ମୋ ବାପାଙ୍କ ଦୁଇଟି ଫୁସଫୁସ ଖରାପ ହେଇଯାଇଛି ..ମୁଁ ହାତ ଯୋଡି ଭିକ୍ଷା ମାଗୁଛି..ମୋ ବାପାଙ୍କୁ ବଞ୍ଚାଇ ଦିଅ… ଦୟାକରି ଅଧିକରୁ ଅଧିକ ସେୟାର କରିବାକୁ ଅନୁରୋଧ

ହଁ ଦର୍ଶକ ବନ୍ଧୁ ରୋଗ ଆସିବା ଯିବା ମଣିଷ ମାନଙ୍କ ଠାରେ ଦେଖା ଯିବା କିଛି ବଡ କଥା ନୁହେଁ ହେଲେ କେଉଁ ବୟସ ରେ କେଉଁ ରୋଗ ଆକ୍ରାନ୍ତ କରୁଛି, ତାହା ହେଉଛି ଏଠାରେ ବଡ କଥା, ଆପଣ ମାନେ ଜାଣିଥିବେ ଦର୍ଶକ ବନ୍ଧୁ ଫୁସ ଫୁସ ରୋଗରେ ପଡିତ ଥିବା ବ୍ୟକ୍ତି ଙ୍କର ଅଧିକ ମୁର୍ତ୍ୟୁ ବରଣ ହେଇଥାଏ , ହେଲେ ଏହି ରୋଗକୁ ଭଲ ମଧ୍ୟ କରାଯାଇପାରେ ସେଥିପାଇଁ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହେଇଥାଏ, ଯାହା ପାଇଁ ଆଜି କୁନି ହାତରେ ରାଜ ରାସ୍ତା କୁ ଅଲ୍ହେଇ ଆସିଛି ବାପା ଙ୍କ ଜୀବନ ବଞ୍ଚାଇବା ପାଇଁ |

ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ରେ, ମିଳିଥିବା ସୂଚନା ଅନୁଯାୟୀ ସୁସ୍ମିତା ମହାନ୍ତି ଙ୍କ ବାପା ରଜନୀ କାନ୍ତ ମହାନ୍ତି କଟକ ରେ ଏକ ଘରେଇ ଦୋକାନ ରେ ସେଲସ ମ୍ୟାନ ଭାବେ କାମ କରୁଥାନ୍ତି, ସେଥିରୁ ଯାହା ରୋଜଗାର ହୋଉଥିଲା ତାଙ୍କ ଛୋଟ ପରିବାର ହସ ଖୁସିରେ ଚୋଳୁ ଥିଲା, ହେଲେ ଭଗବାନ ଙ୍କ ସୋହିଲେନି, ପରିବାର ର ଖୁସି ଛଡେଇ ନେବା ସହ କୁନି ଝିଅ ସୁସ୍ମିତା ଙ୍କ ଓଠ ରୁ ହସ ଛଡାଇ ନେଇଛନ୍ତି, ବାପା ଙ୍କ ଫୁସ ଫୁସ ରୋଗ ର ଚିକିତ୍ସା ପାଇଁ 13 କୋଟି ଟଙ୍କା ର ଆବଶ୍ୟକ, ସୁସ୍ମିତା ଙ୍କ ପାଖରେ ବାପା ଙ୍କ ଚିକିତ୍ସା ପାଇଁ ଟଙ୍କା ନଥିବାରୁ ସେ ଏବେ ରାଜ୍ୟ ବାସୀ ଙ୍କୁ ଭିକ୍ଷା ମାଗିଛନ୍ତି, ଯେଉଁ ହାତରେ ଏବେ କୋଲମ ଧରିବା କଥା ସେଇ ହାତ ଏବେ ଲୋକଙ୍କ ପାଖରେ ଭିକ୍ଷା ମାଗିବା ପାଇଁ ବ୍ୟବହାର କରୁଛନ୍ତି ସୁସ୍ମିତା |

ଖାଲି ସେତିକି ନୁହେଁ ସୁସ୍ମିତା ଙ୍କ ମା ମଧ୍ୟ ସ୍ୱାମୀ ଙ୍କ ଏହି ପରି ଅବସ୍ଥା ରେ ନାଚାର ହେଇ ଝିଅ ଟି କୁ ସାଙ୍ଗରେ ଧରି ଏ ଘରେ ସେ ଘରେ ବୁଲି ଲୋକଙ୍କୁ କାକୁତି ମିନତୀ ହେଇ ଟଙ୍କା ମାଗୁଛନ୍ତି, ଦୁଃଖ ର ଏ ପାହାଡ ସତରେ ଯେମିତି ସୁସ୍ମିତା ଙ୍କ ପରିବାର ଉପରେ ଛିଡି ପଡିଛି,4 ବର୍ଷ ଧରି ରଜନୀକାନ୍ତ ଫୁସ ଫୁସ ରୋଗରେ ପଡିତ ଚିକିତ୍ସା ପାଇଁ ଏବେ 13 କୋଟି ଟଙ୍କା ଆବଶ୍ୟକ ହେଲେ ସ୍ୱାମୀ ଙ୍କୁ ବଞ୍ଚାଇ ବା ପାଇଁ ମା ଝିଅ ଙ୍କ ପାଖରେ ଟଙ୍କା ଟି ନଥିବାରୁ ସେମାନେ ରାସ୍ତା ରାସ୍ତା ବୁଲି ଟଙ୍କା ସଂଗ୍ରହ କରୁଛନ୍ତି ଏମିତି ସେମାନେ ଗୋଟିଏ ବଡ ବେନର ସାହାଯ୍ୟ ରେ ଯେଉଁଥିରେ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦିଆ ଯାଇଛି, ସେଥିରେ ବି ସେମାନେ ଟଙ୍କା ପାଇଁ ନେବେଦନ କରୁଛନ୍ତି. ଯଦି ଆପଣ ମାନେ କେହି ଏହି ପରିବାର କୁ ସାହାଯ୍ୟ କରିବା ପାଇଁ ଚାହୁଁଛନ୍ତି ତାହାଲେ ଦିଆ ଯାଇଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ google pay ସାହାଯ୍ୟ ଆପଣ ସାହାଯ୍ୟ କରିପାରିବେ|

ଆପଣ ଯଦି ତାଙ୍କର ଜୀବନ ବଞ୍ଚାଇବାକୁ ଚାହୁଁଛନ୍ତି ତାହେଲେ 9853340750 ରେ phn pay ଓ google pay କରିପାରିବେ ଵା ତାଙ୍କର ଏକାଉଣ୍ଟ ନମ୍ବର ନାମ ରଜନୀକାନ୍ତ ମହାନ୍ତି, Ac-32909374728,IFSC-SBIN0002036,ବ୍ରାଞ୍ଚ -କଟକ, ରେ ପଠେଇପାରିବେ |ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment