ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଏହି ଭଳି ଏକ ଘଟଣା ସାମ୍ନା କୁ ଆସିଛି ତାହା ହେଉଛି ଗୋପଳ ଦାସ ଙ୍କର ମୃତ୍ୟୁ କୁ ନେଇକି କିଛି ଘଟଣା | ଆଉ ଯେଉଁଠି କୁହାଯାଉଛି କି ନବ ଦାସ ଙ୍କର ମୃତ୍ୟୁ କୁ ନେଇକି ଗୋପାଳ ଦାସ ଙ୍କୁ ଝାଡ଼ସୁଗୁଡା ଜେଲ ରେ ଭର୍ତ୍ତି କରିଥିବା ବେଳେ ବର୍ତ୍ତମାନ ଗୋପାଳ ଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି କହିଛନ୍ତି ଗୋପଳ ଙ୍କର ପୁଅ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଜାଣିଥିବେ କି ଝାଡ଼ସୁଗୁଡା ନିକଟରେ ଥିବା ଗାନ୍ଧିଛକ ନିକଟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କର ମୃତ୍ୟୁ କୁ ନେଇକି ଘଟଣା ର ତଦନ୍ତ ଜୋର ସୋର ରେ ଚାଲିଛି ବୋଲି କୁହାଯାଉଛି | ଆଉ ଯାହା କୁହାଯାଉଛି କି ନବ ଦାସ ଙ୍କୁ ASI ଗୋପାଳ ଦାସ ଗୁଳି କରିଥିଲେ | ଆଉ ଗୋପାଳ ଦାସ ଙ୍କୁ କ୍ରାଇମ ବ୍ରାଞ୍ଚ ତରଫରୁ ତଦନ୍ତ ଆରମ୍ଭ କରିବା ସହିତ ଗୋପଳ ଙ୍କର ନାର୍କ ଟେଷ୍ଟ ମଧ୍ୟ କରାଯାଇଛି | ଆଉ ନବ ଦାସ ଙ୍କର ମୃତ୍ୟୁ କୁ ନେଇକି ସମସ୍ତ ସତ କୋଠା ପ୍ରକାଶ କରିଛନ୍ତି ଗୋପଳ ଦାସ ବୋଲି କୁହାଯାଉଛି |
ତେବେ ବର୍ତ୍ତମାନ ଗୋଟିଏ ବଡ଼ ଖବର ସାମ୍ନା କୁ ଆସିଛି ତାହା ହେଉଛି ଗୋପଳ ଦାସ ଙ୍କର ପୁଅ ଙ୍କର କିଛି କଥା | ଆଉ ଗୋପାଳ ଦାସ ଙ୍କର ପୁଅ କହିଛନ୍ତି କି ତାଙ୍କର ବାପା ଙ୍କର ଜୀବନ ପ୍ରତି ବିପଦ ରହିଛି ଝାଡ଼ସୁଗୁଡା ଜେଲ ଭିତରେ | ଆଉ ସେ ଯଦି ଅଧିକ ଦିନ ସେଠାରେ ରହିବେ ତାହେଲେ ତାଙ୍କର ମୃତ ଦେହ ସ୍ମଶାନ କୁ ଯିବ | ତେବେ ପୁଅ ଙ୍କ ପରୁ ଗୋପାଳ ମଧ୍ୟ କହିଥିଲେ କିଛି ଏମିତି କଥା | ଆଉ ଝାଡ଼ସୁଗୁଡା ଜେଲ ଭିତରେ ସେ ରହିଲେ ତାଙ୍କୁ ମାରିଦିଆଯିବ |
ତାହା ବ୍ୟତୀତ ଗୋପାଳ ଦାସ ଙ୍କୁ ଝାଡ଼ସୁଗୁଡା ଜେଲ ଭିତରେ ମଧ୍ୟ ହତ୍ୟା ର ଧମକ ଆସିଥିଲା ବୋଲି ଗୋପଳ କହିଥିଲେ | ଆଉ ନାର୍କ ଟେଷ୍ଟ ପରେ ପୁଣି ଥରେ ଗୋପାଳ ଙ୍କୁ ଝାଡ଼ସୁଗୁଡା ଜେଲ ରେ ରଖା ଯାଇଛି | ଆଉ ସେଠାରେ 164 ଧାରା ଆଧାରରେ ତଦନ୍ତ ପରେ ଦୌଦ୍ୱାର ଜେଲ କୁ ନିଆଯିବ ବୋଲି ମଧ୍ୟ କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଓ ଚର୍ଚ୍ଚା ର ବିଷୟ ମଧ୍ୟ ପାଲଟିଛି |