“ମୋ ବେଶକୁ ନେଇ ପ୍ରଶ୍ନ ଉଠୁଛି..ମୁଁ ପ୍ରମାଣ କରିସାରିଛି ଯେ ମୁଁ କ’ଣ..ମୋର ଗୋଟିଏ ଝିଅ ଅଛି”: ଏ ନେଇ କଣ କହୁଛନ୍ତି ଶାଶ୍ୱତ ଯୋଶୀ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଓଡିଶା ର ବିଭିନ୍ନ ରିୟାଲିଟି ଶୋ ରେ ଜର୍ଜ ଭାବରେ ଆପଣ ଶାଶ୍ୱତ ଯୋଶୀ ଙ୍କୁ ତ ଜାଣିଥିବେ | ଜର୍ଜ ପରେ ବି ସେ ଜଣେ ଭଲ କଳାକାର ଭାବରେ ଓଡିଶା ରେ ବେଶ ଜଣା ଶୁଣା ଓ ଖ୍ୟାତି ରହିଛି |ତାଙ୍କର ଏହି କଳା ପାଇଁ ଏବେ ଓଡିଶା 70 ରୁ 80 ପରିବାର ଚାଲୁଛି ବୋଲି ସେ ଗଣ ମାଧ୍ୟମ ଆଗରେ କହିଥିଲେ ଶାଶ୍ୱତ |ତେବେ ଏହି ଭିତରେ ତାଙ୍କର ଲିଙ୍ଗ କୁ ନେଇ କିଛି ପ୍ରଶ୍ନ ଉଠିଥିଲା ଯାହା ପାଇଁ ସେ ଗଣ ମାଧ୍ୟମ ଆଗରେ କିଛି ଏମିତି କହିଥିଲେ | ତାହାଲେ ଆସନ୍ତୁ ଆଜି ଜାଣିବା କଣ କହିଥିଲେ ଶାଶ୍ୱତ ଯୋଶୀ ଗଣ ମାଧ୍ୟମ ଆଗରେ ତାଙ୍କ ବିଷୟରେ ସେ କଥା ଆଲୋଚନା କରିବା |

ତେବେ ଆମେ ଜାଣିଛୁ କି ଭାରତ ର ସମସ୍ତ ପ୍ରକାର ଲିଙ୍ଗ କୁ ସମାନ ଅଧିକା ର ଦେଉଥିବା ବେଳେ ଏବେ କିଛି ଲୋକ ଏହି ଲିଙ୍ଗ କୁ ନେଇ ପ୍ରଶ୍ନ ଉଠାଇଛନ୍ତି | ତେବେ ଏହି ପ୍ରଶ୍ନ ଶାଶ୍ୱତ ଯୋଶୀ ଙ୍କ ବେଶ ଭୁଷା କୁ ନେଇ ଉଠୁଥିବା କଥା କହିଛନ୍ତି ଶାଶ୍ୱତ ଯୋଶୀ | ତାଙ୍କର କହିବା କଥା ଅନୁଯାୟୀ ସେ ବିବାହ କରିସାରିଛନ୍ତି ଓ ତାଙ୍କର ଗୋଟିଏ ଝିଅ ଅଛି ତାପରେ ଯଦି କିଛି ଲୋକ ମୋ ପୋଷାକ ଲୋକ ମୋ ବେଶ ଭୁଷା ଓ ମୋ ଲିଙ୍ଗ ଉପରେ ପ୍ରଶ୍ନ ଉଠଉଛନ୍ତି ତାହାଲେ ମୋର ସେଥିରେ କିଛି କହିବାର ନାହିଁ |

କାରଣ ମୁଁ ଜଣେ କଳାକାର, ମୋତେ କଳାକାର ଭାବରେ ସାରା ଓଡିଶା ଓ ଓଡ଼ିଆ ମାନେ ଜାଣିଛନ୍ତି |ତେଣୁ ଗୋଟିଏ କଳାକାର ର ବିଭିନ୍ନ ବେଶ ରହିଥାଏ ଯାହା ମୋ ପାଖରେ ରହିଛି ତେଣୁ ଲୋକଙ୍କର ଏହି ପ୍ରଶ୍ନ କୁ ମୋର କିଛି କହିବାର ନାହିଁ ବୋଲି କହିଥିଲେ ଶାଶ୍ୱତ ଯୋଶୀ | ତେବେ ଗଣମାଧ୍ୟମ ଆଗରେ ମତ ରଖି କହିଥିଲେ ମୋର ଏହି ଭୁଷା ମୋର କଳାକାର ପରିଚୟ କୁ ସନ୍ନମାନ ଦେଇଥାଏ ଓ ମୁଁ ଓଡିଶା ପ୍ରାୟ 70 ରୁ 80 ପରିବାର ଙ୍କୁ ମୋର ଦକ୍ଷତା ବଳ ରେ ରୋଜଗାର ଦେଇପାରୁଛି ବୋଲି କହିଥିଲେ |

ତାଙ୍କର ଏହି ବେଶ ଭୁଷା ପାଇଁ ଲୋକେ ମୋତେ କିଛି ଅଲଗା ଲିଙ୍ଗ ର କହିଲେ ବି ମୁଁ ସେ କଥା କୁ ଖାତିର କରେ ନାହିଁ ବୋଲି କହିଥିଲେ ଶାଶ୍ୱତ ଯୋଶୀ | କାରଣ ମୁଁ ଜଣେ କଳାକାର ସେଥିପାଇଁ ମୋତେ ଲୋକେ ବହୁତ ବଡ଼ କଳାକାର ଙ୍କ ଭିତରେ ମୋତେ ବି ମାନି ଥାନ୍ତି | କିଛି ଏହି ପରି ଭାବରେ ଗଣମାଧ୍ୟମ ଆଗରେ ନିଜର ଯୁକ୍ତି ରଖିଥିଲେ ଶାଶ୍ୱତ ଯୋଶୀ | ତେବେ ଏହିପରି ଭାବରେ ଶାଶ୍ୱତ ଯୋଶୀ ଙ୍କ ଲିଙ୍କକୁ ନେଇ ପ୍ରଶ୍ନ ଉଠାଯାଇଥିବା ଭିଡ଼ିଓ, ଯାହା ଏବେ ଭାଇରାଲ ହେବାକୁ ଲାଗିଛି ଯାହା ଦେଖି ଲୋକେ ମାନେ ବିଭିନ୍ନ ମତ ମଧ୍ଯ ରଖିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment