ମୋ ଘନିଷ୍ଠ ସାଙ୍ଗ ମୋ ନିଜ ୧୩ ବର୍ଷର ଝିଅକୁ ନେଇ ପଳେଇଛି ; ତାକୁ ଫେରାଇଆଣ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ସମାଜରେ ଲୋକମାନଙ୍କ ମାନସିକତା କଳୁଷିତ ହୋଇ ଗଲାଣି। ନିଜ ମନ ମଧ୍ୟରେ ଯୌନ ଅଭିଳାଷ ରଖି ଅପହରଣ କରି ଚାଲିଛନ୍ତି। ବେଳେ ସମାଜରେ ଏଭଳି କିଛି ଘଟଣା ଘଟୁଛି ଯାହାକୁ, ଦେଖିଲା ପରେ ଝିଅ ବୋହୁ ବାହାରକୁ ଯିବା ପାଇଁ ମଧ୍ୟ ଭୟ କରୁଛନ୍ତି। କାରଣ ଯେଉଁ ଅସାଜିକ ଯୌନ ରାକ୍ଷସ ମାନେ ନିଜର କଳୁଷିତ ମନ ନେଇ, କେତେବେଳେ କଣ ଘଟିବ କେହି କହି ପାରିବେ ନାହିଁ। ପ୍ରତ୍ୟେକ ଦିନ ଦୁଷ୍କର୍ମ ଓ ଅପହରଣ ଭଳି ଘଟଣା ଦେଖିବା ପାଇଁ ମିଳୁଛି। ଏମିତିକି ନୃଶଂସ ମାନେ ଛୋଟ ଛୁଆ ମାନଙ୍କୁ ମଧ୍ୟ ଛାଡୁ ନାହାଁନ୍ତି। ତେବେ ବର୍ତ୍ତମାନ ଏଭଳି କିଛି ଘଟଣା ଘଟିଛି, ଜାଣିଲେ ଆପଣଙ୍କ ମଣିଷ କହିବା ପାଇଁ ମଧ୍ୟ ଘୃଣା ଲାଗିବ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇ ଯିବେ। ତାହା ହେଉଛି ଜଣେ ନାଚ ସାର ଗୋଟିଏ ନାବଳକକୁ ଅପହରଣ କରି ନେଇ ଯାଇଛନ୍ତି ବୋଲି ସୂଚନା ରହିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା। ସୂଚନା ଅନୁସାରେ, ଅଶୋକ ନାମକ ଜଣେ ବ୍ୟକ୍ତି, ଯିଏ କି ନାଚ ଶିଖାଇବା ପାଇଁ ଜଣେ ଯୁବକଙ୍କ ଘରକୁ ଆସୁ ଥାଆନ୍ତି। ନାଚ ମଧ୍ୟ ଭଲ ଶିଖାଉ ଥାଆନ୍ତି ଓ ତାଙ୍କ ପାଖରେ ବହୁତ ପିଲା ଆଗ୍ରହର ସହିତ ନାଚ ଶିଖିବା ପାଇଁ ମଧ୍ୟ ଆସି ଥାଆନ୍ତି।

କିନ୍ତୁ ସେହି ବ୍ୟକ୍ତି ଜଣଙ୍କ ନାଚ ଶିଖାଇ ଶିଖାଉ ଜଣେ ୧୩ ବର୍ଷର ନାବାଳିକାକୁ ନେଇ ଫେରାର ହୋଇ ଯାଇଛନ୍ତି। ଯେତେବେଳେ ନାବାଳିକା ଜଣଙ୍କ ଘରକୁ ଫେରିବାର ବିଳମ୍ବିତ ହେବାରୁ ତାଙ୍କ ପରିବାର ଲୋକ ମାନେ ବହୁତ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଲେ।ତେବେ ଝିଅକୁ ଖୋଜା ଖୋଜି କରିବା ଆରମ୍ଭ କରିଦେଲେ କିନ୍ତୁ ବହୁତ ଖୋଜା ଖୋଜି କରିବା ସ୍ୱତେ ମଧ୍ୟ ଝିଅକୁ ପାଇଲେ ନାହିଁ। ଯାହା ଫଳରେ କି ପରିବାର ଲୋକ ମାନେ ବହୁତ ମନ ଦୁଃଖରେ ରହି ଥାଆନ୍ତି। କିନ୍ତୁ ପରେ ଜାଣିବାକୁ ପାଇଲେ ଯେ, ନାଚ ଶିଖାଇ ବାକୁ ଆସୁ ଥିବା ସାର ନେଇ ଯାଇଛନ୍ତି। ଏହି କଥା ପରିବାର ଲୋକ ମାନେ ଜାଣି ପାରି, ସେହି ସାରଙ୍କ ଘରକୁ ଯାଇ ତାଙ୍କୁ ନେଇ ଆସି ଥିଲେ।

ଯେତେବେଳେ ତାଙ୍କୁ ଖାଇବା ପାଇଁ କୁହା ଯାଇ ଥିଲା, ସେତେବେଳେ ସେ ଚାଲାଖ କରି ପୁଣି ଥରେ ଖସି ପଳାଇ ଯାଇଥିଲେ। ତାଙ୍କ ପରିବାର ଲୋକ ମାନେ ପ୍ରଶାସନକୁ ଏତିକି ଅନୁରୋଧ କରୁଛନ୍ତି ଯେ, ଦୋଷୀକୁ ଧରି ଉଚିତ ଦଣ୍ଡ ଦିଆଯାଉ। ଏଥି ସହିତ ତାଙ୍କ ଝିଅକୁ ଫେରାଇ ଦିଅନ୍ତୁ। ତେବେ ବନ୍ଧୁଗଣ ଏଭଳି ବ୍ୟକ୍ତିଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯାଉ ଓ ଯାହା ଫଳରେ କି ଲୋକ ମାନେ ଏଭଳି କରିବାକୁ କେବେ ହେଲେ ଆଉ କେହି ସାହସ କରିବେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।