର ମାନେ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା କୁ ନେଇକି କଣ ପାଇଁ ସାହାଯ୍ୟ ମାଗିବେ | ସେମାନେ ଗୋଟିଏ ଇନ୍ସୁରେସନ୍ସ କରୁ ନାହାନ୍ତି ଯାହା ଫଳରେ ଯେତେବେଳେ ସେମାନେ ଅଭିନୟ କରିବେ ଫ୍ଲିମ ରେ ହେଉ ଵା ସିରିଏଲ ରେ କିଛି କିଛି ପଇସା କଟି ଯାଇ ସେଥିରେ ରହିବ |ଆଉ ପରେ କାମରେ ଲାଗିବ ବୋଲି କହିଛନ୍ତି, ତାଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment