ବନ୍ଧୁମାନେ ଆପଣ ମାନେ ଜାଣିଛନ୍ତି କି ଓଡ଼ିଆ କମେଡ଼ିଆନ ଇତିକା ବା ମି ପୁଚ ପୁଚ ଙ୍କ ର ବିବାହ ହୋଇ ସାରିଛି । ତେବେ ସେ ଆମ ଲୋକପ୍ରିୟ କମେଡିଆନ ଅରିନ୍ଦମ ଷଡ଼ଙ୍ଗୀ ଙ୍କ ଘରକୁ ବୋହୁ ହୋଇ ଆସି ସାରିଛନ୍ତି। ତେବେ ମି ପୁଚ ପୁଚ ବା ଇତିକା ଜଣେ ୟୁ ଟ୍ୟୁବର ଅଟନ୍ତି ଯିଏକି କମେଡି କରି ଲୋକ ଙ୍କୁ ହସାଇ ଥାନ୍ତି ।ତେବେ ବର୍ତ୍ତମାନ ତାଙ୍କର ବିବାହ ପରେ ପ୍ରଥମ ଦିନ କେମିତି ଥିଲା ଓ ଶାଶୁଘର ଲୋକମାନେ କେମିତି ଅଟନ୍ତି ସେହି ବିଷୟରେ କହିବାର ଦେଖବାକୁ ମିଳିଛନ୍ତି ମି ପୁଚ ପୁଚ ।ତେବେ ସେ କଣ କହୁଛନ୍ତି ଆସନ୍ତୁ ଟିକିଏ ଭଲ ଭାବରେ ଶୁଣିବା ।
ତେବେ ମି ପୁଚ ପୁଚ ଆମ କମେଡିଆନ ଅରିନ୍ଦମ ଷଡ଼ଙ୍ଗୀ ଙ୍କ ଘରର ବୋହୁ ହୋଇଛି। ନିକଟରେ ତାଙ୍କର ବାହାଘର ଏବଂ ରିସେପସନ ର ଭିଡ଼ିଓ ଗୁଡିକ ଆପଣ ମାନେ ନିଶ୍ଚିତ ଦେଖୁଥିବେ। ତେବେ ବାହାଘର ପରେ ତାଙ୍କର ଶାଶୁ ଘରେ କିଛି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଥିଲା। ତେବେ ମି ପୁଚ ପୁଚ ବିବାହ ପରେ ତାଙ୍କ ସ୍ୱାମୀ ଙ୍କ ସହ ମଧ୍ୟ ରିଲସ୍ ଭିଡ଼ିଓ ବନେଇବା ର ଦେଖିବା କୁ ମିଳିଥିଲା। ତେବେ ବର୍ତ୍ତମାନ ମି ପୁଚୁ ପୁଚୁ କହିଛନ୍ତି କି ଶାଶୁ ଘରକୁ ଆସିବା ପରେ ତାଙ୍କର ଶାଶୁ ଙ୍କ ପ୍ରତି ଥିବା ଭାବନା ପୁରା ବଦଳି ଯାଇଥିଲା ଶାଶୁ ଙ୍କର ଗୋଟିଏ କିସ ରେ ।
ମି ପୁଚୁ ପୁଚୁ ବାହାଘର ପରେ ଯେତେବେଳେ ପ୍ରଥମେ ଶାଶୁଘରକୁ ଆସିଲେ ତାଙ୍କ ଶାଶୁ ତାଙ୍କୁ ଗାଲରେ କିସ କରିବା ସହିତ କୋଳେଇ ନେଇ ରାତିରେ ଶୋଇଥିଲେ ।ଆଉ ଏହାପରେ ମି ପୁଚୁ ପୁଚୁ ନିଜର ଦୁଃଖ ଜୁ ପୁରା ଭୁଲି ଯାଇଥିଲେ, ତାଛଡ଼ା ତାଙ୍କ ସ୍ୱାମୀ ଜଣେ ବହୁତ ଭଲ ମଣିଷ ।ସ୍ୱାମୀର ସାଙ୍ଗ ମାନଙ୍କ ପାଖରୁ ଓ ସ୍ୱାମୀ ତାଙ୍କୁ ବହୁତ କଥା ଶିଖାଇଛନ୍ତି, ଘର ଭିତରେ କେମିତି 5 ଜଣଙ୍କୁ ନେଇ ଚଳିବାକୁ ପଡେ ତାହା ସେ ଏବେ ଜାଣି ପାରୁଛନ୍ତି ।ଆଉ ଯେତେବେଳେ ସେ କଲେଜ ରୁ ଘରକୁ ଫେରନ୍ତୁ ଘରର ମାହଲ ତାଙ୍କର ଅଧା ଥକା ଦୂର କରି ଦିଏ ।
ତେବେ ମି ପୁଚୁ ପୁଚୁ ଓ ଇତିକା ଦୁଇ ଜଣ ଅଲଗା ଲୋକ ତେଣୁ ନିଜ ବାସ୍ତବ ଜୀବନରେ ଇତିକା ଅଲଗା ଥିବା ବେଳେ କ୍ୟାରେକ୍ଟର ରେ ନିଜର ଛୁଆଳିଆମୀ ଦେଖାଇଥାନ୍ତି ।ତେବେ ଇତିକା ଙ୍କର ସ୍ୱାମୀ ମଧ୍ୟ ଇତିକା କୁ ଖୁବ ପ୍ରଶଂସା କରିଛନ୍ତି, ଏହି ଭିତରେ ଇତିକା ଆଗକୁ ନିଜ ଶାଶୁ ସହିତ ରିଲସ ବି ପୋଷ୍ଟ କରିବେ ।ଏମିତି ଶାଶୁଘର, ସ୍ୱାମୀ ପାଇ ସେ ନିଜକୁ ଖୁବ ଲକୀ ମାନିଛନ୍ତି ।ତେବେ ବାହାଘର ପରେ ଏମିତି କଥା କହି ଶାଶୁଘର ର ଖୁବ ପ୍ରଶଂସା କରିଥିଲେ ମି ପୁଚୁ ପୁଚୁ ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।