ମିହିର ଦାସଙ୍କ ସ୍ମୃତିରେ ମଲା ପରେ ମୁହଁରେ ନିଆଁ ଦବ…Best Scene ମାତ୍ର 4 ଘଣ୍ଟାରେ 228k ରୁ ଅଧିକ ଲୋକ ଦେଖି ସାରିଲେଣି…ଭିଡିଓ ଦେଖିଲେ ମିହିର ଭାଈ ଙ୍କ କଥା ମନେପଡିବ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ଅଭିନୟ ଗୋଟିଏ ଏମିତି ଜିନିଷ ଯାହା କୁ ଯିଏ ଯେତେ ଭଲରେ କରି ପାରିବେ, ସେତେ ପ୍ରସଂଶା ସାଉଁଟି ପାରିବେ ଓ ତାହା ସହିତ ସେତେ ଲୋକ ପ୍ରିୟତା ମଧ୍ୟ ହାସଲ କରି ପାରିବେ | ତେବେ ଆପଣ ମାନେ ସମସ୍ତେ ଜାଣିଥିଲେ ଓଡ଼ିଆ ଚଳଚିତ୍ର ଜଗତରେ ଯାହାଙ୍କର ଭୂମିକା ଅତି ଗୁରୁତ୍ୱ ପୂର୍ଣ୍ଣ ଅଂଶ ଭାବରେ କାମ କରି ଆସିଛି ଓ ଜୀବନ୍ତ ଅଭିନୟ ଦେଖାଇ ଦର୍ଶକ ମାନଙ୍କ ପାଖରୁ ପ୍ରସଂଶା ସାଉଁଟିଥିବା ମିହିର ଦାସ ଓ ସମସ୍ତଙ୍କ ପ୍ରିୟ ଚକଲେଟ ହିରୋ ବାବୁସାନ ମହାନ୍ତି ଉଭୟ ଙ୍କର ମିଶ୍ରିତ ଏକ ଇମୋସନାଲ ସିନ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡ଼ିଓ ଟି ଉପରେ ନଜର ପକାଇବା |

ତେବେ ଆପଣ ମାନେ ଭଲ ଭାବରେ ଜାଣିଥିବେ ଓଡିଶା ରେ ଘରେ ଘରେ ନିଜର ଅଭିନୟ ମାଧ୍ୟମରେ ପରିଚୟ ସୃଷ୍ଟି କରିଥିବା ମିହିର ଦାସ ଙ୍କ ବିଷୟରେ | ଆଉ ଯାହା କୁହାଯାଉଛି କି ମିହିର ଦାସ ଓ ବାବୁସାନ ମହନ୍ତି ଙ୍କର ଏକ ଚିତାକର୍ଷକ ସିନ ବର୍ତ୍ତମାନ ଭାଇରାଲ ହେଉଛି | ଆଉ ଏହି ଇମୋସନାଲ ସିନ ଟି ହେଉଛି “ପ୍ରେମ ଅଢେଇ ଅକ୍ଷର “| ଆଉ ଏହି ଫ୍ଲିମ ରେ ମୁଖ୍ୟ ଭୂମିକା ରେ ହିରୋ ଭାବରେ ଅଛନ୍ତି ବାବୁସାନ ଓ ହିରୋଇନ ଭାବରେ ରିୟା ଓ ବାବୁସାନ ଙ୍କ ବାପା କେରେକ୍ଟର ରେ ଅଭିନୟ କରିଛନ୍ତି ମିହିର ଦାସ |


ଆଉ ଯାହା କୁହାଯାଉଛି କି ଏହି ଭାଇରାଲ ହେଉଥିବା ସିନ ଟିରେ ବାପା ଆଉ ପୁଅ ଙ୍କର ଭଲ ପାଇବା ଓ ବାପା ଙ୍କର ଅବଦାନ କେତେ ରହିଥାଏ ଜଣେ ପୁଅ ପାଇଁ ତାହା କୁହାଯାଇଛି | ତେବେ ଦେଖା ଯାଇଛି କି ଆଜି କାଳିଆ ପୁଅ ଝିଅ ମାନେ ବାପା ମା ଙ୍କର କଥା କୁ ଶୁଣନ୍ତି ନାହିଁ ସେମାନଙ୍କୁ ହତାଦର କରିଥାନ୍ତି | ତେବେ ଯେତେବେଳେ ସେହି ବାପା ମା ଯିଏ କି ପ୍ରତେକ ପିଲା ଙ୍କ ପାଇଁ ଚଳନ୍ତି ଦେବତା ହୋଇଥାନ୍ତି ସିଏ ଯେତେବେଳେ ଦୁନିଆରୁ ଚାଲି ଯାଆନ୍ତି ସେତେବେଳେ ଜାଣି ହୁଏ କି ସେମାନେ ଆମ ପାଇଁ କେତେ ଗୁରୁତ୍ୱ ପୂର୍ଣ୍ଣ, ଆଉ ଜୀବନର ଗୋଟିଏ ଅଂଶ ବୋଲି |

ତେବେ ଭାଇରାଲ ହେଉଥିବା ଭିଡ଼ିଓ ରେ ସେମିତି କିଛି ଦେଖା ଯାଇଛି ଆଉ ଯେଉଁଠି ପୁଅ ବାବୁସାନ ଙ୍କ ଲଭ କୁ ଫେରାଇ ଦେବାକୁ ଯାଇଛି ମିହିର ଦାସ ଙ୍କୁ ଅପମାନ ସହିବାକୁ ପଡିଛି | ଆଉ ଯାହା ଫଳରେ ସେ ପ୍ରାଣ ହରାଇଛନ୍ତି |ଆଉ ବାପା ଙ୍କର କଥା କୁ ମନେ ପକାଉଛନ୍ତି ପୁଅ ଆଉ କାନ୍ଦିବାକୁ ଲାଗିଛନ୍ତି ବାପା ଙ୍କର ଜୁଇ ପାଖରେ | ତେବେ ବାବୁସାନ ଓ ମିହିର ଙ୍କର ଏହି ଇମୋସନାଲ ସିନ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment