ମୋ ଦିଦିଙ୍କୁ କହିଲେ ଆ ମୁଁ ତୋ ପାଖେ ଶୋଇବି… ଦେଖନ୍ତୁ ଭାଇରାଲ Video

0

ବନ୍ଧୁଗଣ ଆପଣ ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଘଟଣା ସବୁର ଭିଡିଓ ଦେଖୁଥିବେ। ତେବେ ସେଥି ମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା।ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ। ସେହିପରି ଆଜି ଆମେ ଜାଣିବା ଏମିତି ଏକ ଘଟଣା ସଂପର୍କରେ ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଏମିତି ଘଟଣା ମାନ ଦେଖିବା ପାଇଁ ମିଳିଥାଏ। କିଛି ଏପରି ଘଟଣା ଦେଖି ଆମେ ସାଧାରଣରେ ଆଶ୍ଚର୍ଯ୍ୟ ବି ହୋଇଥାଉ।

କାରଣ ଏହା ସେହିପରି ଏକ ଭିନ୍ନ ଦିଗକୁ ଇଙ୍ଗିତ କରିଥାଏ।ଏହା ଯେପରି ଭିନ୍ନ ଧରଣର ହୋଇଥାଏ ସେହିପରି ଲଜ୍ୟା ଜନକ ମଧ୍ୟ ହୋଇଥାଏ। ତେବେ ସେହିପରି ଏକ ଘଟଣା ର ଭିଡିଓ ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଜାଣିଲେ ଆଉ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆମେ ଆପଣଙ୍କୁ ଅନେକ କିଛି ବିସ୍ମୟକର ଘଟଣା ସଂପର୍କରେ ଅବଗତ କରାଇ ଥାଉ। ସେହିପରି ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଏମିତି ସବୁ ଘଟଣା ମାନ ଦେଖିବା ପାଇଁ ମିଳିଥାଏ ଯାହା ସମସ୍ତଙ୍କୁ ବିସ୍ମୟ କରିବା ଭଳି ହୋଇଥାଏ।

ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଆଜିର ସମାଜ କିପରି ଭାବରେ କିଛି ଲୋକଙ୍କ ପାଇଁ କେତେ ତଳକୁ ଖସି ଯାଉଛି। ତେବେ ବହୁତ୍ ଏହି ଭଳି ଘଟଣା ରହିଛି ତାହା ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ। ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ। ସେହିପରି ଏକ ଘଟଣା ବିଷୟରେ ଆମେ କହିବାକୁ ଯାଉଛୁ ଯାହା କ୍ୟାମେରା ରେ ରେକର୍ଡ ହେବାପରେ ଏବେ ସାମ୍ନାକୁ ଆସିଛି। ଯେଉଁଠି ଜଣେ ଭାଇ ଅଭିଯୋଗ ଆଣିଛି ଯେ ତାର ଭଉଣୀ ପ୍ରତି ଖରାପ୍ ବ୍ୟବହାର କରା ଯାଇଛି। ଏ ସଂପର୍କରେ ସେ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି।

ତାଙ୍କ ଭଉଣୀ ଯେତେବେଳେ ରୁମ୍ ରୁ ଆସିଲେ ସେତେବେଳେ ତାଂକୁ ଖରାପ ବ୍ୟବହାର ପ୍ରଦର୍ଶନ କରା ଯାଇଛି ଏବଂ ତାଙ୍କୁ କୁହା ଯାଇଛି ଯେ ଆ, ମୁଁ ତୋ ପାଖେ ଶୋଇବି। ଏହାଛଡା ଖରାପ୍ ଭାଷା ରେ ମଧ୍ୟ ତାଙ୍କୁ ଖରାପ୍ ବ୍ୟବହାର କରା ଯାଇଥିବା କୁହା ଯାଇଛି। ଯୁବକ ଜଣଙ୍କ କହିଛନ୍ତି ସେମାନେ ଏପରି ଭାଷା ପ୍ରୟୋଗ କରିଛନ୍ତି ଯାହାକୁ ମିଡ଼ିଆ ସାମ୍ନାରେ କହିବା ସମ୍ଭବ ନୁହେଁ। ଏହାଛଡା ତାଂକ ପାଖରେ ଥିବା ମାଉସୀ ଙ୍କୁ ମଧ୍ୟ ଖରାପ ବ୍ୟବହାର କରା ଯାଇଥିବା ସେ କହିଛନ୍ତି।ଏହି ଭିଡିଓ ଦେଖିଲେ ଆପଣ ଏ ଘଟଣା ସଂପର୍କରେ ଜାଣି ପାରିବେ। ଯାହାକୁ ନେଇ ତୀବ୍ର ଅସନ୍ତୋଷ ଏବଂ ଉତ୍ତେଜନା ପ୍ରକାଶ ପାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।