ମିସକଲ କରି ପ୍ରେମିକଲା ..ସମ୍ପର୍କ ରଖି ଅଶ୍ଳୀଳ ଭିଡ଼ିଓ ଉତ୍ତୋଳନ କରି ଟଙ୍କା ମାଗିଲା ..ନଦେବାରୁ ଭିଡ଼ିଓ ଭାଇରଲ କରୁଛି… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଏମିତି ଅନେକ ଭିଡ଼ିଓ ସବୁ ଆସିଥାଏ ଯାହା ସମସ୍ତେ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ କିନ୍ତୁ ବର୍ତ୍ତମାନ ସମୟ ରେ ପ୍ରେମ କୁ ନେଇ ଅନେକ ଘଟଣା ସାମ୍ନା କୁ ଆସୁଛି। ହେଲେ ଏଠାରେ ଜଣେ ଯୁବତୀ ଙ୍କର ଅଶ୍ଳୀଳ ଭିଡ଼ିଓ କୁ ନେଇ ଘଟଣା ଜାଣିବାକୁ ମିଳିଛି। ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ ଯାହା ପ୍ରେମିକା ଜଣଙ୍କ କହିଛନ୍ତି। ଏଠାରେ ଏକ ଭିଡ଼ିଓ ନଜରକୁ ଆସିଛି ଯେଉଁଠି ଜଣେ ଯୁବତୀ ଏମିତି କିଛି କରି ସୋସିଆଲ ମିଡ଼ିଆରେ ଚର୍ଚ୍ଚା କୁ ଆସିଛନ୍ତି।

ଏହିଠାରେ ସେହି ଯୁବତୀ ଜଣଙ୍କ ପ୍ରେମ କୁ ନେଇ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛନ୍ତି। ଆଉ ଏବେ ଯୁବକ ଜଣଙ୍କ ତାଙ୍କୁ କିଛି ଟଙ୍କା ମାଗିଥିବା ନେଇ ଅଭିଯୋଗ ଆସିଛି ଯାହା ଏଠାରେ ଜାଣିବାକୁ ମିଳିଛି। ଏହିପରି ଆଗରୁ ଅନେକ ଥର ପ୍ରେମ କୁ ନେଇ ଅନେକ ଘଟଣା ସବୁ ସାମ୍ନା କୁ ଆସିଛି ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଆଉ ପ୍ରେମ କରିବା ପରେ ପ୍ରେମିକ ମାନେ ଏହିପରି କିଛି କାର୍ଯ୍ୟ କରି ଥାନ୍ତି ଯାହା ପାଇଁ ଦୁହିଙ୍କ ମଧ୍ୟ ରେ ଏହିପରି କିଛି ତିକ୍ତତା ସୃଷ୍ଟି ହୋଇଥାଏ।

ଏବେ ଏହି ପରି ଘଟଣା କୁ ନେଇ ସମସ୍ତେ ଚର୍ଚା କୁ ଆସି ଥାନ୍ତି। ଆଉ ପ୍ରେମ ହେବା ପରେ ପ୍ରଥମେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ଼ ହୋଇଥାଏ ତାହା ପରେ ଦୁହେଁ ବହୁତ ମିଶିବା ପାଇଁ ପ୍ରୟାସ କରି ଥାନ୍ତି ଯାହା ପରବର୍ତ୍ତୀ ସମୟରେ ଏହିପରି ଘଟଣା ସାମ୍ନା କୁ ଆସିଥାଏ। ଆଉ ବିଭିନ୍ନ ସମୟରେ ପ୍ରେମ ପରେ ପ୍ରେମିକା ମାନେ ଯୁବକ ମାନଙ୍କୁ ଅଧିକ ମାନସିକ ଚାପ ଦେଇ ଥାନ୍ତି ଯାହା ପାଇଁ ଶେଷ ରେ ସେମାନେ ଏମିତି କିଛି କରି ଦେଇ ଥାଆନ୍ତି ଯାହା ଆପଣ ମାନେ ଦେଖିଥିବେ ଅନେକ ଯୁବକ ଜୀବନ ହାରି ଦେଇଛନ୍ତି। ଆଉ ବେଳେ ବେଳେ ଏହିପରି ଯୁବତୀ ମାନେ ମଧ୍ୟ ମିଛ ର ଶିକାର ହେବା ପରେ ତାଙ୍କୁ ବିବାହ ନ କରି ଛାଡି ପଳେଇ ଥାଆନ୍ତି। କିନ୍ତୁ ଏବେ ସେହିପରି ଜଣେ ଯୁବତୀ ନିଜର ପ୍ରେମିକ ନାଁ ରେ ଅଭିଯୋଗ ଆଣିଛନ୍ତି।

ଯେଉଁଠି ଜଣେ ଯୁବକ ପ୍ରଥମେ ମିସକଲ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢିଥିଲା। ଧୀରେ ଧୀରେ ଦୁହେଁ ଏକାଠି ହେବା ପାଇଁ ମନ କଲେ ଓ ଶେଷରେ ସେହି ସମୟରେ ଯୁବକ ଜଣଙ୍କ ଅଶ୍ଳୀଳ ଭିଡ଼ିଓ କିଛି ରେକର୍ଡ କରି ଏବେ ଭାଇରଲ କରିଛନ୍ତି ଯାହା କୁ ନେଇ ଯୁବତୀ ଏଠାରେ ଅଭିଯୋଗ ଆଣିଥିବାର ଦେଖିବାକୁ ମିଳିଛି। ଏହି ସମୟ ରେ ଯୁବତୀ ଜଣଙ୍କ କହିଛନ୍ତି ଯେ ସେହି ପ୍ରେମିକ ଟି ଭିଡ଼ିଓ କୁ କିଛି ଟଙ୍କା ମାଗିଛନ୍ତି ଯାହା ଏଠାରେ ଶୁଣିବାକୁ ମିଳୁଛି। ଆଉ ଯାହା ବି ହେଉ ବର୍ତ୍ତମାନ ସେହି ଯୁବତୀ ଜଣଙ୍କୁ ନ୍ୟାୟ ଆବଶ୍ୟକ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment