Big News – ମିଳିଗଲା RCB ର କ୍ୟାପଟେନ ! ନିଜେ ଧୋନୀଙ୍କ ସାଥି କହିଲେ….

0

ଆମ ଭାରତୀୟ ସବୁବେଳେ କ୍ରିକେଟ ଖେଳକୁ ବହୁତ ପସନ୍ଦ କରନ୍ତି। ଯେଉଁ ମାନେ କ୍ରିକେଟ ପ୍ରେମୀ ସେମାନେ ସବୁବେଳେ କ୍ରିକେଟ ଖେଳ ବିଷୟରେ ଅପଡେଟ ରହିବା ପାଇଁ ଭଲ ପାଆନ୍ତି। ନିକଟରେ ମଧ୍ୟ ଟି-୨୦ ବିଶ୍ୱକପ ଏବଂ ସିରିଜ ମ୍ୟାଚ ମଧ୍ୟ ସରିଛି। ଏ ବର୍ଷ ଟି-୨୦ ବିଶ୍ୱକପ ରେ ଭାରତ ନିଜର ପ୍ରଦର୍ଶନ ଭଲ କରିନଥିଲା ଏବଂ ସମଗ୍ର ଦେଶ ବାସୀଙ୍କୁ ନିରାଶ କରିଥିଲା। ଯାହାବି ହେଉ ଆଇପିଏଲ ୨୦୨୧ ମସିହାରେ ହୋଇଥିବା ମ୍ୟାଚ ରେ ବିରାଟ କୋହଲି ଆରସିବିର ଅଧିନାୟକତ୍ୱ ରୂପରେ ଶେଷ ମ୍ୟାଚ ଥିଲା।

ଯାହା ଶୁଣିବା ପାଇଁ ମିଳୁଛି ସେଆରସିବି ପାଇଁ ବର୍ତ୍ତମାନ ବିରାଟ କୋହଲି ଅଧିନାୟକ ଭାର ଛାଡି ବ୍ୟାଟ୍ସ ମ୍ୟାନ ଭାବରେ ନଜର ଆସିବେ। ତେବେ ବିରାଟ ଅଧିନାୟକ ପଦ ଛାଡ଼ିବା ପରେ ଡିଭିଲିୟର୍ସ ଅଧିନାୟକ ପଦ ଗ୍ରହଣ କରିବେ ବୋଲି ଭାବୁଥିଲେ। ଦୁଃଖର ବିଷୟ ଏହିକି ଯେ ଯେ କ୍ରିକେଟ ଖେଳର ସବୁ ଫର୍ମାଟରୁ ଅବସର ନେଇ ସାରିଛନ୍ତି। ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠୁଛି କି ବିରାଟ ଅଧିନାୟକ ପଦ ଛାଡ଼ିବା ପରେ ତାଙ୍କର ସ୍ଥାନ କେଉଁ ଉପଯୁକ୍ତ ଖେଳାଳିକୁ ବଛାଯିବ। ତେବେ ବନ୍ଧୁଗଣ ଏମଏସ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ବ୍ୟାଟ୍ସ ମ୍ୟାନ ଯାହାଙ୍କ ନାଁ ଏସ ବଦ୍ରୀନାଥ ତାଙ୍କୁ ଜଣେ କ୍ରିକେଟ ପ୍ରେମୀ ପଚାରିଥିଲେ। ତେବେ ଏହାର ଉତ୍ତର ସେ ରଖିଥିଲେ କି କେଏଲ ରାହୁଲ ଅଧିନୟକ ପଦ ଦେଲେ ଠିକ ଭାବରେ ମ୍ୟାନେଜ କରିପାରିବେ।

ଏକଥା ମଧ୍ୟ କହିଥିଲେ କି ସେ ଜଣେ ଦକ୍ଷ ଖେଳାଳି ତାଙ୍କର ଲିଡ଼ରଷିପ ନେବାର ଦକ୍ଷତା ରହିଛି। ଯାହାବି ହେଉ ସେହି ୟୁଜରଙ୍କୁ ଏଭଳି କିଛି ଉତ୍ତର ରଖିଥିବା କଥା ସେ କହିଛନ୍ତି। ପଞ୍ଜାଵ ଟିମରେ କେଏଲ ରାହୁଲଙ୍କୁ ରଖିବା ନେଇ ମଧ୍ୟ କୁହା ଯାଉଥିଲା। ତେବେ ସେ ପଞ୍ଜାଵ ଟିମରେ ମିଶିବେ ନାହିଁ ବୋଲି ମନା କରିଦେଇଥିଲେ ଯାହା ଶୁଣିବା ପାଇଁ ମିଳିଥିଲା। ୨୦୨୨ ମସିହାରେ ଆସୁଥିବା ଆଇପିଏଲ ମ୍ୟାଚରେ ୨ ଟି ଟିମ ଯୋଗ ଦେବେ। ଏଥିରୁ ଲଖନଉର ଅଧିନାୟକ ପଦ ହୋଇ ପାରନ୍ତି ବୋଲି ସୂଚନା ଦେଇଛନ୍ତି।

ତେବେ ଏଥିରେ ତାଙ୍କର ତିନି ବର୍ଷ ପାଇଁ ଚୁକ୍ତି ହୋଇଥିବା ବୋଲି ଏକ ୱେବ୍ସାଇଟରୁ ସୂଚନା ରହିଛି। ସେ ସବୁ ସିଜନରେ ୫୫୦ ରୁ ଅଧିକ ରନ କରିଛନ୍ତି। ତେବେ ସେ ଜଣେ ଦକ୍ଷ ଖେଳାଳି ଭାବରେ ପରିଚିତ। ଯାହାବି ହେଉ ସେଆରସିବି ଅଧିନାୟକ ପଦ ଛାଡିବା ପରେ ସ୍ୱାଭାବିକ ପ୍ରଶ୍ନ ଉଠୁଛି। ବିରାଟ କୋହଲି ଜାଗାରେ କିଏ ଅଧିନାୟକ ପଦ ଗ୍ରହଣ କରିବେ ବୋଲି ପ୍ରଶ୍ନ ଉଠୁଛି। ତେବେ ବିରାଟ ଅଧିନାୟକ ପଦ ଛାଡ଼ିବାର ମୁଖ୍ୟ ଉଦେଶ୍ୟ ସେ ନିଜ ଖେଳରେ ଠିକ ଭାବରେ ନିୟୋଜିତ କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।