ଦେଖନ୍ତୁ viral ଭିଡ଼ିଓ – ମିଳିଲା ଶ୍ରଦ୍ଧାଙ୍କର କଟା ମୁଣ୍ଡ । ସନ୍ଧାନି କୁକୁର ଖୋଜି ଖୋଜି ଯାଇ ପହଞ୍ଚିଥିଲା ଶ୍ରଦ୍ଧାଙ୍କ ପାଖରେ,ଆଉ ତାପରେ ଯାହା ହେଲା ଦେଖିଲେ ଆପଣଙ୍କ ହୋସ ଉଡିଯିବ….

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ଆପଣ ମାନେ ଦେଖିବାକୁ ପାଉଥିଲେ | ତେବେ ସବୁ ଘଟଣା ଗୁଡିକ ଭିତରେ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ସାଜିଛି ତାହା ହେଉଛି ରାଜଧାନୀ ଦିଲ୍ଲୀ ହେଇଥିବା ପ୍ରେମୀ ଯୁଗଳ ଙ୍କର ଘଟଣା | ଆଉ ଶ୍ରଦ୍ଧା ଙ୍କର ମୃତ୍ୟୁ ଘଟଇଥିବା ତାଙ୍କର ପ୍ରେମିକ ଅଫତାବ ଙ୍କର କଥା | ଆଉ ଯେଉଁଠି ପ୍ରେମିକ ଜଣଙ୍କ ପ୍ରେମିକା ଶ୍ରଦ୍ଧା ଙ୍କର ଦେହ କୁ କାଟି 33 ଖଣ୍ଡ କରି ଦେଇଥିଲେ | ଆଉ ତାହାକୁ ଜରିରେ ପେକିଙ୍ଗ କରିକି ବିଭିନ୍ନ ସ୍ଥାନ ରେ ମଧ୍ୟ ପକାଇଥିଲେ ବୋଲି କୁହାଯାଉଥିବା ବେଳେ ବର୍ତ୍ତମାନ ଶ୍ରଦ୍ଧା ଙ୍କର କଟା ମୁଣ୍ଡର ଠାବ କରିଛି ସନ୍ଧନୀ କୁକୁର | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ଯାହା ଜଣା ପଡିଛି ମିଳିଥିବା ସୂଚନା ଅନୁସାରେ ସନ୍ଧନୀ କୁକୁର ର ସହାୟତା ରେ ବର୍ତ୍ତମାନ ଦିଲ୍ଲୀ ରେ ଥିବା ଗୁରୁଗାୱ ଜଙ୍ଗଲରେ ପହଞ୍ଚିଥିଲା ଦିଲ୍ଲୀ ପୋଲିସ | ଆଉ ସେଠାରେ ଏକ ପଲିଥିନ ଜରି ଭିତରେ ଏକ ମୁଣ୍ଡ ର ସନ୍ଧାନ ମିଳିଥିଲା | ଆଉ ଏହି ମୁଣ୍ଡଟି ସମ୍ପୂର୍ଣ୍ଣ ଭାବରେ ସଡ଼ି ଯାଇଥିବାର କୁହାଯାଉଛି | ଆଉ ଯାହା ଜଣା ପଡିଛି କି ଡି ଏଲ ଏ ଏ ଫେଜ 2 ରେ ଥିବା ଆଇଟି କମ୍ପାନୀ ରେ କାମ କରୁଥିଲେ ଅଫତାବ | ଆଉ ଯାହା କୁହା ଯାଉଛିବକି ଶ୍ରଦ୍ଧା ଆଉ ଅଫତାବ ଦୁଇ ଜଣ ଲିଭିଙ୍ଗ ରଲେସନ ଶିବ ରେ ମଧ୍ୟ ରହୁଥିଲେ |
ଆଉ ଯାହା ଜଣା ପଡିଥିଲା କି ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ଠିକ ଚାଲିଥିବା ବେଳେ ଅଫତାବ ଶ୍ରଦ୍ଧା ଙ୍କ ସହିତ ରହିବା ସହିତ ଆଉ ଝିଅ ମାନଙ୍କୁ ମଧ୍ୟ ଡେଟ କରୁଥିଲେ ଯାହାକୁ ଶ୍ରଦ୍ଧା ଜାଣିପାରିଥିଲେ ଓ ଯାହା ଯୋଗୁ ତାଙ୍କ ମନରେ ସନ୍ଦେହ ମଧ୍ୟ ସୃଷ୍ଟି ହୋଇଥିଲା ବୋଲି କୁହାଯାଉଛି | ଆଉ ତାହା ଛଡା ଆହୁରି ମଧ୍ୟ ଜଣା ପଡିଛି କି ଅଫତାବ ଡ୍ରକ୍ସ କାରବାର ମଧ୍ୟ କରୁଥିଲେ | ଆଉ ଏହି କାମ ସେ ଶ୍ରଦ୍ଧା ରୁମ ରେ ନ ଥିବା ସମୟରେ କରୁଥିଲେ |

ଆଉ ଯେଉଁଥିପାଇଁ ସେମାନଙ୍କ ରୁମ କୁ ଅନେକ ଲୋକ ଆସୁଥିଲେ ଡ୍ରକ୍ସ ପାଇଁ ଯାହାକୁ ଜାଣି ପାରିଥିଲେ ଶ୍ରଦ୍ଧା | ଆଉ ଯେଉଁଥିପାଇଁ ଅଫତାବ ଶ୍ରଦ୍ଧା ଙ୍କୁ ମାରି କାଟି ପଲିଥିନ ରେ ପୁରାଇ ଦିଲ୍ଲୀ ସହରର ବିଭିନ୍ନ ସ୍ଥାନରେ ପକାଇଥିଲେ ବୋଲି କୁହାଯାଉଛି | ଆଉ ଯେଉଁ ମୁଣ୍ଡ ର ସନ୍ଧାନ ମିଳିଛି ତାହା ଶ୍ରଦ୍ଧା ଙ୍କର ନାଁ ନୁହଁ ତାହା ଫୋରେନସିକ ରିପୋର୍ଟ ରୁ ଜଣା ପଡିବ ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment