ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ସେହି ଗୋଟିଏ ଦୁଖଃଦ ଘଟଣା ଯାହା ସମସ୍ତଙ୍କ ମନକୁ ଦୁଃଖରେ ଭରି ଦେଇଛି ତାହା ହେଉଛି ପିଣ୍ଟୁ ନନ୍ଦ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା କୁ ନେଇକି କିଛି କଥା | ଆଉ ଯେଉଁଠି କୁହାଯାଉଛି କି ପିଣ୍ଟୁ ନନ୍ଦ ଙ୍କର ଲିଭର ପୁରା ପୁରୀ ଖରାପ ହୋଇ ଯାଇଛି ଆଉ ଲିଭର ଟ୍ରାନ୍ସପ୍ଲାନଟେସନ ଯୋଗୁଁ ହିଁ ପିଣ୍ଟୁ ନନ୍ଦ ଙ୍କର ଶରୀର ସ୍ୱାସ୍ଥ୍ୟ ଅବସ୍ଥା ଠିକ ହୋଇ ପାରିବ ବୋଲି କହିଛନ୍ତି ପିଣ୍ଟୁ ଙ୍କର ପୁତୁରା | ତାହା ସହିତ ସମସ୍ତ ଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ କହିଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ସମସ୍ତେ ପିଣ୍ଟୁ ନନ୍ଦ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଏ ଗୌରଲ ଗୀତ କରି ପିଣ୍ଟୁ ନନ୍ଦ ପ୍ରଥମେ ଓଡିଶା ରେ ଫେମସ ହୋଇଥିବେ ଆଉ ବେଶ ଲୋକ ପ୍ରିୟତା ମଧ୍ୟ ସାଉଁଟିଥିଲେ | ଆଉ ତାହା ପରେ ପରେ ଅନେକ ଫ୍ଲିମ କରି ପିଣ୍ଟୁ ନନ୍ଦ ଓଡ଼ିଆ ଲୋକ ମାନଙ୍କର ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅର୍ଜନ କରି ପାରିଥିଲେ ବୋଲି କୁହାଯାଉଛି | ଆଉ ସାରା ଓଡିଶା ର ଲୋକ ମାନଙ୍କୁ ନିଜର ଅଭିନୟ ର ଯାଦୁ ରେ ମୋତୁଆଲା ମଧ୍ୟ କରିଥିବା ସେହି ପିଣ୍ଟୁ ନନ୍ଦ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି |
ଆଉ ଯେଉଁଠି ପିଣ୍ଟୁ ଙ୍କର ପୁତୁରା କହିଛନ୍ତି କି ତାଙ୍କୁ ମୁଁ ବାପା ବୋଲି ଡାକିଥାଏ ଆଉ ସେ ବହୁତ ଭଲ ଆଉ ସେ ଅଭିନୟ ଜଗତରେ ନିଜର ସ୍ଥାନ କୁ ବେଶ ସୁନ୍ଦର ଭାବରେ ବନେଇ ପାରିଛନ୍ତି | କିନ୍ତୁ ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଅଛି ଆଉ ଲିଭର ସମ୍ପୂର୍ଣ୍ଣ ଭାବରେ ଖରାପ ହୋଇ ଯାଇଛି ଯାହା ଯୋଗୁଁ ସେ ଚଲା ବୁଲା ମଧ୍ୟ କରି ପାରୁ ନାହାନ୍ତି | ଆଉ ତାହା ସହିତ ପେଟ ରେ ଆଉ ଛାତି ରେ ମଧ୍ୟ ପାଣି ଜମା ହୋଇ ଯାଇଛି | ତେଣୁ ଲିଭର ଟ୍ରାନ୍ସ ପ୍ଲାନଟେସନ ଜରିଆରେ କେବଳ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା କୁ ଠିକ କରାଯାଇ ପାରିବ |
ତେବେ ସେଥିପାଇଁ ବହୁତ ଟଙ୍କା ଖର୍ଚ୍ଚ ହେବ | ଆଉ ଓଡିଶା ବାସୀ ଙ୍କର ଦୟା ଯୋଗୁଁ ସେମାନେ କିଛି ଟଙ୍କା ସାହାଯ୍ୟ ମଧ୍ୟ କରିଛନ୍ତି ଆଉ ସାହାଯ୍ୟ କରିବେ ବୋଲି ତାଙ୍କର ଆଶା ରହିଛି ; ଆଉ ଖୁବ ଶୀଘ୍ର ତାଙ୍କର ବାପା ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ହୋଇଯିବ ବୋଲି କହିବାକୁ ଲାଗିଛନ୍ତି ପିଣ୍ଟୁ ଙ୍କର ପୁତୁରା |ଆଉ ଏଗଜାମ ପରେ କେଉଁ ଭଳି ଭାବରେ ପିଣ୍ଟୁ ସେମାନଙ୍କୁ ହୋଟେଲ କୁ ଖୁଆଇବା ପାଇଁ ବୁଲାଇ ନିଅନ୍ତି ସେ ବିଷୟରେ ମଧ୍ୟ କହିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।