ମିଡ଼ିଆ ଆଗରେ ନିଜ ଲାଇଫର ସିକ୍ରେଟ ବିଷୟରେ କହୁ କହୁ ଖୋଲି କହିଦେଲେ.. ଓଲାଉଡ଼ ଅଭିନେତା ଅଶ୍ୱନୀ ( Aswani) -ଦେଖନ୍ତୁ VIDEO …

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣକୁ ଆପଣଙ୍କ ପ୍ରିୟ ଅଶ୍ୱିନୀ ତ୍ରିପାଠୀଙ୍କ ବିଷୟରେ କହିବି |ଅଶ୍ୱିନୀ ସେ ନିଜର ବହୁତ ଚେଷ୍ଟା ବଳରେ ଏକ ସମ୍ପୂର୍ଣ ନୂଆ କାହାଣୀକୁ ନେଇ ଏକ ସୁନ୍ଦର ଫିଲ୍ମ ସୁଟିଂ ହୋଇଛି ଯାହାକି ଆଜି ପ୍ରଯ୍ୟନ୍ତ ରିଲିଜ ହୋଇନାହିଁ |ଏହି ଫିଲ୍ମ ରିଲିଜ ହୋଇନାହିଁ ବୋଲି ବର୍ତମାନ ଅଶ୍ୱିନୀ ନିଜର ମ୍ୟାରେଜକୁ ନେଇ ମଧ୍ୟ ଖୁସି ନାହାନ୍ତି |ସେ ନିଜର ଫିଲ୍ମ କିପରି ଦର୍ଶକମାନଙ୍କ ମନକୁ ଛୁଇଁବ ସେ ନେଇ ସେ ବହୁତ କଥା କହିଥିବାରୁ ଦେଖିବାକୁ ମିଳିଛି, ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ବିଷୟରେ ସମ୍ପୂର୍ଣ କଥା ଜାଣିବା |

ଅଶ୍ୱିନୀ ଭଲ ଏନକୋରିଙ୍ଗ କରୁଥିବା ସମୟରେ ସେ ମଧ୍ୟ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ମନକୁ ଛୁଇଁ ପାରିଛନ୍ତି, ଅଶ୍ୱନୀ ଓଡ଼ିଆ ସିନେମା ଜଗତର ଫିଲ୍ମ ମଧ୍ୟ କରିଛନ୍ତି ଯାହାକି ଦର୍ଶକ ବହୁତ ପସନ୍ଦ କରିଛନ୍ତି |ତାଙ୍କର ସୁନ୍ଦର ଅଭିନୟ ପାଇଁ ମଧ୍ୟ ସେ ବହୁତ ପରିଚିତ ଅଛନ୍ତି, ସେ ବର୍ତମାନ ନୂଆ କରି ଫିଲ୍ମ ପ୍ରଡୁସର ଭାବରେ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି |ସେ ତାଙ୍କର ପ୍ରଡୁସର ଭାବରେ ଏକ ବେଷ୍ଟ ଫିଲ୍ମ ସୁଟିଂ କରିଥିବାରୁ ଦେଖିବାକୁ ମିଳିଛି, ତେଣୁ ତାଙ୍କର କାମ ସହିତ ସୁନ୍ଦର ଫିଲ୍ମଟି ସମସ୍ତଙ୍କର ପସନ୍ଦ ଆସିବ ବୋଲି ସମସ୍ତଙ୍କର ଆଶା ରହିଛି |

ଅଶ୍ୱିନୀ ଏଇ କିଛି ଦିନ ହେବ ନୂଆ ବିବାହ କରିଥିବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ, ମାତ୍ର ଆଜି ପ୍ରଯ୍ୟନ୍ତ ତାଙ୍କର ଫିଲ୍ମ ରିଲିଜ ହୋଇ ନଥିବାରୁ ସେ ଆଜି ଯାଏଁ ହନିମନ କରିବା ପାଇଁ ମଧ୍ୟ ଯାଇନାହାନ୍ତି |ଏହି ଫିଲ୍ମ କରିବା ପାଇଁ ତାଙ୍କୁ ବହୁତ କଷ୍ଟ କରିବା ପାଇଁ ପଡିଛି ତାହା ସହିତ ଏହି ଫିଲ୍ମ ମାଧ୍ୟମରେ ସମସ୍ତେ ନିଜର ବେଷ୍ଟ ଦେବା ପାଇଁ ମଧ୍ୟ ଚେଷ୍ଟା କରିଛନ୍ତି ଫିଲ୍ମ ରିଲିଜ ହେବା ପାଇଁ ବର୍ତମାନ ସମସ୍ତଙ୍କ ଅପେକ୍ଷା |ଏହି ଫିଲ୍ମଟିର ନାଁ ରହିଛି “ଡେଲିଭରି ବୟ “ଏହି ସୁନ୍ଦର ନାଁ ସହିତ ଫିଲ୍ମଟି ମଧ୍ୟ ଦର୍ଶକ ମାନଙ୍କ ମନକୁ ଛୁଇଁବ ଏହା ସମସ୍ତଙ୍କର ଆଶା |

ଏହି ଡେଲିଭରି ଫିଲ୍ମ ମାଧ୍ୟମରେ ସେମାନେ ଏହି ସମାଜକୁ ଏକ ସୁନ୍ଦର ଶିକ୍ଷା ଦେବା ସହିତ ଯିଏ ଯେଉଁ ପୋଜିସନରେ ରହିଲେ ମଧ୍ୟ ତାଙ୍କୁ ସମସ୍ତେ ରେସପେକ୍ଟ କରିବା ନିହାତି ଆବଶ୍ୟକ |ଏହା ସହିତ ଅଶ୍ୱିନୀଙ୍କ ଏହି ସୁନ୍ଦର ଫିଲ୍ମଟି ଆସନ୍ତା ଏପ୍ରିଲ ମାସ ସାତ ତାରିଖରେ ରିଲିଜ ହେବାକୁ ଯାଉଛି, ଏହି ଫିଲ୍ମ ସମସ୍ତଙ୍କ ପସନ୍ଦ ଆସିବା ସହିତ ପରେ ଅଶ୍ୱିନୀ ନିଜ ବିଷୟରେ ଅନ୍ୟ କିଛି ଭାବିବେ ବୋଲି ମଧ୍ୟ କହିଛନ୍ତି |ଅଶ୍ୱନୀଙ୍କ ଏହି ଫିଲ୍ମକୁ ନେଇ ଏପରି କିଛି କଥା ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି

Leave a Comment