ହଁ ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ପ୍ରକୃତି ମିଶ୍ର ଙ୍କୁ ନେଇକି ଏକ ନୂଆ କଥା ଟି ଶୁଣିବାକୁ ମିଳିଛି | ଆଉ ଯେଉଁଠି କୁହାଯାଉଛି କି ପ୍ରକୃତି ମିଶ୍ର ଙ୍କର ଏକ ନୂଆ ଓଡ଼ିଆ ଫ୍ଲିମ ଟି ଆସିବାକୁ ଯାଉଛି ନୂଆ ବର୍ଷ ଉପଲକ୍ଷେ | ତେବେ ଆଜି କାଲିର ଯୁବ ପିଢ଼ି ମାନଙ୍କ ପାଇ ଏହିଭଳି ଏକ ନୂଆ ଷ୍ଟୋରି ଆସୁଥିବାରୁ ଦର୍ଶକ ମାନେ ଏହାକୁ ଅଧିକ ରୁ ଅଧିକ ପସନ୍ଦ କରିବେ ବୋଲି କହିଛନ୍ତି ପ୍ରକୃତି ମିଶ୍ର | ତାହା ସହିତ ପ୍ରେମର ମାନେ ବିଷୟରେ ମଧ୍ୟ କହିଛନ୍ତି ପ୍ରକୃତି | ତାହେଲେ ଆସନ୍ତୁ ବନ୍ଧୁଗଣ ଆଉ କଣ କଣ କହିଛନ୍ତି ପ୍ରକୃତି ତାଙ୍କର ଫ୍ଲିମ କୁ ନେଇକି ଜାଣିବା |
ତେବେ ଆପଣ ମାନେ ଜାଣିଥିବେ ବାବୁସାନ ଙ୍କୁ ନେଇକି ପ୍ରକୃତି ଙ୍କର ବିବାଦ ପରେ ଆଉ କିଛି ଓଡ଼ିଆ ଫ୍ଲିମ ମାର୍କେଟ କୁ ଆସି ନ ଥିଲା ପ୍ରକୃତି ମିଶ୍ର ଙ୍କୁ ନେଇକି | ତେବେ ବର୍ତ୍ତମାନ ତାଙ୍କର ଏକ ନୂଆ ଫ୍ଲିମ ଟି ଆସୁଛି ଆଉ ଯାହାର ନାଁ ହେଉଛି “କଫି ସୋପ ରୁ ପ୍ରେମ ଆରମ୍ଭ ” ଯାହା ସମସ୍ତଙ୍କୁ ବେଶ ପସନ୍ଦ ଆସିବ ବୋଲି କହିଛନ୍ତି ପ୍ରକୃତି | ତେବେ ସୁଧାଂଶୁ ସାର ଙ୍କ ଦ୍ୱାରା ଏହି ଫ୍ଲିମ ଟି ନିର୍ଦେଷିତ ହୋଇଥିବା ବେଳେ ଏହି ଫ୍ଲିମ ରେ ଗୀତ ଗୁଡିକର ସଂଗୀତ ପ୍ରଦର୍ଶନ କରିଛନ୍ତି ଅଭିଜିତ ମଜୁମଦାର ବୋଲି କୁହାଯାଇଛି |
ତାହା ସହିତ ପ୍ରକୁତି ବଲିଉଡ ରେ ନ କରି କଣ ପାଇଁ ଅଲିଉଡ ଫ୍ଲିମ କରିବାକୁ ଆସିଥିଲେ ବୋଲି ଅନେକ ପ୍ରଶ୍ନ ଉଠିଥିଲା | ଆଉ ଯାହାର ପ୍ରତି ଉତ୍ତର ରେ ପ୍ରକୃତି କହିଥିଲେ କି ଆମାଜନ ତରଫରୁ ତାଙ୍କର ଫ୍ଲିମ ସୁଟିଂ ପରେ ସେ ବର୍ତ୍ତମାନ ଆସିଛନ୍ତି ଓଡିଶା କୁ ଫ୍ଲିମ ପାଇଁ | ତେବେ ଓଡିଶା ହେଉଛି ତାଙ୍କ ଗାଁ, ତାଙ୍କର ମା ତେଣୁ ଜଗା ର ଡରି ଯେତେବେଳେ ତାଙ୍କ ଉପରେ ପଡିଥାଏ ସେତେବେଳେ ସେ ଆସିଥାନ୍ତି ବୋଲି କୁହାଯାଉଛି | ଆଉ ଏହି କଥା କହିବା ସହିତ ପ୍ରକୃତି ମିଶ୍ର ଏହି ଭଳି ଫ୍ଲିମ ର ନାଁ କୁ ନେଇକି ବେଶ ଖୁସି ଅଛନ୍ତି ବୋଲି କହିଛନ୍ତି |
ତେବେ ପ୍ରେମ ର ମାନେ କଣ ଏମିତି କିଛି ପ୍ରଶ୍ନ ଯେତେବେଳେ ପ୍ରକୃତି ଙ୍କୁ ପଚରା ଯାଇଥିଲା ସେତେବେଳେ ପ୍ରକୃତି କହିଥିଲେ କି ପ୍ରେମର ମାନେ ଆଉ କିଛି ନୁହଁ ତାଙ୍କ ଭାଷା ରେ ପ୍ରେମ ର ମାନେ ହେଉଛି ଫ୍ରେଣ୍ଡ ସିପ ବୋଲି କହିଥିଲେ | ଆଉ ଏହି କଥା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।