ଦର୍ଶକ ମାନଙ୍କ ଅତୁଟ ଭଲ ପାଇବା ପାଇଁ ମୁଁ ଆଜି ସିଦ୍ଧାନ୍ତ ମହାପାତ୍ର | OLYWOD ଅଭିନେତା ସିଦ୍ଧାନ୍ତ ମହାପାତ୍ର ( Sidhant Mohapatra ) ଏନେଇ କଣ କହୁଛନ୍ତି ,ଦେଖନ୍ତୁ VIDEO….

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଅନେକ ଅଭିନେତା ଆଉ ଅଭିନେତ୍ରୀ ମାନଙ୍କ ବିଷୟରେ କିଛି କଥା ଭାଇରାଲ ହେବାକୁ ଲାଗିଥାଏ ଯାହା ମାଧ୍ୟମରେ ଆମେ ସେମାନଙ୍କ ବିଷୟରେ ଅନେକ କଥା ଜାଣିବାକୁ ପାଇଥାଉ | ତେବେ ବର୍ତ୍ତମାନ ସେହିଭଳି ଜଣେ ଜଣା ଶୁଣା ଅଭିନେତା ଙ୍କ ବିଷୟରେ ଆମେ ମାନେ ଜାଣିବାକୁ ଯାଉଛୁ ସେ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର | ତେବେ ସିଦ୍ଧାନ୍ତ ମହାପାତ୍ର କଣ କହିଛନ୍ତି ତାଙ୍କର ଫ୍ଲିମ କେରିୟର କୁ ନେଇକି ଆସନ୍ତୁ ସେ ବିଷୟରେ ଆଲୋଚନା କରିବା |

ଅଲିଉଡ ଇଣ୍ଡୋଷ୍ଟ୍ରି ରେ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ପ୍ରିୟ ର ପାତ୍ର ହୋଇଥିବା ସିଦ୍ଧାନ୍ତ ମହାପାତ୍ର ଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ତେବେ ଅନେକ ଓଡ଼ିଆ ଫ୍ଲିମ ରେ ସିଦ୍ଧାନ୍ତ ମହାପାତ୍ର କାମ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରି ପାରିଛନ୍ତି ବୋଲି କୁହାଯାଉଛି | ଆଉ ପିଲା ଠାରୁ ଆରମ୍ଭ କରି ସମସ୍ତଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ଓଡିଶା ର ଜଣା ଶୁଣା ଅଭିନେତା ସିଦ୍ଧାନ୍ତ ମହାପାତ୍ର | ତେବେ ସିଦ୍ଧାନ୍ତ ମହାପାତ୍ର ଙ୍କର ଅନେକ ଫ୍ରେଣ୍ଡ ରହିଛନ୍ତି ସେମାନଙ୍କ ମଧ୍ୟ ରେ ଜଣେ ସିଦ୍ଧାନ୍ତ ମହାପାତ୍ର ଙ୍କର ଅବିକଳ ଫୋଟ ଆଙ୍କି ଥିବା କଥା ମଧ୍ୟ ଦେଖିବାକୁ ମିଳିଥିଲା |

ତାହା ସହିତ ସିଦ୍ଧାନ୍ତ ମହାପାତ୍ର କେବେ ମାମା ମିଶ୍ର ଙ୍କ ସହିତ ଫ୍ଲିମ କରିବାକୁ ଯାଉଛନ୍ତି ସେ ବିଷୟରେ ଅନେକ ପ୍ରଶ୍ନ ପପଚାରିଥିଲେ | ଆଉ ଯାହା ର ଉତ୍ତର ରେ ସିଦ୍ଧାନ୍ତ କହିଥିଲେ କି ସେ ଗୋଟିଏ ସାଇଡ ସମ୍ଭାଳୁଛନ୍ତି ଆଉ ମାମା ଗୋଟିଏ ସାଇଡ | ଆଉ ମାମା ଙ୍କୁ ସଂସାର ଜାଳା ରୁ ମୁକ୍ତି ପାଇବା ପରେ ଫ୍ଲିମ ଜଗତରେ ପାଦ ଦେବେ ବୋଲି ମଧ୍ୟ କୁହାଯାଉଛି | ଏହା ବ୍ୟତୀତ ସିଦ୍ଧାନ୍ତ କହିଛନ୍ତି କି ରୋଜ ଦେଲେ ଵା ପ୍ରପୋଜ କରିଲେ ଦୁହିଁଙ୍କ ମଧ୍ୟରେ ଯେ ଭଲ ପାଇବା ବଢିଯାଇଥାଏ ତାହା ନୁହଁ ଦୁହିଁଙ୍କ ମଧ୍ୟରେ ସମ୍ପର୍କ କୁ ଠିକ ରଖିବା ପାଇଁ ହେଲେ ବୁଝା ମଣା ର ଆବଶ୍ୟକତା ରହିଛି ବୋଲି କହିଛନ୍ତି |

ତାହା ସହିତ ସିଦ୍ଧାନ୍ତ ମହାପାତ୍ର ତାଙ୍କର ସ୍ତ୍ରୀ ମାମା ଙ୍କୁ ନେଇକି ଅନେକ କଥା କହିଛନ୍ତି ତାଙ୍କର କହିବା ଅନୁସାରେ ମାମା ଙ୍କ ପାଇଁକି ସେ ” ବନ୍ଧୁ ଟିଏ ଖୋଜୁ ଖୋଜୁ ପାଇଛି ଯାହାକୁ ଆଜି ସିଏ ହେଲା ମୋର ବନ୍ଧୁ ” ଗୀତ ଟିକୁ ଗାଇଛନ୍ତି | ତାହା ସହିତ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି କି ସେ ଆଗକୁ କିଛି ଆଶା ରଖି ନାହାନ୍ତି ଯାହା ଘରୁଛି ସମୟ ର ତାଳେ ତାଳେ ଆଗକୁ ଯିବା କଥା ପ୍ରକାଶ କରିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment